ପିତରଙ୍କ ଲିଖିତ ଦ୍ୱିତୀୟ ପତ୍ର
ପିତର୍ ଲେକ୍ଲା ଦୁୟ୍ ଲଃମର୍ ଚିଟି
୨ ପିତର୍ ବଇ ବିସୟେ ହଃଦେକ୍
ପିତାରାର୍ ଆରେଗଟ୍ ଚିଟି କଃଉଁଲି ଜେ, ଇ ଚିଟି ପେରିତ୍ ପିତର୍ ଲେକିଆଚେ । ମଃତର୍ ଅଃବେ ଗାଦେକ୍ ହଃଣ୍ଡିତ୍ମଃନ୍ ଇରି ସଃତ୍ ନୟ୍ ବଃଲି କଃଉଁଲାୟ୍ । ଅଃଉଁ ହାରେ ଇରି ପିତର୍ ନଃଲେକେ ମଃତର୍ ଗଟ୍ ବିନ୍ ଲକ୍ ଲେକି ଆଚେ । ଲେକୁ ମାନାୟ୍ କଃଉଁଲା ଜେ, ସେ ଜିସୁ କ୍ରିସ୍ଟକେ ନିଜ୍ ଆକାୟ୍ ଦଃକିରିଲା ସାକି । ମୁଳ୍କଃରି ଜିସୁର୍ ରୁହ୍ ବାଦୁଲ୍ତାର୍ ବିସୟେ କଃଉଁଲା ୧:୧୭-୧୮ ଜଦି ପିତର୍ ଇ ଚିଟି ଲେକ୍ଲା ଅଃଉଁ ହାରେ କ୍ରିସ୍ଟର୍ ଜଃଲମାର୍ ୫୬-୬୯ ବିତ୍ରେ ତାର୍ ମଃର୍ନ୍ ଗଃଟ୍ତା ଆଗ୍ତୁ ଇ ଚିଟି ଲେକିଆଚେ । ପିତର୍ ହେଁ ଇରି ତାର୍ ଦୁୟ୍ ଆରେକ୍ ଗଟେକ୍ ଚିଟି ବଃଲି କଃଉଁଲା ୩:୧ ।
ପିତରାର୍ ହଃର୍ତୁ ଚିଟି ଲେକା ଅୟ୍ଲା ହଃଚେ ସେ ଲେକାର୍ ସଃମୟ୍କେ ଜଃଗା ଦଃୟ୍ ଇତାକ୍ ଆରେକ୍ ଗଟେକ୍ ଚିଟି ବଃଲି କଃଉଁଲା । ସେ ସଃବୁ କ୍ରିସ୍ଟିଆନ୍ମଃନ୍କେ ଇ ଚିଟି ତଃୟ୍ ଟିକ୍ଣା ଜାଣାଉଁଲା । ପିତର୍ ବିସ୍ୱାସିମଃନ୍କେ ସାସ୍ ଦେଉଁକେ ଆର୍ ନିକ ଜିବନ୍ କାଟ୍ତା ହାୟ୍ଁ ଆର୍ ମିଚ୍ ଗୁରୁମଃନାର୍ ହଃଚେ ନଃଜଃଉଁକେ ଜାଗ୍ରତ୍ କଃରୁକେ ଇ ଚିଟି ଲେକୁଲା ୨ । ଜିସୁ ଆସ୍ତାର୍ ବୁତ୍ ଦିନ୍ ଅୟ୍ଦ୍ ବଃଲି କଃଉତି ରିଲା ଲକ୍ମଃନ୍କେ ମଃନା କଃରୁକେ ସାସ୍ ଦଃୟ୍ଆଚେ । ଇସ୍ୱର୍ ବିଲମ୍ ନଃକେର୍ତି ମଃତର୍ ସଃବୁଲକ୍ ଉଦାର୍ ହାଉତି ଇରି ଇସ୍ୱରାର୍ ଇଚା ୩:୮-୯ ଇରି ଗଟେକ୍ ଜିବନାର୍ ନିକ କଃତା ୩:୧୪ ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପିତର୍ ନିଜାର୍ ଟିକ୍ଣା ଜାଣାଉଁଲା ଆର୍ ତର୍ ଚିଟି ହଳୁମଃନ୍କେ ଟିକ୍ଣା ଦେଉଁଲା । ୧:୧-୨
୨. ତାର୍ହଃଚେ ବିସ୍ୱାସିମଃନ୍କେ ନିକ ଜିବନ୍ କାଟୁକେ ମଃନେ ଏତୁକଃରି ଦେଉଁଲା, ବଃଲେକ୍ ଇସ୍ୱର୍ ଅଃମିମଃନ୍କ୍ ସଃକ୍ତି ଦଃୟ୍ଆଚେ । ୧:୩-୨୧
୩. ସେ ଟକ୍ ଗୁରୁମଃନ୍କେ ଜାଗ୍ରତ୍ କଃରାୟ୍ ସେସ୍ କାଳ୍ହଃତେକ୍ ସେ ମଃନ୍କାର୍ ଉହ୍ରେ କାୟ୍ରି ଗଃଟେଦ୍ ସେରି କଃୟ୍ ଆଚେ । ୨:୧-୨୨
୪. ପିତର୍ ଜିସୁ କ୍ରିସ୍ଟର୍ ଆରେକ୍ ଗଟେକ୍ ତର୍ ଆସ୍ତା ଜଃଗ୍ରାତ୍ ରଃୟ୍ ନିକ ଜିବନ୍ କାଟୁକେ ସାସ୍ ଦେଉଁଲା । ୩:୧-୧୭
