କରନ୍ତିୟମାନଙ୍କୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
କରନ୍ତିମଃନ୍କେ ପେରିତ୍ ପାଉଲାର୍ ଦୁୟ୍ ଲଃମର୍ ଚିଟି
୨ କରନ୍ତି ଚିଟି ବିସୟେ ହଃଦେକ୍
ପାଉଲ କରନ୍ତି ମଣ୍ଡ୍ଳିକେ ଆରେକ୍ ଗଟେକ୍ ହଚେ ଲେକ୍ଲା ଚିଟି ସେରି ଜିସୁକ୍ରିସ୍ଟର୍ ଜଃଲମାର୍ ହାକାହାକି ୫୫-୫୬ ବଃର୍ସ୍ ହଃଚେ ଲେକା ଜାୟ୍ ରିଲି ୧:୧ । ଅଃମାର୍ ତଃୟ୍ ରିଲାର୍ ଜଳେକ୍ ଚିଟି ବିତ୍ରେ ଜୁୟ୍ରି ପାଉଲ୍ କରନ୍ତି ମଣ୍ଡ୍ଳିକେ ଲେକିଆଚେ ଇରି ହଃଚାର୍ ଚିଟି । ୨:୩-୪ ହଦେ ଜୁୟ୍ରି ଲେକିଆଚେ ସେତାର୍ ଲେକା ଅଃମାର୍ ଲଃଗେ ସେରି ନାୟ୍, ପାଉଲ ନିଜ୍କଃରି ମାକିଦନିଆ ତଃୟ୍ ରିଲା ବଃଳ୍ ସେ ଇ ଚିଟି ଲେକିଆଚେ ୨:୧୩ ।
ପାଉଲାର୍ ଇ ହଃଚାର୍ ଗଟେକ୍ ମଃତର୍ ଚିଟି ଜୁୟ୍ତି କି ନିଜାର୍ ମଃନାର୍ ବାବ୍ନା ବିତ୍ରାର୍ କଃତା ଲେକା ଆଚେ । ପାଉଲ କରନ୍ତି ମଣ୍ଡ୍ଳି ବିସୟେ ହଃଚାର୍ ଚିଟି ତଃୟ୍ ନିକ କବୁର୍ ତିତସାର୍ ମୁଏଁ ହୁଣି ସୁଣି ସଃର୍ଦା ଅୟ୍ ଲେକୁଲା । ଇ ଚିଟି ବିତ୍ରେ ହୁରାହୁରି ନଃଉଆଁ ନିୟମାର୍ ଇସାବେ ସିକ୍ୟା ଦିଲାର୍ ଦଃକୁଲୁ, ଇ ଲେକାୟ୍ ଜୁୟ୍ ବାଗେ କି ପାଉଲ ଲେକୁଲା ଦାନ୍ ଦିଲା ଟଃକା ଜିରୁ ସାଲମାର୍ ବିସ୍ୱାସି ମଃନ୍କାର୍ ଉହ୍କାର୍ କଃରୁକେ ନଃୟ୍ ଦେଉଁକେ କଃଉଁଲା ୮–୯ । ଇରି ଜାଣାହଃଳୁଲି ଜେ କଃତେକ୍ ମିଚ୍ ପେରିତ୍ମଃନ୍ ନିଜେ ନାଉଁ ହୁଟା ଅଃଉଁକେ ଆର୍ ପାଉଲକେ ତଃଳେ ହଃକାଉଁକେ ମଣ୍ଡ୍ଳିର୍ କଃତିଲକେ ବିରଦେ କଃଉତି ରିଲାୟ୍ । ସେମଃନ୍ ପାଉଲାର୍ ଉହ୍ରେ ଜାଣିଜାଣି ତାର୍ ଅଃଦିକାର୍ ବିସୟେ ହଃଚାର୍ତି ରିଲାୟ୍ ଅଃଉଁ ହାରେ ୨ କରନ୍ତିର୍ ସେସ୍ ବାଗେ ତାକେ ଜିସୁର୍ ପେରିତ୍ ବାବେ ଅଃଟୁଆ ବାବେ ସଃର୍ଦା କଃରାଉଁଲି ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ମଣ୍ଡ୍ଳିକେ ଜୁଆର୍ ଜାଣାଉଁଲା । ୧:୧-୭
