ଗାଲାତୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପତ୍ର
ଗାଲାତିୟର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ଚିଟି
ଗାଲାତିୟ ଚିଟି ବିସୟେ ହଃଦେକ୍
ଗାଲାତି ମଣ୍ଡ୍ଳିକେ ଚିଟି ପେରିତ୍ ପାଉଲ ଲେକିଆଚେ ୧:୧ । ଇ ଚିଟି ଗାଲାତିୟ ମଣ୍ଡ୍ଳିର୍ ବିସ୍ୱାସି ମଃନ୍କେ ଜିସୁକ୍ରିସ୍ଟର୍ ଜଃଲମାର୍ ୪୮-୫୭ ବଃର୍ସ୍ ବିତ୍ରେ ଲେକା ଅୟ୍ଆଚେ । ଅଃଉଁ ହାରେ ଗାଲାତିୟମଃନ୍ ରମିୟ ଦେସାର୍ ଗାଲାତିଆ ତଃୟ୍ ବାସାକଃର୍ତି ରିଲାୟ୍ । ପାଉଲ ଇ ଚିଟି ଲେକ୍ତା ବଃଳ୍ କୁୟ୍ତି ରିଲା ହଃଣ୍ଡିତ୍ ମଃନ୍ ଟିକ୍ ବାବେ କଃଉଁ ନାହାରୁଲାୟ୍ ମଃତର୍ ଏପିସି କି କରନ୍ତି ଇ ଦୁୟ୍ ତଃୟ୍ ଅୟ୍ ରଃୟ୍ଦ୍ ବଃଲି କଃଉଁଲାୟ୍ । ପାଉଲ ଗାଲାତିୟ ମଣ୍ଡ୍ଳିର୍ ଜିଉଦି ଆର୍ ଅଜିଉଦିମଃନାର୍ ଟିକ୍ଣା ଦଃୟ୍ ଚିଟି ଲେକୁଲା । ସେ ମୁଳ୍କଃରି ମିଚ୍ ସିକ୍ୟାକେ ନଃଦେରୁକ୍ ଲେକିରିଲା । ସେରି କ୍ରିସ୍ଟିଆନ୍ମଃନ୍କେ ହର୍ନା ନିଅମାର୍ ଜିଉଦି ବିଦିକେ ମାନୁକେ କଃଉଆ ଜାତିରିଲି । ମୁଳ୍କରି ସୁନତ୍ ବିଦି ବିସୟେ ।
କ୍ରିସ୍ଟିଆନ୍ ମଃନାର୍ ବିତ୍ରେ କଃତିଗଟ୍ ଦଃଳ୍ ରିଲାୟ୍ ଜୁୟ୍ ମଃନ୍କେ କି ଜୁଡାୟ୍ଜିମ୍ ବଃଲି କଃଉତି ରିଲାୟ୍ ସେମଃନ୍ ଅଜିଉଦିମଃନ୍କେ ସୁନତ୍ ବିଦି ମାନୁକେ ବଃଳ୍ମାଡ୍ କଃର୍ତି ରିଲାୟ୍ । ସେମଃନ୍ ହେଁ ପାଉଲାର୍ ପେରିତ୍ ଅୟ୍ଲାର୍ ଅଃଦିକାର୍ ହାୟ୍ଲା ବିସୟେ ହଃଚାର୍ତି ରିଲାୟ୍ । ପାଉଲ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ ସେ ନିଜେ ପେରିତ୍ ଅୟ୍ରିଲା ବିସୟ୍ କୟ୍ ସେମଃନ୍କେ ବୁଜାଉତି ରିଲା ୧:୧୧–୨:୧୪ ଆରେକ୍ ଜିସୁ କ୍ରିସ୍ଟକେ ସଃତ୍ କଃଲେକ୍ ହଃକା ମୁକ୍ତି ହାଉଁକେ ଅୟ୍ଦ୍ ବଃଲି ବୁଜାୟ୍ ନିକ କବୁର୍କେ ଜଃଗ୍ରାତ୍ କଃର୍ତି ରିଲା ୨:୧୬ । ଜୁୟ୍ରି ଇସ୍ୱରାର୍ ଦଃୟାର୍ ଗିନେ ଅଃଉଁଲି ମାନାୟ୍ ଜୁୟ୍ରି କଃରି ରଃୟ୍ଦ୍ ସେତାର୍ ଗିନେ ନୟ୍ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲାର୍ ଜୁଆର୍ ଜାଣାଉତାର୍ । ୧:୧-୫
୨. ପାଉଲ୍ ଆଗେ ଜିବନ୍ କାଟ୍ଲାର୍, ତାର୍ ସିକାଉତା ଅଃଦିକାର୍, ବିଦିର୍ ସଃକ୍ତି । ୧:୬–୨:୨୧
୩. ବିଦିର୍ କାମ୍ ଆର୍ ଇସ୍ୱରାର୍ ଦଃୟା ଲାଗି ମୁକ୍ତି । ୩–୪
୪. ସଃତ୍ କ୍ରିସ୍ଟିଆନ୍ ଜିବନ୍ କାଟୁକେ କଃଉତାର୍ । ୫:୧–୬:୧-୧୦
୫. ପାଉଲାର୍ ଜୁଆର୍ ଜାଣାଉତାର୍ ଆର୍ ଇସ୍ୱରାର୍ ଗିନେ ଜିବନ୍ ବାଦୁଲ୍ତାର୍ ବିସୟେ ଦିଆନ୍ ଦେତାର୍ । ୬:୧୧-୧୮
1ଗାଲାତି ମଣ୍ଡ୍ଳିକେ ପାଉଲାର୍ ଚିଟି
1ମୁୟ୍ଁ ପାଉଲ୍ ଗଟେକ୍ ପେରିତ୍ । ମାନାୟ୍ ହୁଣି ନାୟ୍ କି ମାନାୟ୍ର୍ ଦଃୟ୍କଃରି ନାୟ୍, ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଆର୍ ଜୁୟ୍ ଇସ୍ୱର୍ ଉବା ତାକେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଉଟାୟ୍ଲା ତାର୍ ତଃୟ୍ହୁଣି ହାୟ୍ ଆଚି । 2ଆର୍ ମର୍ ସଃଙ୍ଗେ ରିଲା ସଃବୁ ବିସ୍ୱାସି ବାୟ୍ମଃନ୍ ଗାଲାତି ମଣ୍ଡ୍ଳିର୍ ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଁଲୁ ।
3ଅଃମିମଃନାର୍ ଇସ୍ୱର୍ ଉବା ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
4ସେ ଅଃମାର୍ ଇସ୍ୱର୍ ଉବାର୍ ଇଚା ହଃର୍କାରେ ଇ ଅଃବାର୍ ଜଃଗତେ ହୁଣି ଅଃମିମଃନ୍କ୍ ମୁକ୍ଳାଉଁକ୍ ଅଃମିମଃନାର୍ ହାହାର୍ ଗିନେ ଅଃହ୍ଣାକ୍ ଦିଲା । 5ଜୁଗେଜୁଗେ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆମେନ୍ ।
ଗଟେକ୍ ହଃକା ନିକ କବୁର୍
6କ୍ରିସ୍ଟର୍ ଦଃୟାୟ୍ ଜେ ତୁମିମଃନ୍କେ କୁଦ୍ଲା, ତାର୍ ତଃୟ୍ହୁଣି ଜେ ଅଃଡେକ୍ ବେଗି ମଃନ୍ବାଦ୍ଲାୟ୍ ବିନ୍ ନିକ କବୁର୍ ତଃୟ୍ ଟାଣି ଅୟ୍ ଆଚାସ୍ ମଃନ୍ ଦଃୟ୍ ଆଚାସ୍, ଇତାକ୍ ମୁୟ୍ଁ କାବା ଅଃଉଁଲେ । 7ସେରି “ବିନ୍ ନିକ କବୁର୍ ହେଁ ନାୟ୍,” ମଃତର୍ କଃତେକ୍ ତୁମିମଃନ୍କେ ବୁଲ୍କାଉଁଲାୟ୍ ତିର୍ ନଃକେରୁଲାୟ୍ । ଆର୍ କ୍ରିସ୍ଟର୍ ନିକ କବୁର୍କେ କଃରାବ୍ କଃରୁକେ ମଃନ୍ କଃରୁଲାୟ୍ । 8ମଃତର୍ ଜୁୟ୍ ନିକ କବୁର୍ ଅଃମିମଃନ୍ ତୁମାର ତଃୟ୍ ପର୍ଚାର୍ କଃରି ଆଚୁ, ଜଦି ଅଃମିମଃନ୍ କି ସଃର୍ଗ୍ଦୁତ୍ ଅୟ୍ଲେକ୍ ହେଁ ଜେହେଁ ତାର୍ ତଃୟ୍ହୁଣି ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ହାଅ 9ଜଃନ୍କଃରି ଅଃମିମଃନ୍ ହୁର୍ବେ କୟ୍ ଆଚୁ, ସେନ୍ହର୍ ମୁୟ୍ଁ ଅଃବେ ଆରେକ୍ କଃଉଁଲେ । ଜୁୟ୍ ନିକ କବୁର୍ ତୁମିମଃନ୍ ଦଃରିରିଲାସ୍ ତାର୍ ତଃୟ୍ହୁଣି ଜଦି କୁୟ୍ଲକ୍ ତୁମାର୍ ତଃୟ୍ ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ ହାଅ ।
10ମୁୟ୍ଁ କି ଅଃବେ ମାନାୟ୍ ମଃନ୍କାର୍ କି ଇସ୍ୱରାର୍ ଲାଡାର୍ ଅଃଉଁକେ ଜଃତୁନ୍ କଃରୁଲେ ? ଆର୍ ମାନାୟ୍ମଃନ୍କେ କାୟ୍ ସଃନ୍ମତ୍ କଃରୁକେ ଉପାୟ୍ କଃରୁଲେ, ଜଦି ମୁୟ୍ଁ ଅଃବେ ହେଁ ମାନାୟ୍ମଃନ୍କେ ସଃନ୍ମତ୍ କଃର୍ତି ରିଲେହୁଣି ତଃବେ ମୁୟ୍ଁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ନୟ୍ଲେହୁଣି ।