1ପିତରାର୍ ହଃଚାର୍ ଚିଟି
1ସିମନ୍ ପିତର୍, ଜିସୁ କ୍ରିସ୍ଟର୍ ଗଟେକ୍ ଗତିଦଃଙ୍ଗ୍ଳା ଆର୍ ପେରିତ୍ ଅଃମିମଃନାର୍ ଇସ୍ୱରାର୍ ଆର୍ ମୁକ୍ତିକାରି ଜିସୁକ୍ରିସ୍ଟାର୍ ଦଃର୍ମି ଲାଗି ଜୁୟ୍ମଃନ୍ ଅଃମିମଃନାର୍ ସଃଙ୍ଗେ ସଃମାନ୍ ବାବେ ଜଃବର୍ ମଲାର୍ ବିସ୍ୱାସ୍ ହାୟ୍ ଆଚ୍ତି ସେମଃନାର୍ ହାକ୍ ଚିଟି ଲେକୁଲେ ।
2ଇସ୍ୱର୍ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ବିସୟାର୍ ଗିଆନ୍ ଗିନେ ତୁମିମଃନ୍କେ ଦଃୟା ଆର୍ ସୁସ୍ତା ବୁତେକ୍ ଅଃଉଅ ।
ଇସ୍ୱର୍ କୁଦ୍ଲାର୍ ଆର୍ ବାଚ୍ଲାର୍
3୧:୩ ତାର ନିଜାର୍ ବାଗିଦାର୍ ଅଃଉଁକେ, କଃତେକ୍ ହର୍ନା ଲେକାୟ୍ ତାର୍ ଦଃୟ୍ ବଃଲି ଆଚେ । ଜେ ଅଃହ୍ଣାର୍ ଜଃଜ୍ମାନ୍ ଆର୍ ସଃତ୍ଗୁଣେ ଅଃମିମଃନ୍କ୍ କୁଦିଆଚେ, ତାର୍ ବିସୟାର୍ ଗିଆନ୍ ତଃୟ୍ ଇସ୍ୱରାର୍ ସଃକ୍ତି ଅଃମିମଃନ୍କ୍ ଜିବନ୍ ଆର୍ ଦର୍ମି ଜିବନ୍ ଅଃଉଁକେ ସଃବୁ ଲଳାରିଲାର୍ ବିସୟ୍ ଦାନ୍ ଦଃୟ୍ ଆଚେ । 4ସେତାର୍ଗିନେ ସେ ଅଃମିମଃନ୍କ୍ ବଃଡେ ମଲାର୍ ଆର୍ ସଃବ୍କେ ଉଟ୍ୟା ସଃୟ୍ତ୍ମଃନ୍ ଦିଲାଆଚେ, ଜଃନ୍କଃରି ସେରିସଃବୁ ତଃୟହୁଣି ତୁମିମଃନ୍ କଃରାବ୍ ଇଚା ତଃୟ୍ହୁଣି ଜୁୟ୍ ନାସ୍ଅଃଉତା ଜଃଗତେ ଆଚେ, ସେତିହୁଣି ବାଚିକ୍ରି ଇସ୍ୱରାର୍ ଗୁଣାର୍ ବାଟା ହାଉଆସ୍ । 5ହେଁ ଇତାର୍ ଗିନେ ତୁମିମଃନ୍ ବଃଡେ ଜଃତୁନାର୍ ସଃଙ୍ଗ୍ ବିସ୍ୱାସ୍ ସଃଙ୍ଗ୍ ସଃତ୍ଗୁଣ୍, ସଃତ୍ଗୁଣ୍ ସଃଙ୍ଗ୍ ଗିଆନ୍, 6ଗିଆନାର୍ ସଃଙ୍ଗ୍ ନିଜ୍କେ ସଃମ୍ୱାଳ୍ତାର୍, ସଃମ୍ୱାଳ୍ତା ସଃଙ୍ଗ୍ ସାସ୍, ସାସ୍ ସଃଙ୍ଗ୍ ଦଃର୍ମି ଜିବନ୍, 7ଦଃର୍ମିଜିବନ୍ ସଃଙ୍ଗ୍ ବାୟ୍ ଲାଡ୍, ଆରେକ୍ ବାୟ୍ ଲାଡ୍ ସଃଙ୍ଗ୍ ଲାଡ୍ ମିସାଉଆ । 8ଇସଃବୁ ତୁମାର୍ ତଃୟ୍ ବାଡ୍ଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟାର୍ କଃତାର୍ ଗିଆନେ ହୁର୍ନ୍ ଅଃଉଁକେ ତୁମିମଃନ୍କେ ଅଃଳ୍ସିଆ ଆର୍ ହଃଳ୍ ନୟ୍ଲା ହର୍ ନଃଉଁଆସ୍ । 9ମଃତର୍ ଇ ସଃବୁ ଜାର୍ ତଃୟ୍ ନାୟ୍, ସେ ଦୁରିକ୍ ଦଃକ୍ତା ହର୍ ନଃୟ୍କଃରି କାଣା ଅୟ୍ଆଚେ, ଆରେକ୍ ଅଃହ୍ଣାର୍ ଆଗେ କ୍ରିରିଲା ହାହେହୁଣି ନିର୍ମୁଳ୍ ଅୟ୍ଲା କଃତା ହାସ୍ରି ଆଚେ ।