୨. ପାଉଲ୍ ତାର୍ ଜାତାର୍ ଜଜ୍ନା ବାଦ୍ଲାୟଲା, ହଃର୍ତୁ ଚିଟିର୍ କଃତା ବିସୟେ । ୧:୮–୭:୧୬
୩. ପାଉଲ ଦାନ୍ ଦିଲା ଡାବୁ ଜିରୁସାଲମାର୍ ବିସ୍ୱାସି ମଃନ୍କେ ଦେଉଁକେ କଃଉତାର୍ । ୮:୧–୯:୧୫
୪. ପାଉଲ ତାର୍ ପେରିତ୍ ହଃଦ୍ ବଚାଉତାର୍ ଆର୍ ତାର୍ ଆରେକ୍ ଗଟ୍ତର୍ ଜାତାର୍ । ୧୦:୧–୧୩:୧୦
1କରନ୍ତି ମଣ୍ଡ୍ଳିକେ ପାଉଲାର୍ ଆରେକ୍ ଗଟ୍ ଚିଟି
1୧:୧ ପେରି ୧୮:୧.ମୁୟ୍ଁ ପାଉଲ୍, ଇସ୍ୱରାର୍ ଇଚାୟ୍ କ୍ରିସ୍ଟ ଜିସୁର୍ ଗଟେକ୍ ପେରିତ୍ ଆର୍ ବାୟ୍ ତିମତି, କରନ୍ତି ମଣ୍ଡ୍ଳି ତଃୟ୍ ରେତା ଇସ୍ୱରାର୍ ମଣ୍ଡ୍ଳି, ଆରେକ୍ ସଃବୁ ଆକାୟା ତଃୟ୍ ରେତା ସଃବୁ ଦଃର୍ମିମଃନାର୍ ତଃୟ୍ ଚିଟି ଲେକୁଲୁ ।
2ଅଃମାର୍ ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
ଇସ୍ୱର୍କେ ପାଉଲାର୍ ଦନ୍ୟବାଦ୍
3ଆସା, ଅଃମାର୍ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଉବାକେ ଦନ୍ୟବାଦ୍ ଜାଣାଉଁଆ, ସେ ଦଃୟା କଃର୍ତା ଉବା ଆର୍ ଜାର୍ ତଃୟ୍ହୁଣି ସଃବୁ ସୁସ୍ତା ଆସେଦ୍ । 4ସେ ଅଃମାର୍ ସଃବୁ ଦୁକ୍କଃସ୍ଟେ ସୁସ୍ତା ଦଃୟ୍ଦ୍, ସେ ସୁସ୍ତା ତଃୟ୍ ଅଃମି କଃସ୍ଟ୍ ବୟଃଗ୍ କଃର୍ତା ଦିନ୍ ଲକ୍ମଃନ୍କେ ସୁସ୍ତା ଦେଉଁ ହାରୁ, ଜୁୟ୍ ସୁସ୍ତା ଅଃମି ନିଜେ ଇସ୍ୱର୍ ତଃୟ୍ହୁଣି ହାୟ୍ଆଚୁ । 5କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ତଃୟ୍ ଆଚୁ ଗିନେ ଅଃମାର୍ ଦୁକ୍ ବୟଃଗ୍ ଜଃନ୍କଃରି ବୁତେକ୍, ସେବାନ୍ୟା କ୍ରିସ୍ଟର୍ ତଃୟ୍ ଆଚ୍ତା ଗିନେ ଅଃମିମଃନାର୍ ଇସ୍ୱରାର୍ ସୁସ୍ତା ହେଁ ବୁତେକ୍ । 6ମଃତର୍ ଅଃମିମଃନ୍ ଦୁକ୍ ବୟଃଗ୍ କଃଲେକ୍, ସେରି ତୁମାର୍ ସୁସ୍ତା ଆର୍ ମୁକ୍ଳାଉତାର୍ ଗିନେ । କି ଅଃମିମଃନ୍ ସୁସ୍ତା ହାୟ୍ଲେକ୍, ସେରି ତୁମିମଃନାର୍ ସୁସ୍ତାର୍ ଗିନେ; ଅଃମିମଃନ୍ ଜୁୟ୍ ରଃକମାର୍ ଦୁକ୍ ବୟଃଗ୍ କଃରୁଲୁ, ସେରଃକମ୍ ଦୁକ୍ ବୟଃଗ୍ ସାସ୍ ସଃଙ୍ଗ୍ ସଃମ୍ବାଳୁକ୍ ସେ ସୁସ୍ତା କାମ୍ ହୁରୁଣ୍ କଃରୁଲି । 