ପାଉଲ୍ କଃନ୍କଃରି ପେରିତ୍ଚେଲା ଅୟ୍ଲା
11କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ଜୁୟ୍ ନିକ କବୁର୍ ମର୍ ତଃୟ୍ହୁଣି ପର୍ଚାର୍ ଅୟ୍ଆଚେ, ସେ କଃତାକ୍ ତୁମିମଃନ୍କେ ଜାଣାୟ୍ ଆଚି, ସେରି ମାନାୟ୍ର୍ ଇଚାୟ୍ ନାୟ୍ । 12ବଃଲେକ୍ ମୁୟ୍ଁ ସେରି ମାନାୟ୍ ତଃୟ୍ହୁଣି ହାୟ୍ ନଃକେରି କି ସିକି ନଃକେରି ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାୟ୍ ଆଚି ।
13୧:୧୩ ପେରି ୮:୩; ୨୨:୪,୫; ୨୬:୯-୧୧.ହୁର୍ବେ ଜିଉଦି ଦଃର୍ମକେ ମର୍ ଚାଲ୍ଚାଲ୍ତି କଃତାୟ୍ ତୁମିମଃନ୍ ତ ସୁଣି ଆଚାସ୍, ମୁୟ୍ଁ ଇସ୍ୱରାର୍ ମଣ୍ଡ୍ଳିକେ ଦୁକ୍କଃସ୍ଟ ଦେତିରିଲେ, ଆର୍ ତାକେ ନସ୍ଟ୍ କଃରୁକେ ଦଃକ୍ତିରିଲେ । 14୧:୧୪ ପେରି ୨୨:୩.ଆର୍ ଅଃମାର୍ ଦାଦି ମଃନ୍କାର୍ ଅୟ୍ ଆସ୍ତା ରିତିବିଦି ଗିନେ ବଃଳେ ସଃର୍ଦା ଅୟ୍ ମର୍ ସଃଙ୍ଗାର୍ ବଃୟ୍ସାର୍ ନିଜ୍ ଜାତିର୍ ଲକ୍ମଃନ୍କାର୍ ବିତ୍ରେ ଅଃଦିକ୍ ଦଃର୍ମେ ଜାତିରିଲେ ।
15୧:୧୫ ପେରି ୯:୩-୬; ୨୨:୬-୧୦; ୨୬:୧୩-୧୮.ମଃତର୍ ଜୁୟ୍ ଇସ୍ୱର୍ ମର୍ ଆୟାର୍ ହେଟେ ହୁଣି ମକେ ବାଚିରିଲା, ଆର୍ ଅଃହ୍ଣାର୍ ଦଃୟାୟ୍ ତାକେ ସେବାକଃରୁକେ ମକେ କୁଦିରିଲା । 16ସେ ଜଃଡ୍ବଃଳ୍ ଅଃହ୍ଣାର୍ ହୟ୍ସିକ୍ ମର୍ ତଃୟ୍ ଜାଣାଉଁକ୍ ମଃନ୍ କଃଲା, ଜଃନ୍କଃରି ମୁୟ୍ଁ ଅଜିଉଦି ବିତ୍ରେ ତାକେ ପର୍ଚାର୍ କଃରିନ୍ଦ୍, ସଃଡେବଃଳ୍ ମୁୟ୍ଁ ମାନାୟ୍ ସଃଙ୍ଗ୍ କଃତାବାର୍ତା କଃରୁକେ ଜାୟ୍ ନଃରିଲେ । 17କି ମର୍ ହୁର୍ବେ ବାଚ୍ଲା ପେରିତ୍ ମଃନ୍କାର୍ ହାକ୍ ଜିରୁସାଲମ୍କେ ନଃଜାୟ୍ଁ ତଃତ୍କାଣ୍ ଆରବ୍କେ ବାରୟ୍ଗଃଲେ, ଆରେକ୍ ମୁୟ୍ଁ ଦମେସକ୍କେ ବାଉଳି ଆୟ୍ଲେ । 18୧:୧୮ ପେରି ୯:୨୬-୩୦.ତାର୍ ହଃଚେ ତିନି ବଃର୍ସ୍ ଗଃଲାକେ ମୁୟ୍ଁ କେପା ସଃଙ୍ଗ୍ ବେଟ୍ ଅଃଉଁକ୍ ଜିରୁସାଲମ୍କେ ଗଃଲେ; ଆର୍ ତାର୍ ସଃଙ୍ଗ୍ ହଃନ୍ଦ୍ର ଦିନ୍ ରିଲେ । 19ମଃତର୍ ମାପ୍ରୁର୍ ବାୟ୍ସି ଜାକୁବ୍କେ ଚାଡି ପେରିତ୍ ମଃନାର୍ ବିନ୍ କାକେ ନଃଦେକ୍ଲେ ।
20ମୁୟ୍ଁ ଜୁୟ୍ସଃବୁ କଃତା ତୁମିମଃନ୍କେ ଲେକୁଲେ ସେରି ସଃତ୍, ଦଃକା ଇସ୍ୱର୍ ଜାଣୁଲା, ମୁୟ୍ଁ ମିଚ୍ ନଃକୟ୍ଁ । 21ହଃଚେ ମୁୟ୍ଁ ସିରିଆ ଆର୍ କିଲିକିଆକେ ଗଃଲେ । 22ଜିଉଦା ରାଜିର୍ କ୍ରିସ୍ଟର୍ ମଣ୍ଡ୍ଳିମଃନାର୍ ହାକ୍ ମୁୟ୍ଁ ନିଜ୍କେ ଜାଣାୟ୍ ନଃରିଲେ । 23ସେମଃନ୍ ଅଃବ୍କା ସୁଣ୍ତିରିଲାୟ୍, ଜୁୟ୍ ଲକ୍ ହୁର୍ବେ ଅଃମିମଃନ୍କ୍ କଃସ୍ଟ୍ ଦେତିରିଲା, ଗଟ୍ଦିନ୍ ଜୁୟ୍ ବିସ୍ୱାସ୍କେ ନଃସ୍ଟ୍କଃରୁକ୍ ଦଃର୍ତିରିଲା, ସେରି ଅଃବେ ପର୍ଚାର୍ କଃରୁଲା । 24ଆର୍ ସେତାକ୍ ସେମଃନ୍ ମର୍ ଗିନେ ଇସ୍ୱରାର୍ ଗୁଣ୍ କଃଉତି ରିଲାୟ୍ ।
2ପାଉଲ ଆର୍ ବିନ୍ ପେରିତ୍ ମଃନ୍
1୨:୧ ପେରି ୧୧:୩୦; ୧୫:୨.ତାର୍ ହଃଚେ ଚଃଉଦ ବଃର୍ସ୍ ଗଃଲାକେ, ମୁୟ୍ଁ ବର୍ନବା ସଃଙ୍ଗ୍ ଆରେକ୍ ଜିରୁସାଲମ୍ ଗଃଲୁ, ତିତସ୍କେ ହେଁ ମର୍ ସଃଙ୍ଗେ ନଃୟ୍ରିଲେ । 2କୁଦଃଲାକେ ମୁୟ୍ଁ ଗଃଲେ, ଆର୍ ମୁୟ୍ଁ ଅଜିଉଦି ମଃନ୍କାର୍ ବିତ୍ରେ ଜୁୟ୍ ନିକ କବୁର୍ ପର୍ଚାର୍ କଃରୁଲେ, ମୁୟ୍ଁ ସେମଃନ୍କେ ବୁଜାୟ୍ଦିଲେ, ମଃତର୍ ମର୍ ହୁର୍ବାର୍ ଆର୍ ଅଃବାର୍ କଃସ୍ଟାର୍ କାମ୍ ଜଃନ୍କଃରି ହଲ୍ୟାୟ୍ ନାୟ୍ ଇତାର୍ ଗିନେ ଜୁୟ୍ ଲକ୍ମଃନ୍ ମାନ୍ତିର୍ ଅଃବ୍କା ସେମଃନ୍କେ ଅଃଲ୍ଗା କଃରି ବୁଜାୟ୍ଲେ । 3ମଃତର୍ ମର୍ ସଃଙ୍ଗୁଆଳି ତିତସ୍ ଜେ, ଗ୍ରିକ୍ ଲକ୍ ରିଲା, ସେ ହେଁ ସୁନତ୍ ଅଃଉଁକେ ବଃଳ୍ମାଡ୍ କଃରା ଜାୟ୍ନଃରିଲି । 4ଅଃମି ମଃନ୍କାର୍ ବିତ୍ରେ କଃତିଗଟ୍ ବମଃଳାଉତା ବାୟ୍ର୍ ଗିନେ ଅଃନ୍କାର୍ ଅୟ୍ଲି । କ୍ରିସ୍ଟ ଜିସୁର୍ ତଃୟ୍ ଅଃମିମଃନାର୍ ଜୁୟ୍ ମୁକୁଳ୍ତାର୍ ଆଚେ, ଚର୍ ହର୍ ସେତାର୍ ବୁଲ୍ ଦଃରି ଅଃମିମଃନ୍କ୍ ବିଦିର୍ ବାନ୍ଦୁଣେ ସଃଙ୍ଗାଉଁକେ ସେମଃନ୍ ଲୁକ୍ଣେ ଆସି ରିଲାୟ୍ । 5ମଃତର୍ ନିକ କବୁରାର୍ ସଃତ୍ ଜଃନ୍କଃରି ତୁମିମଃନ୍କାର୍ ତଃୟ୍ ସଃବୁଦିନ୍ ରଃୟ୍ଦ୍, ଇତାର୍ ଗିନେ ଅଃମିମଃନ୍ ଚଃନେକ୍ ହେଁ ତଃଳେ ଅୟ୍ ସେମଃନ୍କେ ମାନି ନଃକେରି ରିଲୁ ।
6ଆର୍ ଜୁୟ୍ ଲକ୍ମଃନ୍ ନେତା ବଃଲି ଜାଣାସୁଣା ସେମଃନ୍ କଃନ୍କା ଲକ୍ ରିଲାୟ୍ ସେରି ମର୍ ଗଃଲିକି ଆୟ୍ଲି ଇସ୍ୱର୍ ମାନାୟ୍ର୍ ମୁକ୍ମେଟ୍ ନଃଦେକେ ସେ ନେତା ଲକ୍ମଃନ୍ ମକେ କାୟ୍ ନଃଉଆଁ ସିକ୍ୟା ନଃଦେତି । 7ମଃତର୍ ଗଟ୍ବାଟ୍ ଜଃଡେବଃଳ୍ ସେମଃନ୍ ଦଃକ୍ଲାୟ୍ ଜେ, ଇସ୍ୱର୍ ପିତର୍କେ ଜଃନ୍କଃରି ସୁନ୍ନତ୍ମଃନ୍କାର୍ ବିତ୍ରେ, ମକେ ସେନ୍କଃରି ଅସୁନତ୍ମଃନାର୍ ବିତ୍ରେ ନିକ କବୁର୍ ପର୍ଚାର୍ କଃର୍ତାର୍ କାମ୍ ସଃହ୍ରି ଦିଆ ଅୟ୍ଆଚେ । 8କାୟ୍ତାକ୍ବଃଲେକ୍ ସୁନତ୍ ମଃନ୍କାର୍ ତଃୟ ପେରିତ୍ ହଃଦାର୍ କାମ୍ କଃରୁକେ, ଇସ୍ୱର୍ ପିତର୍କେ ବାଚ୍ଲା, ଅଜିଉଦିମଃନାର୍ ତଃୟ୍ କାମ୍ କଃରୁକେ ସେ ମକେ ହେଁ ବଃଳ୍ ଦିଲା । 9ଆର୍ ଜଃଡେବଃଳ୍ ସେମଃନ୍ ମକେ ଦିଆ ଅୟ୍ଲା ଦଃୟା ବିସୟେ ବୁଜ୍ଲାୟ୍, ସଃଡେବଃଳ୍ ମୁଣ୍ଡା ହର୍ ଡାକ୍ହୁଟା ଜାକୁବ, କେପା ଆର୍ ଜହନ୍ ମକେ ଆର୍ ବର୍ନବାକେ ଉହ୍କାରାର୍ କାତା ଆତ୍ ଦିଲାୟ୍ ଜଃନ୍କଃରି ଅଃମିମଃନ୍ ଅଜିଉଦି ତଃୟ୍ କାମ୍ କଃରୁନ୍ଦ୍ ଆର୍ ସେମଃନ୍ ଜିଉଦି ମଃନ୍କାର୍ ବିତ୍ରେ କାମ୍ କଃର୍ତି । 10ଅଃମିମଃନ୍ ଜଃନ୍କଃରି ଗଃରିବ୍ ଲକ୍ମଃନ୍କେ ଏତାଉଁନ୍ଦ୍, ସେମଃନ୍ ଅଃମିମଃନ୍କ୍ କୟ୍ଲାୟ୍ ସେରି କଃରୁକେ ମୁୟ୍ଁ ହେଁ ସଃର୍ଦା ରିଲେ ।