10୧:୧୦ ବିସ୍ୱାସ୍ ବାଡାଉ, ହାହେ ହଃଳ୍ସି । ବଃଲେକ୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କୁଦ୍ଲାର୍ ଆର୍ ବାଚ୍ଲାର୍ ତିର୍ କଃରୁକେ ଅଃଦିକ୍ ଜାଗ୍ରତ୍ ଅଃଉଆ; ବଃଲେକ୍ ଇବାନ୍ୟା କଃଲେକ୍ ତୁମିମଃନ୍ କଃବେହେଁ ବିସ୍ୱାସେ ହୁଣି ଜଟ୍ୟାୟ୍ ନଃଉଁଆସ୍ । 11ଆର୍ ଇରଃକମ୍ ଅଃମିମଃନାର୍ ମାପ୍ରୁ ଆର୍ ମୁକ୍ତିକଃର୍ତା ଜିସୁ କ୍ରିସ୍ଟର୍ ସଃବୁ ଦିନାର୍ ରାଇଜେ ସଃର୍ଦାୟ୍ ଜଃଉଁକେ ତୁମିମଃନ୍କେ ଦିଆ ଅୟ୍ଦ୍ ।
12ବଃଲେକ୍ ତୁମିମଃନ୍ ଜଦି ଇ ସଃବୁ କଃତା ଜାଣାସ୍ ଆର୍ ହାୟ୍ରିଲା ସଃତି ତିର୍ କଃରା ଅୟ୍ ଆଚାସ୍, ଅୟ୍ଲେ, ହେଁ ମୁଁୟ୍ ଇ ସଃବୁ କଃତା ତୁମିମଃନ୍କେ ଏତାୟ୍ ଦେଉଁକେ ସଃବୁବଃଳ୍ ଜାଗ୍ରତ୍ ଅୟ୍ନ୍ଦ୍ ରଃୟ୍ଦ୍ । 13ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ ମକେ ଜଃନ୍କଃରି ଜାଣାୟ୍ ଆଚେ, ସେ ହଃର୍କାରେ ବେଗି ମକେ ଇ ଗଃଗାଳ୍ ହର୍ ତୁମ୍ ଜେ ଚାଡୁକ୍ ଟିକ୍ ଅୟ୍ଦ୍ । 14ବେଗି ମୁୟ୍ଁ ଇ ନଃସ୍ଟ୍ ଅଃଉତା ଗଃଗାଳେ ହୁଣି ଦୁରି ଜାୟ୍ନ୍ଦ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ କୟ୍ ଆଚେ । 15ଆର୍ ମୁୟ୍ଁ ମଃଲା ହଃଚେ ତୁମିମଃନ୍ ଇସଃବୁ କଃତା ଜଃନ୍କଃରି ସଃବୁବଃଳ୍ ଏତାଉଁ ହାରାସ୍, ଇତାର୍ ଗିନେ ମୁୟ୍ଁ ଜଃତୁନ୍ କଃରିନ୍ଦ୍ ।
କ୍ରିସ୍ଟର୍ ଜଃଜ୍ମାନାର୍ ସାକି
16କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜଃଡ୍ବଳ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ସଃକ୍ତି ଆର୍ ଆସ୍ତା କଃତା ତୁମିମଃନ୍କେ ଜାଣାୟ୍ଲୁ, ସଃଡେବଃଳ୍ ଚଃଲାକି ସଃଙ୍ଗ୍ କାୟ୍ କଃତା ହେଁ ମଃନେ ହାଜି କୟ୍ ନଃରିଲୁ ମଃତର୍ ତାର୍ ଜଃଜ୍ମାନାର୍ ଆକାୟ୍ ଦଃକ୍ଲା ସାକି ଅୟ୍ରିଲୁ । 17୧:୧୭ ମାତି ୧୭:୧-୫; ମାର୍କ ୯:୨-୭; ଲୁକ ୯:୨୮-୩୫.ବଃଲେକ୍ ଜଃଡ୍ବଳ୍ ବଃଡେ ଜଃଜ୍ମାନ୍ ବିତ୍ରେହୁଣି ତାର୍ ଗିନେ ଇ କଃତା ସୁଣାଗଃଲି, “ଏ ମର୍ ଲାଡାର୍ ହଅ, ତର୍ ତଃୟ୍ଁ ମର୍ ବଃଡେ ସଃଲ୍ମତ୍, ସଃଡେବଃଳ୍ ସେ ଉବା ଇସ୍ୱରାର୍ ତଃୟହୁଣି ମାୟ୍ନ୍ ଆର୍ ଜଃଜ୍ମାନ୍ ହାୟ୍ଲା ।” 18ଅଃମିମଃନ୍ ତାର୍ ସଃଙ୍ଗ୍ ପବିତ୍ର ହଃର୍ବାତେ ରିଲାବଃଳ୍ ନିଜେ ଅଃଗାସେ ହୁଣି ଆୟ୍ଲାର୍ ଇ କଃତା ସୁଣ୍ଲୁ ।