7ଆର୍, ତୁମିମଃନାର୍ କଃତାୟ୍ ଅଃମିମଃନାର୍ ବଃର୍ସା ଅଃଟୁଆ ଆଚେ, ଜୁୟ୍ତାର୍ ଗିନେ ତୁମିମଃନ୍କେ ଜଃନ୍କଃରି ଦୁକ୍ ବୟ୍ଗାର୍ ବାଗି ହାଉତା ଲକ୍, ସେରଃକମ୍ ସୁସ୍ତାର୍ ହେଁ ବାଗ୍ ହାଉତା ଲକ୍, ଇତି ଅଃମିମଃନ୍ ଜାଣୁ ।
8୧:୮ ୧ କର ୧୫:୩୨.କାୟ୍ତାକ୍ବଃଲେକ୍ ଏ ବାୟ୍ ଆର୍ ବେଣିମଃନ୍, ଆସିଆ ହଲି ତଃୟ୍ ଅଃମାର୍ ଉହ୍ରେ ଗଃଟିରିଲା କଃସ୍ଟାର୍ କଃତା ତୁମିମଃନ୍କେ ଜେ ଲୁକ୍ଣେ ରିଆ, ଇତି ଅଃମିମଃନାର୍ ମଃନ୍ ନାୟ୍; ଅଃମିମଃନ୍ ଅଃମିମଃନାର୍ ସଃକ୍ତିୟେ ଅଃଦିକ୍ ବାବେ ବଜ୍ ହାୟ୍ ରିଲୁ, ଇବାନ୍ୟାକି ଜିବନାର୍ ଆସା ହେଁ ଚାଡି ରିଲୁ । 9ଅଃମିମଃନ୍ ମଃର୍ନ୍ ଡଃଣ୍ଡ୍ ହାୟ୍ଆଚୁ ବଃଲି ବାବିରିଲୁ, ମଃତର୍ ଇ ସଃବୁ ଗଃଟ୍ଲି, ଜଃନ୍କଃରି ଅଃମିମଃନ୍ ଅଃହ୍ଣାର୍ ଉହ୍ରେ ବଃର୍ସା ନଃକେରି, ମଃତର୍ ଜୁୟ୍ ଇସ୍ୱର୍ ମଃଲା ଲକ୍ମଃନ୍କେ ଉଟାୟ୍ଦ୍, ତାର୍ ଉହ୍ରେ ବଃର୍ସା କଃରୁନ୍ଦ୍ । 10ସେ ଅଃମିମଃନ୍କେ ଇବାନ୍ୟା ବୟଃଙ୍କାର୍ ମଃର୍ତା ତଃୟ୍ହୁଣି ରଃକ୍ୟା କଃଲା ଆର୍ ରଃକ୍ୟା କଃରେଦ୍, ଆରେକ୍ ସେ ଜେ ଆସୁଲା ଦିନ୍ମଃନ୍ ହେଁ ରଃକ୍ୟା କଃରେଦ୍, ତାର୍ ତଃୟ୍ ଅଃମିମଃନାର୍ ଇ ଆସା ଆଚେ । 11ତୁମିମଃନ୍କେ ହେଁ ତ ଅଃମାର୍ ସଃଙ୍ଗ୍ ମିସି ପାର୍ତନାୟ୍ ଅଃମିମଃନାର୍ ଉହ୍କାର୍ କଃରୁଲାସ୍ । ସେତାକ୍ ଅଃମାର୍ ଗିନେ କଃରା ଅଃଉତା ଗାଦେକ୍ ପାର୍ତ୍ନାର୍ ଉତୁର୍ ମିଳେଦ୍, ଆର୍ ଇସ୍ୱର୍ ଅଃମିକ୍ ଆସିର୍ବାଦ୍ କଃରେଦ୍; ଆର୍ ଗାଦେକ୍ ଲକାର୍ ମୁଏଁ ହୁଣି ଅଃମିମଃନାର୍ ଗିନେ ଇସ୍ୱର୍କେ ବୁତେକ୍ ଦନ୍ୟବାଦ୍ ଦିଆ ଅୟ୍ଦ୍ ।
ପାଉଲ୍ ତାର୍ ଜଃଜ୍ନା ବାଦ୍ଲାୟ୍ଲା