ଆନ୍ତିଅକିଆୟ୍ ପିତର୍କେ ପାଉଲାର୍ ଉଳ୍ତାର୍
11ମଃତର୍ ଜଃଡେବଃଳ୍ ପିତର୍ ଆନ୍ତିଅକିଆକ୍ ଆସିରିଲା, ସଃଡେବଃଳ୍ ମୁୟ୍ଁ ତାକେ ବିରଦ୍ କଃରିରିଲେ । କାୟ୍ତାକ୍ବଃଲେକ୍ ସେ ଦସି ରିଲା । 12ତଃବେ ଜାକୁବକ୍ ତଃୟ୍ହୁଣି କଃତେକ୍ ଲକ୍ ଆସ୍ତା ହୁର୍ବେ ସେ ଅଜିଉଦି ବିସ୍ୱାସିମଃନାର୍ ସଃଙ୍ଗ୍ କାତିରିଲା, ମଃତର୍ ଜଃଡେବଃଳ୍ ସେମଃନ ଆୟ୍ଲାୟ୍ ସଃଡେବଃଳ୍ ସେ ଜିଉଦି ବିସ୍ୱାସି ମଃନ୍କାର୍ ଡିରାର୍ ଗିନେ ସେମଃନ୍କାର ସଃଙ୍ଗ୍ ଚାଡିକଃରି ଅଃହ୍ଣାକ୍ ଅଃଲ୍ଗା କଃଲା । 13ଆର୍ ବାକି ଜିଉଦି ବିସ୍ୱାସିମଃନ୍ ହେଁ ପିତର୍ ସଃଙ୍ଗ୍ ସେନ୍କଃରି ହେଟ୍କୁଟିଆ ଚାଲ୍ଚାଲ୍ତି କଃଲାୟ୍, ଅଃନ୍କଃରି କି ବର୍ନବା ହେଁ ସେମଃନ୍କାର ହେଟ୍କୁଟିଆୟ୍ ହଃଳ୍ଲା । 14ମଃତର୍ ଜଃଡେବଃଳ୍ ମୁୟ୍ଁ ଦଃକ୍ଲେ ଜେ, ସେମଃନ୍ ନିକ କବୁରାର୍ ସଃତ୍ ହଃର୍କାରେ ନିର୍ମାୟା ବାବେ ଜିବନ୍ ନଃକାଟୁଲାୟ୍, ସଃଡେବଃଳ୍ ମୁୟ୍ଁ ସଃବ୍କାର୍ ଚଃମେ ପିତର୍ କୟ୍ଲା, ତୁୟ୍ ଜିଉଦି ଅୟ୍ ଜଦି ଜିଉଦି ମଃନ୍କାର୍ ହର୍ ଜିବନ୍ ନଃକାଟି ଅଜିଉଦିମଃନାର୍ ହର୍ ଜିବନ୍ କାଟ୍ସି, ତଃବେ ତୁୟ୍ କଃନ୍କଃରି ଅଜିଉଦିମଃନ୍କେ ଜିଉଦି ମଃନ୍କାର୍ ହର୍ ଜିବନ୍ କାଟୁକ୍ ବଃଳ୍ମାଡ୍ କଃରୁଲିସ୍ ?
ବିସ୍ୱାସେ ମୁକୁଳ୍ତାର୍
15ସଃତ୍କଃରି ଆମିମଃନ୍ ଜଃଲମେ ହୁଣି ଜିଉଦି ଲକ୍, କଃଉତା ହଃର୍କାରେ ଅଜିଉଦି ନୟ୍ । 16୨:୧୬ ରମି ୩:୨୦; ରମି ୩:୨୨.ଅୟ୍ଲେକ୍ ହେଁ ଚାଲ୍ଚାଲ୍ତି ତଃୟ୍ ମାନାୟ୍ ଦଃର୍ମି ବଃଲି ଗଃଣା ନାୟ୍, ଅଃକାୟ୍ ଜିସୁ କ୍ରିସ୍ଟ ତଃୟ୍ ବିସ୍ୱାସ୍ ତଃୟ୍ ଜେ, ଦଃର୍ମି ଗଃଣା ଅୟ୍ଦ୍, ଇରି ଜାଣି ଅଃମିମଃନ୍ ହେଁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ କଃରିଆଚୁ । ଜଃନ୍କଃରି ମସାର୍ ବିଦିର୍ ଚାଲ୍ଚାଲ୍ତି ତଃୟ୍ ଦଃର୍ମି ଗଃଣା ନାୟ୍ କ୍ରିସ୍ଟକେ ବିସ୍ୱାସ୍ ତଃୟ୍ ଦଃର୍ମି ଗଃଣା ଅଃଉଁନ୍ଦ୍; କାୟ୍ତାକ୍ବଃଲେକ୍ ମସାର୍ ବିଦିର୍ ଚାଲ୍ଚାଲ୍ତି ତଃୟ୍ କୁୟ୍ ମାନାୟ୍ ଦଃର୍ମି ଗଃଣା ନାୟ୍ । 17ମଃତର୍ କ୍ରିସ୍ଟ ତଃୟ୍ ଦଃର୍ମି ଗଃଣା ଅଃଉଁକେ ମଃନ୍କରି ଅଃମିମଃନ୍ ନିଜେ ହେଁ ଜଦି ହାହି ବଃଲି ଦଃକାଗଃଲୁ, ଇତାର୍ ଗିନେ ତଃବେ କ୍ରିସ୍ଟ ଦାୟ୍ତ୍କି ? ସେରି କଃବେହେଁ ନଃଅ 18କାୟ୍ତାକ୍ବଃଲେକ୍ ମୁୟ୍ଁ ଜାୟ୍ଜାୟ୍ରି ବିଦି ବାଙ୍ଗିଆଚି, ସେସଃବୁ ଜଦି ଆରେକ୍ ତରେକ୍ ତିଆର୍କଃରିନ୍ଦ୍, ତଃବେ ମୁୟ୍ଁ ନିଜ୍କେ ଦସି ବଃଲି କଃଉଁଲେ । 19ବିଦିର୍ ଗିନେ ମୁୟ୍ଁ ହୁରାହୁରି ମଃରିଆଚି ସେ ବିଦିର୍ଗିନେ ହଃକା ମୁୟ୍ଁ ମଃରିଆଚି । ମଃତର୍ ମୁୟ୍ଁ ଅଃବେ ଇସ୍ୱରାର୍ ଗିନେ ଜିବନ୍ ଆଚି । କ୍ରିସ୍ଟର୍ ସଃଙ୍ଗ୍ ତାର୍ କ୍ରୁସେ ମୁୟ୍ଁ ହେଁ ମଃରିଆଚି । 20ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟ୍ ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟ୍ ହୟ୍ସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ । 21ମୁୟ୍ଁ ଇସ୍ୱରାର୍ ଦଃୟାକେ ନାୟ୍ ନଃବେଲି; ବଃଲେକ୍ ଜଦି ମସାର୍ ବିଦି ତଃୟ୍ ଦଃର୍ମି ଲାବ୍ ଅୟ୍ଦ୍, ସେନ୍ ଅୟ୍ଲେକ୍ କ୍ରିସ୍ଟର ମଃର୍ନ୍ଦଃଣ୍ଡ୍ ହଲ୍ୟା ।
3ମସାର୍ ବିଦି କି ବିସ୍ୱାସ୍
1ଏ ନିର୍ବୁଦିଆ ଗାଲାତିୟ ମଃନ୍ ! ତୁମିକେ କେ ବୁଲ୍କାୟ୍ଲା ? ତୁମାର୍ ଆକି ଆଗେ ତ କ୍ରୁସେମଃଲା ଜିସୁ କ୍ରିସ୍ଟର୍ ରୁହ୍ ତୁମାର୍ ଆଗେ ଜାଣାୟ୍ ଦିଆ ଜାୟ୍ ଆଚେ । 2ମୁୟ୍ଁ ତୁମିମଃନ୍କାର୍ ତଃୟ୍ହୁଣି ଅଃବ୍କା ଇରି ଜାଣୁକେ ମଃନ୍କଃରୁଲେ, ତୁମିମଃନ୍ କାୟ୍ ମସାର୍ ବିଦିର୍ ଚାଲ୍ଚାଲ୍ତି ଗିନେ କି ବିସ୍ୱାସେ ସୁଣ୍ଲାର୍ ଗିନେ ଆତ୍ମା ହାୟ୍ରିଲାସ୍ ? 3ତୁମିମଃନ୍ କାୟ୍ ଇରଃକମ୍ ନିର୍ବୁଦିଆ ? ଇସ୍ୱରାର୍ ଆତ୍ମାୟ୍ ମୁଳ୍ୟାୟ୍ କଃରି ତୁମିମଃନ୍ କାୟ୍ ନିଜାର୍ ଗଃଗାଳାର୍ ସଃକ୍ତିଏ ହୁର୍ନ୍ କଃରୁକେ ଇଚା କଃରୁଲାସ୍ ? 4ସେତାର୍ ଗିନେ ତୁମିମଃନାର୍ ଅଃତେକ୍ କାମ୍ ସଃବୁ ହଲ୍ୟା କି ? ସେତିହୁଣି ତୁମିମଃନ୍ କାୟ୍ କାୟ୍ରିହେଁ ନଃସିକାସ୍ । 5ବଃଲେକ୍ ଜେ, ତୁମିମଃନ୍କେ ଆତ୍ମା ଦଃୟ୍ଦ୍, ଆର୍ ତୁମିମଃନ୍କାର୍ ବିତ୍ରେ ସଃକ୍ତିର୍ କାମ୍ କଃରେଦ୍ ସେ କି ମସାର୍ ବିଦିର୍ ଚାଲ୍ଚାଲ୍ତି ଗିନେ ସେରି କଃରେଦ୍ କି ବିସ୍ୱାସେ ସୁଣ୍ତାର୍ ଗିନେ କଃରେଦ୍ ?