19ଇତାକ୍ ବାବ୍ବାଦିମଃନ୍ କୟ୍ରିଲା ବାବ୍ବାଣି ଅଃମିମଃନାର୍ ତଃୟ୍ ଅଃଦିକ୍ ଅଃଟୁଆ ଅୟ୍ଆଚେ, ତୁମିମଃନ୍ ସେରି ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ଟାଣେ କଃଚ୍ତା କୁପି ହର୍ ମଃନେ ବାବି ଉଜାଳ୍ ନଃହାଉତା ହଃତେକ୍ ଆର୍ ତୁମିମଃନାର୍ ମଃନେ ହାଉଁତିଆ ତାରା ନଃଉଦ୍ତା ହଃତେକ୍ ତାକେ ମଃନ୍ ଦିଆନ୍ କଃଲେକ୍ ନିକ ଅୟ୍ଦ୍ । 20ହଃର୍ତୁ ଇରି ଜାଣା ଜେ, ସାସ୍ତରାର୍ କୁୟ୍ ହେଁ ବଃଚନ୍ ଅଃଲ୍ଗା ବାବେ ବାଡାୟ୍କଃରି କଃଉତା ବିସୟ୍ ନଃୟ୍ ।
21କାୟ୍ତାକ୍ ବଃଲେକ୍ କୁୟ୍ ବାବ୍ବାଣି କଃବେ ହେଁ ମାନାଇର୍ ଇଚାୟ୍ ଉବ୍ଜି ନଃକେରେ, ମଃତର୍ ଇସ୍ୱର୍ ହଃଟାୟ୍ଲା ପେରିତ୍ ମାନାୟ୍ମଃନ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ କଃତା କୟ୍ରିଲାୟ୍ ।
2ମିଚ୍ ଗୁରୁ
1ମଃତର୍ ଲକ୍ମଃନାର୍ ବିତ୍ରେ ମିଚ୍ ବାବ୍ବାଦିମଃନ୍ ହେଁ ଜାତ୍ ଅୟ୍ଲାୟ୍, ସେରଃକମ୍ ତୁମିମଃନାର୍ ବିତ୍ରେ ହେଁ ମିଚ୍ ଗୁରୁମଃନ୍ ବାରାଉତି; ସେମଃନ୍ ନାସ୍ ଅଃଉତାର୍ ବୁଲ୍କିଜାତାର୍ ଲୁକ୍ଣେ କୟ୍କଃରି ସେମଃନାର୍ ଗେନ୍ତା ମାପ୍ରୁକେ ନଃମାନ୍ତି, ଆର୍ ଅଃହ୍ଣାମଃନାର୍ ନାସ୍ କଃର୍ତି । 2ଆର୍ ଗାଦାଲକ୍ ସେମଃନାର୍ କଃରାବ୍ କାମାର୍ ହଃଚେ ଜାତି, ସେତାକ୍ ଇମଃନାର୍ ଗିନେ ସଃତ୍ ବାଟ୍ ଲିନ୍ଦା ହାୟ୍ଦ୍ । 3ସେମଃନ୍ ଦଃନ୍ ଲଃବେ ଚଃଲାକି କଃତା କୟ୍ ତୁମି ମଃନ୍କାର୍ ତଃୟ୍ହୁଣି ଟଃକା ଲାବ୍ କଃରୁକେ ଉପାୟ୍ କଃର୍ତି; ମଃର୍ ବୁତେକ୍ ଦିନ୍ହୁଣି ଇସ୍ୱର୍ ଇମଃନାର୍ ବିଚାର୍ କଃରି ଆସୁଲା, ସେମଃନାର୍ ଦଃଣ୍ଡ୍ ବୁତେକ୍ ଦିନ୍ ହୁଣି ଗଃଟିଆସୁଲି ଆର୍ ସେମଃନାର୍ ନାସ୍ ବିଲମ୍ ନୟ୍ ।
4୨:୪ ଅଃନ୍ଦାର୍ ବିତ୍ରେ, କଃତେକ୍ ତଃୟ୍ ଅଃନ୍ଦାର୍ କାଲେ ବଃଲି ଆଚେ ।ବଃଲେକ୍ ଇସ୍ୱର୍ ହାହ୍ କଃଲା ଦୁତ୍ମଃନ୍କେ ନଃଚାଡି ନଃର୍କେ ହଃକାୟ୍ ବିଚାର୍ କଃରୁକେ ଅଃନ୍ଦାର୍ କାଲେ ସଃଙ୍ଗାୟ୍ ଆଚେ; 5ସେ ହର୍ନା ଜଃଗତ୍ କେ ହେଁ ନଃଚାଡ୍ଲା, ମଃତର୍ ଦଃର୍ମ ପର୍ଚାର୍ କଃରୁ ନହକେ ବିନ୍ ସାତ୍ ଲକ୍ ସଃଙ୍ଗ୍ ରଃକ୍ୟାକଃରି ଦଃର୍ମ୍ ବାଣା ଜଗତେ କେ ହାଣି ମାରାୟ୍ ବୁଡାୟ୍ଲା । 6ତାର୍ହଃଚେ ଇସ୍ୱର୍ ସଦମ୍ ଆର୍ ଗମ୍ରା ଗଃଳ୍କେ ବସମ୍ କଃରି ସଃବୁ କୁରୁପ୍ନାସ୍ ଅଃଉଁକେ ଦଃଣ୍ଡ୍ ଦିଲା ଆର୍ ସେମଃନ୍କେ ଆସ୍ତା କାଳାର୍ ହାହିମଃନ୍କେ ସେରକମ୍ ଗଃଟେଦ୍ ବଃଲି ଦଃକାୟ୍ଲା । 7ଚଃକ୍ତ୍ ଗୁଣ୍ ରିଲା ଲକ୍ମଃନାର୍ କଃରାବ୍ ଗଟିକଃର୍ତାର୍ ଗିନେ କାକ୍ରି ଅୟ୍ ରିଲା ଦଃର୍ମି ଲତକେ ଇସ୍ୱର୍ ରଃକ୍ୟାକଃଲା । 8ସେତାକ୍ ସେ ଦଃର୍ମି ଲକ୍ ସେମଃନାର୍ ସଃଙ୍ଗ୍ ବାସାକଃରି ସେ ମଃନ୍କାର୍ ବିଦିନୟ୍ଲା ଦୁସ୍ଟ୍କାମ୍ ଦଃକି ଆର୍ ସେରି ସୁଣି ହଃତିଦିନ୍ ଅଃହ୍ଣାର୍ ଦଃର୍ମି ଜିବନେ କଃସ୍ଟ୍ ହାଉତିରିଲା । 9ଇରଃକମ୍ ମାପ୍ରୁ ବିସ୍ୱାସି ମଃନ୍କେ ପରିକ୍ୟାୟ୍ ହୁଣି ରଃକ୍ୟା କଃରୁକେ ।
10ଆର୍ ହାହି ମଃନ୍କେ, ମୁଳ୍କଃରି ଜୁୟ୍ମଃନ୍ ଗଃଗାଳେ କଃରାବ୍ ଚଃକ୍ତ୍କାମେ ଚାଲିକଃରି ମାପ୍ରୁକେ ନଃମାନ୍ତି ସେମଃନ୍କେ ବିଚାର୍ ଦିନାର୍ ଦଃଣ୍ଡ୍ ତଃଳେ ରଃକୁକ୍ ଜାଣେଦ୍ । ସେମଃନ୍ ବଃଡେସାସି ଆର୍ ନିଜାର୍ ଇଚାୟ୍ ଚାଲି ମାପ୍ରୁର୍ ଜଃଜ୍ମାନ୍ ସଃକ୍ତିକେ ଲିନ୍ଦା କଃରୁକେ ନଃଡିର୍ତି । 11ଅଃଦିକ୍ ବଲ୍ ଆର୍ ସଃକ୍ତିମାନ୍ ଦୁତ୍ମଃନ୍ ହେଁ ମାପ୍ରୁର୍ ଲିନ୍ଦାକଃରି ସେ ମଃନ୍କାର୍ ବିଚାର୍ ନଃକେର୍ତି । 12ମଃତର୍ ଇମଃନ୍ ବୁଦି ନୟ୍ଲା ହସୁ ହର୍, ଗୁଣେ ଜଃପଟ୍ ଆର୍ ନାସ୍ ଅଃଉଁକେ ଜାତ୍ଅୟ୍, ଜୁୟ୍ ଜୁୟ୍ କଃତା ଗୁପ୍ତ୍, ସେରିମଃନ୍ ଲିନ୍ଦା କଃରି ସେରି ନାସ୍ ଅଃଉତାବଃଳ୍ ସେମଃନ୍ ନିଜେ ନାସ୍ ଅଃଉତି । 13ଆର୍ ଅଃନ୍ୟାୟ୍ର୍ ହଃଳ୍ହର୍ ଅଃଦଃର୍ମିର୍ ହଃଳ୍ ହାଉତି ସେମଃନ୍ ଦିନ୍ବଃଳ୍ ସୁକ୍ବଗ୍ କଃର୍ତି ଆର୍ ଦାଗି ଆର୍ ଲିନ୍ଦା ଉବ୍ଜାଉମଃନ୍ ଅୟ୍ ତମାର୍ ସଃଙ୍ଗ୍ କାଉଆ ହିଉଆ ଅୟ୍ ସୁକ୍ ବଗ୍ କଃଲା ବଃଳ୍ ସେମଃନ୍ ନିଜାର୍ ଚଃଲାକି ହାହ୍ କାମେ ସଃର୍ଦା ବୟ୍ଗ୍ କଃରୁକଃରୁ ମାତିଜାତି । 14ସେମଃନାର୍ ଆକି ଦାରିକାମ୍ କଃରୁକେ ବଃର୍ତି ଅୟ୍ ହାହ୍ କାମେ ହୁଣି ନଃଚାଡେ, ସେମଃନ୍ ଚଃନ୍ଚଃନ୍ ମଃନାର୍ ଲକମଃନ୍କେ ବୁଲ୍କାଉତି, ସେ ମଃନ୍କାର୍ ମଃନ୍ ଦଃନ୍ ଲାବାର୍ ଗିନେ ଦଃନ୍ଦି ଅଃଉତି, ସେମଃନ୍ ସାୟ୍ପ୍ ହାୟ୍ଲା ଲକାର୍ ହିଲାମଃନ୍ । 15ସେମଃନ୍ ନିୟମ୍ ନଃୟ୍ଲା ଦଃର୍ମା ହାଉଁକ୍ ବଃଲ୍ହାଉତା ବିୟରାର୍ ହୟ୍ସି ବିଲିଆମାର୍ ବାଟ୍ ଦଃର୍ଲାୟ୍ ଆର୍ ସଃତ୍ ବାଟ୍ ଚାଡିକଃରି ଅଃଦଃର୍ମାର୍ ବାଟ୍ ଗଃଲାୟ୍ । 16ମଃତର୍ ସେ ଅଃହ୍ଣାର୍ ଦଃସାର୍ ଗିନେ ଉଣାସୁଣି ରିଲା ଗଟେକ୍ ଟଣ୍ଡ୍ନଃହୁଟ୍ତା ହସୁ ମାନାୟ୍ କୟ୍ଲା ହର୍ କଃତା କୟ୍ ବାବ୍ବାଦିର୍ ବଃୟାଜାକ୍ ବଃନ୍ଦ୍କଃଲି ।