6୩:୬ ରମି ୪:୩.ଅବ୍ରାହାମାର୍ କଃତା ଏତାଉଆ, ସେ ଜଃନ୍କଃରି ଅବ୍ରାହାମ୍ ଇସ୍ୱର୍କେ ବିସ୍ୱାସ୍ କଃଲା, ଆର୍ ତାର୍ ଗିନେ ସେରି ଦଃର୍ମି ବଃଲି ଗଃଣା ଅୟ୍ଲି । 7୩:୭ ରମି ୪:୧୬.ଇରି ତୁମି ଜାଣା ଜୁୟ୍ ଲକ୍ମଃନ୍ ବିସ୍ୱାସ୍ କଃର୍ତି, ସେମଃନ୍ ହଃକା ଅବ୍ରାହାମାର୍ ସଃତ୍ ହିଲାମଃନ୍ । 8ଆଗେହୁଣି ସାସ୍ତରେ ଲେକାଆଚେ ବିସ୍ୱାସେ ଇସ୍ୱର୍ ଅଜିଉଦିକେ ହେଁ ଦଃର୍ମି ବଃଲି ଗଃଣ୍ତା କଃରେଦ୍ । ଅବ୍ରାହାମ୍ ଚଃମେ ଇ କଃତା ପର୍ଚାର୍ କଃରା ଜାୟ୍ ରିଲି, “ତର୍ ଲାଗି ଇସ୍ୱର୍ ହୁର୍ତିର୍ ସଃବୁ ଦେସାର୍ ଲକ୍ ମଃନ୍କେ ଆସିର୍ବାଦ୍ କଃରେଦ୍ ।” 9ଇତାକ୍ ଜୁୟ୍ ଲକ୍ମଃନ୍ ବିସ୍ୱାସି ସେମଃନ୍ ବିସ୍ୱାସି ଅବ୍ରାହାମାର୍ ହର୍ ଆସିର୍ବାଦ୍ ହାଉତି ।
10କାୟ୍ତାକ୍ବଃଲେକ୍ ଜଃତେକ୍ ଲକ୍ ମସାର୍ ବିଦି ହଃର୍କାରେ କାମ୍ କଃର୍ତି ସେମଃନ୍ ସାଇପ୍ପାର୍ ତଃଳେ ଜିବନ୍ କାଟ୍ତି । ଜଃନ୍କଃରି ଲେକା ଆଚେ, “ଜୁୟ୍ ଲକ୍ ମସାର୍ ବିଦି ସାସ୍ତରେ ଲେକାର୍ ସଃବୁ କଃତା ମାନୁକ୍ ହଃତି ଦିନ୍ ମଃନ୍ ନଃକେରେ ସେ ଇସ୍ୱରାର୍ ସାଇପାର୍ ଜୟ୍ଗ୍ ଅୟ୍ଦ୍ ।” 11ସେତାକ୍ ଇତି ନିକ ଜାଣା ହଃଳୁଲି ଜେ, କେହେଁ ଇସ୍ୱରାର୍ ଆକାୟ୍ ଦଃର୍ମି ନୟ୍ କାୟ୍ ତାକ୍ ବଃଲେକ୍ ସାସ୍ତରେ ଲେକା ଆଚେ ବିସ୍ୱାସାର୍ ଗିନେ ଇସ୍ୱର୍ ର୍ ତଃୟ୍ ନିର୍ଦସି ଗଃଣ୍ତି ଅଃଉତା ଲକ୍ ହଃକା ଜିବନ୍ ରଃୟ୍ଦ୍ । 12ବଃଲେକ୍ ବିସ୍ୱାସ୍ ମସାର୍ ବିଦିର୍ ମୁଳ୍ କଃତା ନାୟ୍, ମଃତର୍ ମସାର୍ ବିଦିଏ ଲେକାଆଚେ ଜୁୟ୍ ଲକ୍ ମସାର୍ ବିଦି ସଃବୁ ମାନେଦ୍ ସେ ବଚେଦ୍ ।
13ଇତାର୍ ଗିନେ କ୍ରିସ୍ଟ ଅଃମାର୍ ଗିନେ ସାୟ୍ପ୍ ହାୟ୍ ମସାର୍ ବିଦିର୍ ସାଇପେ ହୁଣି ଅଃମିମଃନ୍କ୍ ମଲ୍ ଦଃୟ୍ ମୁକ୍ଳାୟ୍ଲା; କାୟ୍ତାକ୍ବଃଲେକ୍ ଲେକା ଆଚେ, ଜୁୟ୍ ମାନାୟ୍ ଗଃଚେ ଉଚ୍କି ଅୟ୍ଦ୍ ସେ ସାଇପାର୍ ଜୟ୍ଗ୍ ଅୟ୍ଦ୍ । 14ଜିସୁ କ୍ରିସ୍ଟର୍ ଗିନେ ଅବ୍ରାହାମାର୍ ଆସିର୍ବାଦ୍ ଜଃନ୍କଃରି ଅଜିଉଦି ମଃନ୍କାର୍ ଉହ୍ରେ ହଃଳେଦ୍, ଆରେକ୍ ଅଃମିମଃନ୍ ଜଃନ୍କଃରି ବିସ୍ୱାସାର୍ ଗିନେ ସଃୟ୍ତାର୍ ଆତ୍ମା ହାଉନ୍ଦ୍ ।
ମସାର୍ ବିଦି ଆର୍ ସଃୟ୍ତ୍
15ଏ ବାୟ୍ ବେଣିମଃନ୍ ମୁୟ୍ଁ ମାନାୟ୍ ବାବେ ବୁଜ୍ତା କଃତା କଃଉଁଲେ ଜଃଡେବଃଳ୍ ଦୁୟ୍ଲକ୍ କୁୟ୍ ବିସୟେ ଗଟେକ୍ ଗଃଜା ଲେକ୍ତି ତଃବେ କେ ହେଁ ସେ ଗଜାକ୍ ବାଙ୍ଗୁ ନାହାର୍ତି କି ସେତି ଜଳୁ ନାହାର୍ତି । 16ଇସ୍ୱର୍ ଅବ୍ରାହାମ୍ ଆର୍ ତାର୍ ହୟ୍ସି ମଃନ୍କେ ସଃୟ୍ତ୍ କଃରି ସଃବୁ କୟ୍ରିଲା, ଗାଦେକ୍ ଲକ୍କେ ଦଃକିକଃରି ହୟ୍ସିମଃନ୍ ବଃଲି କଃଉଆ ଅୟ୍ ନଃକେରେ, ମଃତର୍ ଗଟ୍ ଲକ୍କେ ବଃଲେକ୍ କ୍ରିସ୍ଟକେ ଦଃକିକଃରି ତୁମାର୍ ହଅକେ ବଃଲି କଃଉଆ ଅୟ୍ଆଚେ । 17ମର୍ କଃତା ଇରି ଜୁୟ୍ ବିଦି ଇସ୍ୱରାର୍ ଅଃଦିକାର୍ ହୁର୍ବେ ତିର୍ କଃରା ଅୟ୍ରିଲି, ଚାରିସ କଳେ ଦଃସ୍ ବଃର୍ସ୍ ହଃଚେ ଦିଲା ମାସାର୍ ବିଦି ସେରି ତିନିହଲ୍ୟା ନଃକେରେ ଜଃନ୍କଃରି ତାର୍ ତଃୟ୍ ସଃୟ୍ତ୍ ନଃସ୍ଟ୍ କଃରାଜାୟ୍ଦ୍ । 18୩:୧୮ ରମି ୪:୧୪.ଇସ୍ୱର୍ ଦିଲା ସଃୟ୍ତ୍ ଆସିର୍ବାଦ୍ ହାଉତାର୍ ଜଦି ବିଦି ମାନ୍ତା ଉହ୍ରେ ବଃର୍ସା କଃରେଦ୍, ତଃବେ ସେରି ତାର୍ ସଃୟ୍ତାର୍ ହଃଳ୍ ବଃଲି କଃଉଆ ନଃଜାୟ୍ଁ । ତଃବେ ଇସ୍ୱର୍ ହଃକା ତାର୍ ସଃୟ୍ତ୍ ହଃର୍କାରେ ସେ ଆସିର୍ବାଦ୍ ଅବ୍ରାହାମ୍କେ ଦଃୟ୍ଆଚେ ।
19ତଃବେ ମସାର୍ ବିଦି କାୟ୍ତାକ୍ ଦିଆ ଅୟ୍ଲି ? ମାନାୟ୍ର୍ ମିଚ୍ କାମ୍ ସଃବୁ ଦଃକାୟ୍ ଦେଉଁକ୍ ତାର୍ ଇଚା ରିଲି, ଆର୍ ଅବ୍ରାହାମାର୍ ଜୁୟ୍ କୁଳ୍ ବଃଉଁସ୍କେ ଦଃକି କଃରି ଇସ୍ୱର୍ ସେ ସଃୟ୍ତ୍ କଃରିରିଲା, ସେ ଲକାର୍ ଆସ୍ତା ହଃତେକ୍ ବିଦିର୍ ଲଳା ରିଲି । ଗଟେକ୍ ସଃର୍ଗ୍ ଦୁତ୍ ଦଃୟ୍କଃରି ବିଦି ଦିଆ ଅୟ୍ଲି । 20ମାଲେବାଳ୍ୟା ଗଟେକ୍ ବାଟ୍ୟା ମୁଳ୍ ଲକ୍ ନାୟ୍, ମଃତର୍ ଇସ୍ୱର୍ ଗଟେକ୍ ।
ମସାର୍ ବିଦିର୍ କାମ୍
21ତଃବେ ମସାର୍ ବିଦି କାୟ୍ ଇସ୍ୱରାର୍ ସଃୟ୍ତାର୍ ବିରଦ୍ କଃରେଦ୍ ? ସେରି କଃବେହେଁ ନଃୟ୍, କାୟ୍ତାକ୍ବଃଲେକ୍ ଜଦି ମାନାୟ୍କେ ଜିବନ୍ ଦେଉଁକ୍ ହାରେ ଅଃନ୍କାର୍ ମସାର୍ ବିଦି ଦିଆ ଅୟ୍ରିଲି ହୁଣି, ତଃବେ ଦଃର୍ମି ସଃତ୍କଃରି ମସାର୍ ବିଦି ହର୍ ଅୟ୍ଲି ହୁଣି । 22ମଃତର୍ ଜଃନ୍କଃରି ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସାର୍ ଗିନେ ସଃୟ୍ତ୍ ବିସ୍ୱାସ୍ କଃର୍ତା ଲକ୍ମଃନ୍କେ ଦିଆ ଅୟ୍ଦ୍, ଇତାର୍ ଗିନେ ଦଃର୍ମ୍ ସାସ୍ତର୍ ସଃବୁ କଃତାକ୍ ହାହାର୍ ତଃଳେ ବଃଲି ଗଃଣ୍ନା କଃରିଆଚେ ।
23ମଃତର୍ ସେ ବିସ୍ୱାସ୍ ଆସ୍ତା ହୁର୍ବେ ଜାଣାୟ୍ ଅଃଉଁକେ ଜାତା ସେ ବିସ୍ୱାସ୍ ହାଉଁକେ ଅଃମିମଃନ୍ ମସାର୍ ବିଦି ତଃଳେ ବାନ୍ଦା ଅୟ୍ ସଃଙ୍ଗାୟ୍ ଅୟ୍ରିଲୁ । 24କ୍ରିସ୍ଟର୍ ଆସ୍ତା ହଃତେକ୍ ବିଦି ଅଃମିମଃନ୍କ୍ ତଃଳେ କଃରିରିଲି । ମଃତର୍ ହଃଚେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ଗଃଣା ଗଃଲୁ । 25ମଃତର୍ ଅଃବେ ସେ ବିସ୍ୱାସ୍ ହଚ୍ଲା ହଃଚେ ଅଃମିମଃନ୍ ଆର୍ ସେ ସିକ୍ୟା ଦେଉଁକେ ତଃଳେ ନାୟ୍ ।
26କାୟ୍ତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟ୍ସି ଜିସି ଅୟ୍ ଆଚାସ୍ । 27ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ । 28ଜିଉଦି କି ଗ୍ରିକ୍ ଗତିଦଃଙ୍ଗ୍ଳା କି ମୁକୁଳ୍ଲାର୍ ଅଃଣ୍ଡ୍ରା କି ମାଇଜି, ତୁମିମଃନ୍କାର୍ ବିତ୍ରେ କାୟ୍ହେଁ ବିନ୍ ନାୟ୍, କାୟ୍ତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ତଃୟ୍ ତୁମିମଃନ୍ ଗଟେକ୍ । 29୩:୨୯ ରମି ୪:୧୩.ଆର୍ ଜଦି ତୁମିମଃନ୍ କ୍ରିସ୍ଟର୍, ତଃବେ ତୁମିମଃନ୍ ତ ଅବ୍ରାହାମାର୍ ବଃଉଁସ୍, ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଅଃଦିକାରାର୍ ଜୟ୍ଗ୍ ।
41ମଃତର୍ ମୁୟ୍ଁ କଃଉଁଲେ, ସଃବୁ ଦଃନାର୍ ସାଉକାର୍ ଅୟ୍ଲେକ୍ ହେଁ ବଃୟ୍ସ୍ ନଃଉତା ହଃତେକ୍ ଗତିଦଃଙ୍ଗ୍ଳା ହର୍ । 2ମଃତର୍ ଉବାର୍ ତିର୍ ଅୟ୍ଲାର୍ ବେଳ୍ ହଃତେକ୍ ସାନ୍ ହିଲା ସେ, ଦଃକାସୁଣା କଃରି ଲକମଃନାର୍ ତଃଳେ ରଃୟ୍ଦ୍ 3ସେନ୍କଃରି ଅଃମିମଃନ୍ ହେଁ ଜଃଡେବଃଳ୍ ଦଃର୍ମେ ହିଲା ରିଲୁ, ସଃଡେବଃଳ୍ ଜଃଗତାର୍ ହଃର୍ତୁ କଃତା ମଃନାର୍ ଗତିଦଃଙ୍ଗ୍ଳା ରିଲୁ । 4ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟ୍ ମସାର୍ ବିଦିର୍ ତଃଳେ ଅୟ୍ଲା । 5୪:୫ ରମି ୮:୧୫-୧୭.ଜଃନ୍କଃରି ସେ ମଲ୍ ଦଃୟ୍ ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
6ଆର୍ ତୁମିମଃନ୍ ହୟ୍ସି ଜିସି, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ ଚଃମେ ହୁଣି ନିଜାର୍ ହୟ୍ସିର୍ ଆତ୍ମାକେ ଅଃମିମଃନାର୍ ମଃନେ ହଃଟାୟ୍ଲା, ସେ ପବିତ୍ର ଆତ୍ମା ମିସି ଉବା ମର୍ ଉବା ବଃଲି କୁଦ୍ତି । 7ଇତାକ୍ ତୁମି ଆର୍ ଗତିଦଃଙ୍ଗ୍ଳା ନାୟ୍, ମଃତର୍ ହୟ୍ସି ଜିସି, ଆରେକ୍ ଜଦି ହୟ୍ସି ଜିସି ତଃବେ ଇସ୍ୱରାର୍ ଅଃଦିକାରାର୍ ହଃଚେ ଅଃଦିକାରି ।
ଗାଲାତିର୍ ଲକମଃନ୍କାର୍ ଗିନେ ପାଉଲାର୍ ଚିତା
8ମଃତର୍ ହୁର୍ବେ ତୁମିମଃନ୍ ଇସ୍ୱର୍କେ ନଃଜାଣି ଜୁୟ୍ ଲକ୍ମଃନ୍ ସଃତ୍କଃରି ଇସ୍ୱରାର୍ ନଃଉତି ସେମଃନ୍କାର ଗତିଦଃଙ୍ଗ୍ଳା ରିଲାସ୍ । 9ମଃତର୍ ଅଃବେ ଇସ୍ୱର୍କେ ଜାଣି ଆଚାସ୍, ତଃବେ ଇସ୍ୱରାର୍ ତଃୟ୍ ଜାଣାୟ୍ ଅୟ୍ ଆଚାସ୍, ତଃବେ କଃନ୍କଃରି ଆରେକ୍ ଗଟ୍ତର୍ ବଃଳ୍ ନୟ୍ଲା ଆର୍ ଲଳାକ୍ ନୟ୍ଲାର୍ ହଃର୍ତୁ କଃତାମଃନ୍କେ ବାଉଳି ଜାୟ୍ ଆରେକ୍ ସେ ସଃବୁର୍ ଗତିଦଃଙ୍ଗ୍ଳା ଅଃଉଁକେ ମଃନ୍କଃରୁଲାସ୍ । 10ତୁମିମଃନ୍ ନିକନିକରି ଦିନ୍, ମାସ୍ ହଃର୍ବ୍ ଆର୍ ବଃର୍ସ୍ ମାନୁଲାସ୍ । 11ତୁମିମଃନ୍କାର୍ ଗିନେ ମୁୟ୍ଁ ଜୁୟ୍ କଃସ୍ଟ୍ କଃରିଆଚି କଃଡେବଃଳ୍ ସେରି ତିନିହଲ୍ୟା ଅୟ୍ଦ୍ ତୁମିମଃନ୍କାର୍ ଗିନେ ମର୍ ଇ ଡିର୍ ଅଃଉଁଲି ।
12ଏ ବାୟ୍ମଃନ୍, ମୁୟ୍ଁ ତୁମିମଃନ୍କେ ଗଉଆରି କଃରୁଲେ, ତୁମିମଃନ୍ ମର୍ ହର୍ ଅଃଉଆ, କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କାର୍ ହର୍ ଅୟ୍ ଆଚି, ତୁମିମଃନ୍ ମକେ କାୟ୍ ଅଃନ୍ୟାୟ୍ ନଃକେରାସ୍ । 13ମଃତର୍ ତୁମିମଃନ୍ ଜାଣାସ୍ ଜେ, ଗଃଗାଳାର୍ କଃସ୍ଟାର୍ ଗିନେ ମୁୟ୍ଁ ତୁମିମଃନ୍କାର୍ ଚମେ ହଃର୍ତୁ ତର୍ ନିକ କବୁର୍ ପର୍ଚାର୍ କଃରି ରିଲେ । 14ଆର୍ ତୁମିମଃନ୍କାର୍ କଃଟ୍ହାଳ୍ ହର୍ ମର୍ ଗଃଗାଳାର୍ ଅବୁସ୍ତା ତୁମିମଃନ୍ ଏଳା କଃରା ନାୟ୍ କି ଗିଣ୍ କଃରାନାୟ୍, ମଃତର୍ ତୁମିମଃନ୍ ଇସ୍ୱରାର୍ ଗଟେକ୍ ଦୁତ୍ ହର୍ ଅଃନ୍କାର୍ କି କ୍ରିସ୍ଟ ଜିସୁର୍ ହର୍ ମକେ ଆଗଳା । 15ତଃବେ ତୁମିମଃନ୍କାର୍ ସେ ସଃର୍ଦା କେଣେ ? କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କାର୍ ବାଟ୍ୟା ସାକି ଦେଉଁଲେ, ଜେ ଅଃଉଁହାର୍ଲେକ୍ ତୁମିମଃନ୍ ନିଜାର୍ ଆକି କାଡି ମକେ ଦିଲାସ୍ହୁଣି । 16ବଃଲେକ୍ ମୁୟ୍ଁ ତୁମିମଃନ୍କେ ସଃତ୍ କୟ୍ଲାକ୍ କି ତୁମିମଃନ୍କାର୍ ସଃତ୍ରୁ ଅୟ୍ ଆଚି ?