17ଇ ମିଚ୍ ଗୁରୁମଃନ୍ ହାଣି ନୟ୍ଲା ଚିଉଆ ଆର୍ ବଃତାସେ ଉଡି ଜାତା ବାଦୁଳ୍ ହର୍, ଇସ୍ୱର୍ ସେ ମଃନ୍କାର୍ ହାୟ୍ଁ ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ସଃଙ୍ଗାୟ୍ଲା ଆଚେ । 18ବଃଲେକ୍ ସେମଃନ୍ ଅଃର୍ତ୍ ନଃୟ୍ଲା ଅଃକାର୍ କଃତା କୟ୍ କଃରାବ୍ ଚାଲାଚାଲ୍ତି କଃର୍ତା ଲକ୍ମଃନାର୍ ତଃୟହୁଣି ରଃକ୍ୟା ହାଉତିରିଲା ଲକ୍ମଃନ୍କେ ଗଃଗାଳାର୍ ସୁକ୍ ସଃର୍ଦା ଚଃକ୍ତ୍ହାଣେ ମଃନ୍ ଟାଣ୍ତି । 19ସେମଃନ୍ ସେମଃନ୍କେ ମୁକ୍ତିର୍ ସଃୟ୍ତ୍ କଃର୍ତି, ମଃତର୍ ନିଜେ ନାସ୍ଅଃଉତା ତଃୟ୍ ଗତି ଆଚ୍ତି; ବଃଲେକ୍ ଜାର୍ ତଃୟ୍ ଆରିଆଚେ ସେ ସେତିର୍ ଗତିଦଃଙ୍ଗ୍ଳା । 20ବଃଲେକ୍ ସେମଃନ୍ ଜଦି ମାପ୍ରୁ ଆର୍ ମୁକ୍ତିକାରି ଜିସୁ କ୍ରିସ୍ଟର୍ କଃତାର୍ ଗିଆନାର୍ ଗିନେ ଜଃଗତାର୍ ବିଟାଳେ ହୁଣି ରଃକ୍ୟାହାୟ୍ ଆରେକ୍ ଗଟ୍ତର୍ ସେତିର୍ ବାନ୍ଦୁଣେ ବାନ୍ଦି ଅୟ୍ ଆରେକ୍ ଜାତି, ତଃନ୍ଅୟ୍ଲେକ୍ ସେମଃନାର୍ ହଃର୍ତୁ ଦଃସା ତଃୟ୍ ହୁଣି ସଃରାସଃରି ଦଃସା ଅଃଦିକ୍ ମଃନ୍ଦ୍ ଅୟ୍ଦ୍ । 21ବଃଲେକ୍ ଦଃର୍ମାର୍ ବାଟ୍ ଜାଣି ନିଜାର୍ ତଃୟ୍ ସଃହ୍ରିଦିଲା ପବିତ୍ର ଆଦେସ୍ ତଃୟ୍ହୁଣି ବାଉଳ୍ତା ବାଦୁଲେ ମୁଳେ ହୁଣି ସେ ବାଟ୍ ଜାଣି ନଃରିଲେକ୍ ସେମଃନ୍କେ ନିକ ଅୟ୍ଲି ହୁଣି ।
22ସେମଃନ୍କେ ଜୁୟ୍ରି ଗଃଟି ଆଚେ ତଃୟ୍ ହୁଣି ଇ ପର୍ବାଦ୍ ହଃର୍ମାଣ୍ ଆଚେ “କୁକୁର୍ ଉକାଳି ଆରେକ୍ କାୟ୍, ଗୁସ୍ରାକେ ଦୟ୍ଲେକ୍ ଆରେକ୍ କାଦୟ୍ ଡୁଳେଦ୍ ।”
3ମାପ୍ରୁ ଆସ୍ତାର୍
1ଏ ଲାଡାର୍ ବାୟ୍ବେଣିମଃନ୍, ମୁୟ୍ଁ ଅଃବେ ତୁମିମଃନାର୍ ହାକ୍ ଦୁୟ୍ଲଃମ୍ବର୍ ଚିଟି ନିର୍ମୁଳ୍ ବାବ୍ନାୟ୍ ଲେକୁଲେ । 2ତୁମିମଃନ୍ ଜଃନ୍କଃରି ପବିତ୍ର ବାବ୍ବାଦିମଃନାର୍ ଗିନେ ଆଗେହୁର୍ବେ କୟ୍ଲା କଃତାସଃବୁ ଆର୍ ତୁମିମଃନାର୍ ପେରିତ୍ମଃନାର୍ ଗିନେ କୟ୍ଲା ମାପ୍ରୁ ଆର୍ ମୁକ୍ତିକାରିର୍ ଆଦେସ୍ ସଃବୁ ଏତାୟ୍ ଲାଗା, ଇତାର୍ ଗିନେ ଜଳେକ୍ ଚିଟି ତଃୟ୍ ହେଁ ତୁମିମଃନ୍କେ ଏତାୟ୍ ଦଃୟ୍ ତୁମିମଃନାର୍ ସଃଳ୍କାର୍ ମଃନ୍କେ ଚଃଚଲ୍ କଃରୁକେ ମଃନ୍କଃରୁକେ । 3୩:୩ ଜିଉ ୧:୧୮.ହଃର୍ତୁ ଇରି ଜାଣା ଜେ, ଇ ସେସ୍କାଳେ କଃତେକ୍ ନିଜାର୍ କଃରାବ୍ ଇଚା ହଃର୍କାରେ ଚାଲ୍ତା ସଃତ୍କେ ଗେଙ୍ଗ୍ରାଉତି । 4ସେମଃନ୍ ଆସିକଃରି ଗେଙ୍ଗ୍ରାଇ କଃରି କଃଉତି, “ଜିସୁ ଆସ୍ତାର୍ ସଃୟ୍ତ୍ କଃୟ୍ ତଃବେ ? କାୟ୍ତାକ୍ ବଃଲେକ୍ ଅଃମାର୍ ଦାଦିବାବୁ ମଃନାର୍ ମଃଲା ଦିନେହୁଣି ଅଃବେ ହଃତେକ୍ ସଃବୁ ବିସୟ୍ ଉବ୍ଜାଣ୍ ଆରୁମେ ଜଃନ୍କାର ରିଲି ସେନ୍କାର୍ ଆଚେ” 5ସେମଃନ୍ ଜାଣି ଜାଣି ହାସ୍ରି ଜାତି ଜେ, ଇସ୍ୱରାର୍ କଃତାୟ୍ ହୁର୍ବେ ଅଃଗାସ୍ ମଃଣ୍ଡଳ୍ ଆର୍ ହୁର୍ତିବିକେ ଉବ୍ଜାଣ୍ ଅୟ୍ଲି ହୁର୍ତିବି ହାଣାୟ୍ ହୁଣି ଉବ୍ଜାଣ୍ ଅୟ୍ଲି ଆର୍ ହାଣାୟ୍ ହୁର୍ନ୍ ରିଲା ହୁର୍ତିବି ରିଲି । 6ଆର୍ ସେ ହଃର୍ନା କାଳାର୍ ଜଃଗତ୍ ହାଣାୟ୍ ବୁଡି ନାସ୍ ଅୟ୍ଲି । 7ଆର୍ ଅଃବେ ଆଚ୍ତାର୍ ଅଃଗାସ୍ ମଃନ୍ଣ୍ଡଳ୍ ଆର୍ ହୁର୍ତିବି ସେ ବାକ୍ୟ ହଃର୍କାରେ ହାହି ଲକ୍ମଃନାର୍ ବିଚାର୍ ଆର୍ ନାସାର୍ ଦିନ୍ ହଃତେକ୍ ଜୟ୍ର୍ ଗିନେ ଆଚେ । ଜୁୟ୍ଦିନ୍ ଅଃଦଃର୍ମିମଃନ୍ ବିଚାରେ ନାସ୍ ଅଃଉତି ।
8ଏ ଲାଡାର୍ମଃନ୍, ମାପ୍ରୁର୍ ତଃୟ୍ ଗଟେକ୍ ଦିନ୍ ଜେ ଅଃଜାର୍ ବଃର୍ସ୍ ହର୍ ଆର୍ ଅଃଜାର୍ ବଃର୍ସ୍ ଜେ ଗଟେକ୍ ଦିନ୍ ହର୍, ମୁଳ୍କଃରି ଇ କଃତା ତୁମିମଃନ୍ ହାସ୍ରା ନାୟ୍ । 9ବିଲମ୍ ବଃଲି ଜଃନ୍କଃରି କଃତେକ୍ ଲକ୍ ବାବୁଲାୟ୍, ମାପ୍ରୁ ଅଃହ୍ଣାର୍ ସଃୟ୍ତ୍ କଃଲାର୍ ସେ ରଃକମ୍ ବିଲମ୍ ନଃକେରେ; ମଃତର୍ କେ ହେଁ ଜଃନ୍କଃରି ନାସ୍ ନଃଉତି, ସଃବୁଲକ୍ ମଃନ୍ ବାଦ୍ଲାଉତି, ଇରି ଇଚା କଃରି ସେ ତୁମିମଃନାର୍ ଗିନେ ବୁତେକ୍ ବିନ୍ ହଃତେକ୍ ଜାଗିକଃରି ଆଚେ ।
10୩:୧୦ ମାତି ୨୪:୪୩; ଲୁକ ୧୨:୩୯; ୧ ତେସ ୫:୨; ପ୍ରକା ୧୬:୧୫.୩:୧୦ ନାସ୍, ବଃଲି କଃତିତଃୟ୍ ଦଃକୁଲୁ, ବିନ୍ ଟାଣେ ମଃନ୍ ହଡିଜାୟ୍ଦ୍, ଆରେକ୍ କଃତେକ୍ ତଃୟ୍ କୁର୍ପ୍ ନାସ୍ ଅୟ୍ଦ୍ ବଃଲି ଆଚେ । ମାପ୍ରୁର୍ ଦିନ୍ ଚର୍ ହର୍ ହଚେଦ୍ । ସେ ଦିନ୍ ଅଃଗାସ୍ ମଃଣ୍ଡଳ୍ ବଃଡେ ସଃବଦ୍ ସଃଙ୍ଗ୍ ନାସ୍ ଅୟ୍ଦ୍, ଆର୍ ଉବୁଜ୍ଲାର୍ ବଃଡେ ତାହାତାର୍ ଗିନେ ତଃର୍ଲି ଜାୟ୍ଦ୍ ଆର୍ ହୁର୍ତି ଆର୍ ସେତିର୍ ଆସ୍ତି ସଃବୁ ହଡି ଜାୟ୍ଦ୍ । 