17ସେମଃନ୍ ତୁମିମଃନ୍କାର୍ କଃତାୟ୍ ସଃର୍ଦା ମଃତର୍ ନିକ ଇଚାୟ୍ ନାୟ୍, ଅୟ୍ଲେକ୍ ହେଁ ତୁମିମଃନ୍ ଜଃନ୍କାର୍ ସେମଃନ୍କାର କଃତାୟ୍ ସଃର୍ଦା ଅଃଉଆ ଇତାର୍ ଗିନେ ସେମଃନ୍ ତୁମିମଃନ୍କେ ମର୍ ତଃୟ୍ହୁଣି ଅଃଲ୍ଗା କଃରୁକେ ମଃନ୍କଃରୁଲାୟ୍ । 18ଅଃବ୍କା ମୁୟ୍ଁ ତୁମିମଃନ୍କାର୍ ସଃଙ୍ଗ୍ ରେତାବଃଳ୍ ନାୟ୍ ମଃତର୍ ସଃବୁବ୍ଳ୍ ନିକ କଃତାୟ୍ ସଃର୍ଦା ଅଃଉତାର୍ ନିକ । 19ଏ ମର୍ ହିଲାମଃନ୍ ଜଃଡେବଃଳ୍ ହଃତେକ୍ ତୁମିମଃନ୍କାର୍ ତଃୟ୍ କ୍ରିସ୍ଟ ରଃୟ୍ ନଃକେରେ ସେ ହଃତେକ୍ ତୁମିମଃନ୍କାର୍ ଗିନେ ଆରେକ୍ ଗଟ୍ତର୍ ହିଲା ହାଉତା ଦୁକାୟ୍ କଃସ୍ଟ୍ ଅଃଉଁଲି । 20ମୁୟ୍ଁ ଜଃନ୍କଃରି ଅଃବେ ତୁମିମଃନ୍କାର୍ ଚଃମେ ରଃୟ୍କଃରି ବିନ୍ରଃକମେ କଃତାକୟ୍ ହାର୍ଲେହୁଣି ଇରି ମର୍ ମଃନ୍ କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କାର୍ କଃତାୟ୍ ବୁଦି ବାଣା ଅଃଉଁଲେ । ସଃତ୍ କଃରି ମୁୟ୍ଁ ତୁମିମଃନ୍କେ ବେସି ଚିତା ।
ହାଗାର୍ ଆର୍ ସାରାର୍ କଃତା
21ମସାର୍ ବିଦି ତଃଳେ ଅଃଉଁକେ ମଃନ୍କଃରୁଲାସ୍ ଜେ, ତୁମିମଃମନ୍ ମକେ କଃଉଆ ତୁମିମଃନ୍ କାୟ୍ ମସାର୍ ବିଦିର୍ କଃତା ନଃସୁଣାସ୍ ? 22କାୟ୍ତାକ୍ବଃଲେକ୍ ଲେକା ଆଚେ, ଅବ୍ରାହାମାର୍ ଜୁଳେକ୍ ହୟ୍ସି ରିଲାୟ୍, ଗଟେକ୍ ଗତିଦଃଙ୍ଗ୍ଳିର୍ ହୟ୍ସି ଆରେକ୍ ଗଟେକ୍ ବିବା ଅୟ୍ଲା ମାୟ୍ଜିର୍ । 23ଜେ ଗତିଦଃଙ୍ଗ୍ଳିର୍ ହୟ୍ସି ଗଃଗାଳାର୍ ଜଃଲମେ ଜଃଲମ୍ ଅୟ୍ଲା ମଃତର୍ ଜେ ବିବା ମାୟ୍ଜିର୍ ହୟ୍ସି ସେ ସଃୟ୍ତ୍ ବଃଳେ ଜଃଲମ୍ ଅୟ୍ଲା । 24ଇ ସଃବୁ କଃତାର୍ ବାବ୍ ଆଚେ, କାୟ୍ତାକ୍ବଃଲେକ୍ ଇ ମାଇଜି ମଃନ୍ ଜଃଳେକ୍ ବିଦି ହର୍ ଗଟେକ୍ ବିଦି ସିନୟ୍ ହଃର୍ବାତେ ହୁଣି ଆୟ୍ଲାର୍, ସେରି ଗତିଦଃଙ୍ଗ୍ଳା ହିଲା ଜଃଲମ୍ଦିଲି, ହାଗାର୍ ସେ ହର୍ । 25ହାଗାର୍, ଇରି ଆରବ୍ ଦେସେ ସିନୟ୍ ହଃର୍ବାତ୍କେ ବୁଜାୟ୍ଦ୍, ଆରେକ୍ ସେରି ଅଃବେ ଆଚ୍ତା ଜିରୁସାଲମାର୍ ସଃମାନ୍, କାୟ୍ତାକ୍ବଃଲେକ୍ ଇରି ଅଃହ୍ଣାର୍ ହିଲାମଃନ୍କାର୍ ସଃଙ୍ଗ୍ ଗତିଦଃଙ୍ଗ୍ଳା ତଃଳେ ରଃୟ୍ ଆଚେ । 26ମଃତର୍ ସଃର୍ଗାର୍ ଜିରୁସାଲମ୍ ମୁକୁଳ୍ଲାର୍, ସେ ଅଃମିମଃନାର୍ ଆୟା । 27ଜଃନ୍ ସାସ୍ତରେ ଲେକା ଆଚେ,
“ଏଗା ବାଞ୍ଜି ଇନ୍ମାନାର୍ ସଃର୍ଦା କଃର୍ !