11ସେ ଦିନାର୍ ଆସ୍ତାର୍ ଜାଗିକଃରି, ସେରି ଜଃନ୍କଃରି ବେଗି ଆସେଦ୍, ଇତାର୍ ଗିନେ ତୁମିମଃନ୍ କଃନ୍କଃରି ସଃବୁବଃଳ୍ ନିକ ଗୁଣାର୍ ଆର୍ ଦଃର୍ମି ଅଃଉତା ଲଳା । 12ଇ ସଃବୁ ବିସୟ୍ ଇରଃକମ୍ ନାସ୍ ଅଃଉତାର୍ ଗିନେ, ଇସ୍ୱରାର୍ ଜୁୟ୍ ଦିନ୍ ଅଃଗାସ୍ ମଃଣ୍ଡଳ୍ ଜୟ୍ଲାଗି ଆଜିଜାୟ୍ଦ୍ ଆର୍ ଉବ୍ଜାଣ୍ ଅଇଲାର୍ ସଃବୁ ବଃଡେ ତଃହାତେ ତଃର୍ଲି ଜାୟ୍ଦ୍, 13୩:୧୩ ପ୍ରକା ୨୧:୧.ଅଃମିମଃନ୍ ତାର୍ ସଃୟ୍ତ୍ ହଃର୍କାରେ ଗଟ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତିବିକେ ଜାଗିଆଚୁ, ଜୁୟ୍ରି ଦଃର୍ମିଲକାର୍ ବାସ୍ କଃର୍ତା ଟାଣ୍ ଅୟ୍ଦ୍ ।
14ତଃବେ ଏ ଲାଡାର୍ମଃନ୍, ତୁମିମଃନ୍ ଇସଃବୁ ବିସୟ୍ ଜାଗିଆଚାସ୍ ଲାଗି ତାର୍ ମୁଏଁ ଜଃନ୍କଃରି ନିର୍ଦସି ଆର୍ ଲିନ୍ଦା ନଃହାଉତାର୍ ଅୟ୍ ସୁସ୍ତାୟ୍ ରେତାର୍ ଦଃକାଜାହାସ୍ ଇତାର୍ ଗିନେ ଜଃତୁନ୍ କଃରା । 15ଆର୍, ଅଃମାର୍ ମାପ୍ରୁର୍ ବଃଡେ ସଃମ୍ୱାଳ୍ତାର୍ ମୁକ୍ତି ହାଉତାର୍ ବଃଲି ଜାଣା । ଅଃମିମଃନାର୍ ଲାଡାର୍ ବାୟ୍ ପାଉଲ୍ହେଁ ଅଃହ୍ଣାକ୍ ଦିଆଅୟ୍ଲା ଗିଆନ୍ ହଃର୍କାରେ ତୁମିମଃନ୍ ହାକ୍ ସେରଃକମ୍ ଲେକିଆଚେ । 16ସେ ଅଃହ୍ଣାର୍ ସଃବୁ ଚିଟି ଲଃଗେହେଁ ଇସଃବୁ କଃତା ଲେକିକଃରି ସେରଃକମ୍ କଃଉଁଲା; ସେସଃବୁ ତଃୟ୍ ଇରଃକମ୍ କଃତେକ୍ କଃତା ଆଚେ, ଜୁୟ୍ରିକି ବୁଜୁକ୍ ବଃଡେ କଃସ୍ଟ୍, ଆର୍ ଅସିକିତ୍ ଉତ୍ହାତ୍ୟା ଲକେ ଅଃହ୍ଣା ଅଃହ୍ଣାର୍ ନାସ୍ କଃରୁକେ ବିନ୍ ସଃବୁ ସାସ୍ତର୍ ଜଃନ୍କଃରି, ସେ ସଃବୁର୍ ହେଁ ସେରଃକମ୍ ବିନ୍ ଅଃର୍ତ୍ କଃର୍ତି ।
17ବଃଲେକ୍, ଏ ଲାଡାର୍ମଃନ୍, ତୁମିମଃନ୍ ହଃର୍ତୁ ଜାଣି ଜାଗ୍ରତ୍ ଅୟ୍ରିଆ, ଚଃନେମଃନେ କଃରାବ୍ କଃରୁମଃନାର୍ ବୁଲ୍ କଃତାୟ୍ ହଃଳି ତୁମିମଃନ୍ହେଁ ନିଜେ ଅଃଟୁଆ ରଃୟ୍ ଅଦ୍ରି ନଃଜାହା । 18ମଃତର୍ ଅଃମିମଃନାର୍ ମାପ୍ରୁ ଆର୍ ମୁକ୍ତିକାରି ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ଗିଆନେ ବାଡା । ଅଃବେ ଆର୍ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ, ଆମେନ୍ ।