ଏଗା ହିଲାହାଉତା ଦୁକା ନଃରିଲା ବଃଳ୍ ଉଲ୍ଗାଟ୍ ଅୟ୍ କଃଉ,
କାୟ୍ତାକ୍ବଃଲେକ୍ ଅଃଣ୍ଡ୍ରା ରିଲା ମାୟ୍ଜିର୍ ହିଲା ତଃୟ୍ ହୁଣି ହୟ୍ସି ଉବାସି ନୟ୍ଲା ହିଲାମଃନ୍ ଅଃଦିକ୍ ଅଃଉତି ।”
28ଏ ବାୟ୍ବେଣିମଃନ୍ ତୁମିମଃନ୍ ଇସାକ୍ ହର୍ ଇସ୍ୱର୍ ସଃୟ୍ତାର୍ ହିଲାମଃନ୍ । 29ମଃତର୍ ଗଃଗାଳାର୍ ଜଃଲମେ ଜେ ସେ ଜଃନ୍କଃରି ସଃଡେବଃଳ୍ ଆତ୍ମାର୍ ସଃୟ୍ତ୍ ହଃର୍କାରେ ଜଃଲମ୍ ଅୟ୍ଲା ତାକେ ଆର୍ଲା କଃର୍ତିରିଲା, ସେନ୍ ଅଃବେ ହେଁ ଗଃଟୁଲି । 30ମଃତର୍ ସାସ୍ତର୍ କାୟ୍ରି କଃଉଁଲି ? ଗତି ମାୟ୍ଜି ଆର୍ ତାର୍ ହୟ୍ସିକ୍ ବାର୍କଃରା, କାୟ୍ତାକ୍ବଃଲେକ୍ ଗତିମାୟ୍ଜିର୍ ହୟ୍ସି ବିବା ମାୟ୍ଜିର୍ ହୟ୍ସିର୍ ସଃଙ୍ଗ୍ ହଃଚେ ଅଃଦିକାରି ନଃୟ୍ । 31ବଃଲେକ୍ ବାୟ୍ମଃନ୍ ଅଃମିମଃନ୍ ଗତି ମାୟ୍ଜିର୍ ହୟ୍ସି ନାୟ୍ ମଃତର୍ ବିବା ମାୟ୍ଜିର୍ ହୟ୍ସି ଜିସି ମଃନ୍ ।
5ତୁମାର୍ ମୁକୁଳ୍ଲାର୍ ବାଚାୟ୍ରିଆ
1ମୁକୁଳ୍ତା ଗିନେ କ୍ରିସ୍ଟ ଅଃମିମଃନ୍କ୍ ମୁକ୍ଳାୟ୍ ଆଚେ; ବଃଲେକ୍ ତିର୍ ଅୟ୍ରିଆ ଆର୍ ଗତିଦଃଙ୍ଗ୍ଳାର୍ ଜିଅଡାୟ୍ ଆରେକ୍ ଗଟ୍ତର୍ ଜଳାୟ୍ ନଃୱା ।
2ଦଃକା ମୁୟ୍ଁ ପାଉଲ୍ ତୁମିମଃନ୍କେ କଃଉଁଲେ, ଜଦି ତୁମିମଃନ୍କାର୍ ସୁନତ୍ ଅୟ୍ଦ୍, ତଃବେ କ୍ରିସ୍ଟର୍ ତଃୟ୍ ତୁମିମଃନ୍କାର୍ କାୟ୍ ଲାବ୍ ନାୟ୍ । 3ମୁୟ୍ଁ ସୁନତ୍ ଅଃଉତା ହଃତି ଲକ୍କେ ଆରେକ୍ ଗଟ୍ତର୍ କଃଉଁଲେ ଜେ, ସେ ସଃବୁ ମସାର୍ ବିଦି ମାନୁକ୍ ବାୟ୍ଦ୍ରେ ଲଳା । 4ତୁମିମଃନ୍ ଜଃତେକ୍ ଲକ୍ ମସାର୍ ବିଦି ତଃୟ୍ ହୁଣି ଦଃର୍ମି ଗଃଣା ଅଃଉଁକେ ମଃନ୍କଃରୁଲାସ୍, ତୁମିମଃନ୍ କ୍ରିସ୍ଟର୍ ତଃୟ୍ହୁଣି ଅଃଲ୍ଗା ଅୟ୍ ଆଚାସ୍, ତୁମିମଃନ୍ ଦଃୟା ତଃୟ୍ ହୁଣି ଦୁରି ଅୟ୍ ଆଚାସ୍ । 5କାୟ୍ତାକ୍ବଃଲେକ୍ ଅଃମିମଃନ୍ ଆତ୍ମାର୍ ସଃକ୍ତି ତଃୟ୍ ବିସ୍ୱାସାର୍ ଗିନେ ଦଃର୍ମି ହାଉତା ବଃର୍ସାୟ୍ ଜାଗିଆଚୁ । 6ବଃଲେକ୍ କ୍ରିସ୍ଟ ଜିସୁର୍ ଦଃୟାୟ୍ ସୁନତ୍ କି ଅସୁନତ୍ କାୟ୍ରି ନାୟ୍, ମଃତର୍ ଲାଡେ କଃଲା ବିସ୍ୱାସ୍ ହଃକା ବଃଡ୍ ।
7ତୁମିମଃନ୍ ତ ନିକକଃରି ଦଃବୁଳ୍ତି ରିଲାସ୍, କେ ତୁମିମଃନ୍କେ ଟେବାୟ୍ଲା, ତଃବେ ସଃତାର୍ ଅମାନ୍ୟାର୍ ଅୟ୍ ଆଚାସ୍ । 8ତୁମିମଃନ୍କାର୍ କୁଦ୍ଲା ଇସ୍ୱରାର୍ ତଃୟ୍ହୁଣି ଇ ବୁଲ୍କାଉତାର୍ ନାସେ । 9୫:୯ ୧ କର ୫:୬.କଃତାୟ୍ ଆଚେ ଅଃକାୟ୍ କଃଣ୍ଡେକ୍ କମିର୍ ଚଃଟଃକ୍ଲାର୍ ସଃବୁ ବେଲାକେ କମିର୍ କଃରେଦ୍ । 10ସେରି ଜାୟ୍ରି ଅଃଉଅ, ତୁମିମଃନ୍ ଜେ ବିନ୍ ବାବ୍ନା ନଃକେରାସ୍ ଇରି ମୁୟ୍ଁ ତୁମିମଃନ୍କାର୍ କଃତାୟ୍ ମାପ୍ରୁର୍ ତଃୟ୍ ବଃଳେ ବିସ୍ୱାସ୍ କଃରୁଲେ, ମଃତର୍ ଜେ ତୁମିମଃନ୍କେ ବାମ୍ଳାଉଁଲାୟ୍ ସେ ଜେହେଁ ଅଃଉଅ ଅଃହ୍ଣାର୍ ଡଃଣ୍ଡ୍ ହାୟ୍ଦ୍ ।
11ମଃତର୍ ଏ ବାୟ୍ବେଣିମଃନ୍ ଜଦି ମୁୟ୍ଁ ଅଃବେ ହେଁ ସୁନତ୍ ବିଦି ପର୍ଚାର୍ କଃରୁଲେ, ତଃବେ କାୟ୍ତାକ୍ ମୁୟ୍ଁ ଅଃବେ ହେଁ କଃସ୍ଟ୍ ହାଉଁଲେ, ଜଦି ସେରି ମୁୟ୍ କଃର୍ତି ରିଲେକ୍, ତଃନ୍ଅୟ୍ଲେକ୍ ସେଦାହ୍ରେ କ୍ରିସ୍ଟର୍ କ୍ରୁସ୍ କଃତା କଃଲେକ୍ ମର୍ କାୟ୍ରି ବାଦାର୍ କଃତା ନୟ୍ଲି ହୁଣି । 12ମୁୟ୍ ଇଚା କଃରୁଲେ, ଇ ବିସୟେ ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ବାମ୍ଳାଉଁଲାୟ୍, ସେମଃନ୍ ସୁନତ୍ ନଃୟ୍କଃରି ସଃର୍ଣ୍ଣେ ଗଃଗାଳ୍ ନୟ୍ଲେକ୍ ନିକ ଅୟ୍ଲି ହୁଣି ।
13କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ତୁମିମଃନ୍ ମୁକ୍ଳୁକ୍ କୁଦା ଅୟ୍ ଆଚାସ୍, ମଃତର୍ ଜଃଗ୍ରାତ୍, ଅଃବ୍କା ତୁମାର୍ ମୁକୁଳ୍ତା ଗିନେ କେ ଗଃଗାଳାର୍ ଇଚା ହୁରୁଣ୍ କଃର୍ତାର୍ ଗିନେ ଚାଲ୍ଚାଲ୍ତି ନଃକେର; ମଃତର୍ ଲାଡେ ତୁମାର୍ ବିତ୍ରେ ଏକ୍ ଆରେକ୍ ସେବାକଃର । 14କାୟ୍ତାକ୍ବଃଲେକ୍ ସଃବୁ ମସାର୍ ବିଦି ଇ ଗଟେକ୍ କଃତାୟ୍ ହୁରୁଣ୍ ଅୟ୍ଦ୍, ତୁମି ଅଃହ୍ଣାର୍ ହାକିହଃଳ୍ସାକେ ନିଜାର୍ ହର୍ ଲାଡ୍ କଃରା । 15ମଃତର୍ ତୁମିମଃନ୍ ଜଦି ଚାବାଚାବି ଅୟ୍ ନିଜାର୍ ବିତ୍ରେ ମାଡ୍ଗଳ୍ ଅଃଉଁଲାସ୍ ତଃବେ ଜଃଗ୍ରାତ୍ ନିଜାର୍ ନିଜାର୍ ବିତ୍ରେ ନାସ୍ ଅଃଉଁଲାସ୍ ।
ପବିତ୍ର ଆତ୍ମା ଆର୍ ମାନାୟ୍ର୍ ଚାଲ୍ଚାଲ୍ତି
16ମର୍ ମଃନ୍ ଇରି ପବିତ୍ର ଆତ୍ମା ତଃୟ୍ହୁଣି ଚାଲ୍ଚାଲ୍ତି କଃରା, ସେନ୍ ଅୟ୍ଲେକ୍ ତୁମିମଃନ୍ ଗଃଗାଳାର୍ ଇଚା ହୁରୁଣ୍ ନଃକେରାସ୍ ? 17୫:୧୭ ରମି ୭:୧୫-୨୩.କାୟ୍ତାକ୍ବଃଲେକ୍ ଗଃଗାଳାର୍ ଇଚା ପବିତ୍ର ଆତ୍ମାର୍ ବିରଦ୍ ସେରଃକମ୍ ପବିତ୍ର ଆତ୍ମାର୍ ଇଚା ଗଃଗାଳାର୍ ଇଚାର୍ ବିରଦି ବଃଲେକ୍ ଇ ଜଳେକ୍ ନିଜାର୍ ନିଜାର୍ ସଃତ୍ରୁ, ତଃବେ ତୁମିମଃନ୍ ଜାୟ୍ଜାୟ୍ରି ଇଚା କଃରାସ୍, ସେସଃବୁ କଃରୁ ନଃହାରାସ୍ । 18ମଃତର୍ ଜଦି ତୁମିମଃନ୍ ପବିତ୍ର ଆତ୍ମାୟ୍ ଚାଲାସ୍ ତଃବେ ମସାର୍ ବିଦିର୍ ତଃଳେ କଃଉଆସ୍ ।
19ଗଃଗାଳାର୍ କାମ୍ ସଃବୁତ ନିକକଃରି ଜାଣାସ୍ ଦାରି, ବିଟାଳ୍, 20ମୁର୍ତିହୁଜା, ଗୁଣ୍ୟାକାମ୍, ବିରଦ୍, ଡାରା, ରିସା, ଲାଗାଲାଗି, ଅଃକାର୍, ଗିଣ୍, ରିସା, ଅଃହାତାଣ୍, ଦଃଳ୍ବାଗ୍, 21ଡାରା, ମାତ୍ଉଆଳି, ରଃଙ୍ଗ୍ ରଃସିଆ, ଅଃନ୍କାର୍ କାମ୍ମଃନ୍ ମୁୟ୍ଁ ହୁର୍ବେ ଜଃନ୍କଃରି ତୁମିମଃନ୍କେ କୟ୍ରିଲେ, ଅଃବେ ହେଁ କଃଉଁଲେ, ଜୁୟ୍ ଲକ୍ମଃନ୍ ଇ ସଃବୁ ହଃର୍କାର୍ କାମ୍ କଃର୍ତି, ସେମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉଁତି ।
22ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, 23ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରଦେ କାୟ୍ହେଁ ମସାର୍ ବିଦି ନାୟ୍ । 24ଜୁୟ୍ ଲକ୍ମଃନ୍ କ୍ରିସ୍ଟ ଜିସୁର୍ ତଃୟ୍ ସେମଃନ୍ ଗଃଗାଳ୍କେ ସେତିର୍ ଦାରି କାମ୍ ଆର୍ ଇଚାକ୍ କ୍ରୁସେ ମଃରାୟ୍ ଆଚ୍ତି । 25ଜଦି ଅଃମିମଃନ୍ ପବିତ୍ର ଆତ୍ମା ତଃୟ୍ହୁଣି ଜିବନ୍ ହାୟ୍ଆଚୁ, ତଃବେ ପବିତ୍ର ଆତ୍ମା ଜିବନ୍କେ ହେଁ ଚାଲାଅ । 26ଅଃମିମଃନ୍ ହଲ୍ୟା ଗଃର୍ବି ଅୟ୍ ନିଜାର୍ ନିଜାର୍ ବିତ୍ରେ ରିସା ନଃଦେରୁଆଁ ଆର୍ ନିଜାର୍ ନିଜାର୍ ବିତ୍ରେ ଡାରା ନଃକେରୁଆଁ ।
6ନିଜାର୍ ନିଜାର୍ ବିତ୍ରାର୍ ବଜ୍ ବଃଉଆ
1ଏ ବାୟ୍ବେଣିମଃନ୍ ଜଦି କେ କାୟ୍ ଦଃସ୍କାମେ ଦଃରା ହଃଳେଦ୍, ଆତ୍ମାର୍ ଜେ, ତୁମିମଃନ୍ ଦିର୍ ବାବେ ସେ ହଃର୍କାର୍ ଲକ୍କେ ସୁଦାରା ଆରେକ୍ କେଜାଣ୍ ନିଜେ ହେଁ କଃଟ୍ହାଳେ ହଃଳୁହାରେ ଇତାର୍ ଗିନେ ଅଃହ୍ଣାର୍ କଃତାୟ୍ ଜଃଗ୍ରାତ୍ ଅଃଉଅ । 2ନିଜାର୍ ନିଜାର୍ ବିତ୍ରାର୍ ବଜ୍ ବଃଉଆ; ଇ ହଃର୍କାରେ ତୁମିମଃନ୍ କ୍ରିସ୍ଟର୍ ବିଦି ହୁର୍ଣ୍ଣ୍ କଃରାସ୍ । 3ଜଦି କୁୟ୍ ଲକ୍ ହଲ୍ୟା ସାନ୍ ଅୟ୍ଲେକ୍ ହେଁ ଅଃହ୍ଣାକ୍ ବଃଡ୍ ବଃଲି ମଃନେ କଃରେଦ୍, ତଃବେ ସେ ନିଜ୍କେ ଟକେଦ୍ । 4ମଃତର୍ ହଃତିଲକ୍ ଅଃହ୍ଣାର୍ ଚାଲ୍ଚାତି ପରିକ୍ୟା କଃରି ଦଃକ୍ତା ଲଳା ଜଦି ନିକ ଅୟ୍ ରଃୟ୍ଦ୍ ତଃନ୍ଅଲେ ସେ ବାୟ୍ଗ୍ ବଃଲି ଜାଣ ମଃତର୍ ବିନ୍ଲକାର୍ କାମ୍ ସଃଙ୍ଗ୍ ନିଜାର୍ କାମ୍କେ ତୁଳ୍ନା କଃରି ଗଃର୍ବ୍ ନଃକେର । 5କାୟ୍ତାକ୍ବଃଲେକ୍ ହଃତିଲକ୍ ଅଃହ୍ଣାର୍ ବଜ୍ ବଃଉଁକେ ହଃଳେଦ୍ ।
6ମଃତର୍ ଜେ ଇସ୍ୱରାର୍ କଃତାୟ୍ ସିକ୍ୟା ହାୟ୍ଦ୍ ସେ ସିକ୍ୟା ଦେତାଲକ୍କେ ନିଜାର୍ ସଃବୁ ନିକ କଃତାୟ୍ ମିସାବିଳା କଃରାଉଆ ।
7ବୁଲ୍କା ନାୟ୍ ଇସ୍ୱର୍ ଲିନ୍ଦାର୍ ଜୟ୍ଗ୍ ନାୟ୍; କାୟ୍ତାକ୍ବଃଲେକ୍ ମାନାୟ୍ ଜାୟ୍ରି ବୁଣେଦ୍ ସେରି କାଟେଦ୍ । 8ବଃଲେକ୍ ଜେ ଅଃହ୍ଣାର୍ ଗଃଗାଳ୍ ଗିନେ ବୁଣେଦ୍ ସେ ଗଃଗାଳେ ହୁଣି ଉବୁଜ୍ଲା ନଃସ୍ଟ୍ଅଃଉତା ତାସ୍ କାଟେଦ୍ ମଃତର୍ ଜେ ଆତ୍ମାର୍ ଗିନେ ବୁଣେଦ୍ ସେ ଆତ୍ମାର୍ ତଃୟ୍ ହୁଣି ଉବୁଜ୍ଲା ଅଃମ୍ବର୍ ଜିବନାର୍ ତାସ୍ କାଟେଦ୍ । 9ଅଃମିମଃନ୍ ନିକ କାମ୍ କଃରୁକେ ତାକି ନଃଜାଉଁ କାୟ୍ତାକ୍ବଃଲେକ୍ ତାକି ନଃଗେଲେକ୍ ଟିକ୍ ବେଳାୟ୍ ତାସ୍ କାଟୁଆଁ 10ବଃଲେକ୍ ଅଃମିମଃନ୍ ସୁବିଦା ହଃର୍କାରେ ସଃବ୍କାର୍ ବଃଲେକ୍ ଗଟ୍ କୁଟୁମ୍ ଅୟ୍ଲା ବିସ୍ୱାସି ସଃବ୍କାର୍ ନିକ କଃରୁଆଁ ।
ସଃରାସଃରି ଚେତ୍ନା ଆର୍ ଜୁଆର୍
11ଦଃକା କଃନ୍କଃରି ବଃଡ୍ ବଃଡ୍ ଅଃକରେ ମର୍ ନିଜାର୍ ଆତେ ମୁୟ୍ଁ ତୁମିମଃନ୍କାର୍ ହାକ୍ ଲେକୁଲେ । 12ଜୁୟ୍ ଲକ୍ମଃନ୍ ଦଃକାଉଁକେ କାମ୍ କଃରି ଡାକ୍ ହୁଟୁକ୍ ମଃନ୍ କଃର୍ତି ସେମଃନ୍ ତୁମିମଃନ୍କେ ସୁନତ୍ ଅଃଉଁକେ ବଃଳ୍ମାଡ୍ କଃର୍ତି; କ୍ରିସ୍ଟର୍ କ୍ରୁସ୍ ଗିନେ ସେମଃନ୍ ଜଃନ୍କଃରି କଃସ୍ଟ୍ ବୟଃଗ୍ ନଃକେର୍ତି ଅଃବ୍କା ସେତାର୍ ଗିନେ ସେରି କଃର୍ତି । 13କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ସୁନତ୍ ବିଦି ମାନ୍ତି, ସେମଃନ୍ ନିଜେ ହେଁ ମସାର୍ ବିଦି ନଃମାନ୍ତି ଅୟ୍ଲେକ୍ ହେଁ ସେମଃନ୍ ଜଃନ୍କଃରି ତୁମିମଃନ୍କାର୍ ଗଃଗାଳ୍ କଃତାୟ୍ ଗଃର୍ବକଃରୁ ହାର୍ତି, ଇତାର୍ ଗିନେ ସେମଃନ୍ ତୁମିମଃନ୍କେ ସୁନତ୍ କଃରାଉଁକ୍ ମଃନ୍ କଃର୍ତି । 14ମଃତର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ କ୍ରୁସ୍ ଚାଡି ଆର୍ କାୟ୍ତି ଗଃର୍ବ୍ କଃର୍ତାର୍ ମର୍ ତଃୟ୍ହୁଣି ଦୁରିକ୍ ରେଅ; ତାର୍ ତଃୟ୍ହୁଣି ଜଃଗତ୍ ମର୍ ଗିନେ ଆର୍ ମୁୟ୍ଁ ଜଃଗତାର୍ ଗିନେ କ୍ରୁସେ ମଃରି ଆଚି । 15କାୟ୍ତାକ୍ବଃଲେକ୍ ସୁନତ୍ କି ଅସୁନତ୍ କାୟ୍ରି ନାୟ୍, ମଃତର୍ ନଃଉଆଁ ଉବୁଜ୍ତାର୍ ସାର୍ । 16ଆର୍ ଜଃତିଲକ୍ ଇ ବିଦି ହଃର୍କାରେ ଚାଲ୍ଚାଲ୍ତି କଃର୍ତି ସେମଃନ୍କାର ଉହ୍ରେ ଆର୍ ଇସ୍ୱରାର୍ ଲକ୍ମଃନାର୍ ଉହ୍ରେ ସୁସ୍ତା ଆର୍ ଦଃୟା ଅଃଉଅ ।
17ସଃରାସଃରି ବଃଳ୍ ଅଃତେକ୍ ମୁୟ୍ କଃଉଁଲେ ଆଜିହୁଣି କେ ମକେ ଆରେକ୍ କଃସ୍ଟ୍ ନଃଦେଉଅ, କାୟ୍ତାକ୍ବଃଲେକ୍ ମୁୟ୍ଁ ମର୍ ଗଃଗାଳେ ଜିସୁର୍ ଗାଉ ଚିନ୍ ବଃଉଁଲେ ।
18ଏ ବାୟ୍ମଃନ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନ୍କାର୍ ଆତ୍ମାର୍ ସଃଙ୍ଗ୍ ରେଉଅ । ଆମେନ୍ ।