12ଜଃଗତେ, ମୁଳ୍କଃରି ତୁମିମଃନ୍କେ ଅଃମିମଃନ୍ ସଂସାରାର୍ ଗ୍ୟାନେ ବେବାର୍ ନଃକେରି, ମଃତର୍ ଇସ୍ୱରାର୍ ଦଃୟାୟ୍, ତାର୍ ପବିତ୍ର ଆର୍ ବିସ୍ୱାସ୍ ହଃର୍କାରେ ବେବାର୍ କଃରି ରିଲୁ ବଃଲି ଅଃମିମଃନାର୍ ବାବ୍ନା ଜେ ସାକି ଦେଉଁଲି, ଇରି ଅଃମିମଃନାର୍ ଗିନେ ଗଃର୍ବାର୍ କଃତା । 13କାୟ୍ତାକ୍ବଃଲେକ୍ ତୁମିମଃନ୍ ଜାୟ୍ ଜାୟ୍ରି ହଳିକଃରି ବୁଜୁ ହାରାସ୍, ସେ ସଃବୁ ଚାଡି ଅଃମିମଃନ୍ ତୁମିମଃନାର୍ ତଃୟ୍ ଆରେକ୍ କାୟ୍ରି ଆସା ନଃଲେକୁ । 14ଆରେକ୍, ଅଃମିମଃନାର୍ ମାପ୍ରୁ ଜିସୁର୍ ଆରେକ୍ ଆସ୍ତା ଦିନ୍, ତୁମିମଃନାର୍ ଗିନେ ଜଃନ୍କଃରି ଅଃମିମଃନ୍ ଗଃର୍ବ୍ କଃରୁଲୁ, ସେରଃକମ୍ ଅଃମିମଃନାର୍ ଗିନେ ଜେ ତୁମିମଃନ୍କେ ଗଃର୍ବ୍ କଃରୁଲାସ୍, ଇରି ତୁମିମଃନ୍ ଜଃନ୍କଃରି ଅଃମିମଃନାର୍ କଃତାୟ୍ ଆଦ୍ବାଗ୍ ବୁଜି ଆଚାସ୍, ସେବାନ୍ୟା ସେସ୍ ହଃତେକ୍ ବୁଜି ରିଆସ୍ ବଃଲି ମୁୟ୍ଁ ବଃର୍ସା କଃରୁଲେ ।
15ମୁୟ୍ଁ ସେ ସଃବୁ ତଃୟ୍ ସଃତ୍ କଃରି ତୁମାର୍ ହାକ୍ ହଃର୍ତୁ ଜଃଉଁକେ ମଃନ୍ ରିଲି ଜୁୟ୍ତାର୍ ଗିନେ ତୁମିମଃନ୍ ମକ୍ ଦଃକି ଦୁୟ୍ ତରାର୍ ବଃଳ୍ ଦଃୟା ଲାବ୍ କଃରୁ ହାରାସ୍, 16୧:୧୬ ପେରି ୧୯:୨୧.ଆରେକ୍ ତୁମିମଃନାର୍ ଚଃମ୍ ଅୟ୍ ମାକିଦନିଆକ୍ ଜାୟ୍ ଆରେକ୍ ମାକିଦନିଆ ତଃୟ୍ହୁଣି ତୁମିମଃନାର୍ ତଃୟ୍ ଆସି ତୁମିମଃନାର୍ ଉହ୍କାରେ ଜିଉଦା ହଲି ଜଃଉଁ ହାରି, ଇତାର୍ ଗିନେ ମୁୟ୍ଁ ସେ ବିସ୍ୱାସେ ହଃର୍ତୁମ୍ ତୁମାର୍ ତଃୟ୍ ଜଃଉଁକେ ମଃନ୍ କଃର୍ତି ରିଲେ । 17ତଃବେ ଇରଃକମ୍ ମଃନ୍ କଃର୍ତା ତଃୟ୍ ମୁୟ୍ଁ କାୟ୍ ମିଚ୍ ବେବାର୍ କଃରି ରିଲେ ? କି ମୁୟ୍ଁ ଜାୟ୍ରି ଜଃଜ୍ନା କଃରିନ୍ଦ୍, ସେରି କାୟ୍ ମୁୟ୍ଁ ମର୍ ନିଜାର୍ ଉହ୍କାର୍ କଃରି ରଃୟ୍ନ୍ଦ୍ ଜେ, ମର୍ କଃତା “ହେଁ ଆର୍ ନାୟ୍” ଜୁଳେକ୍ ଅୟ୍ଦ୍ । 18ସଃତ୍କଃରି ଇସ୍ୱର୍ ବିସ୍ୱାସି, ଇତାର୍ ଗିନେ ତୁମିମଃନାର୍ ଗିନେ ଅଃମିମଃନାର୍ କଃତା “ହେଁ” ଆର୍ “ନାୟ୍” ଜଳେକ୍ ଅଃଉଁ ନାହାରେ । 19୧:୧୯ ପେରି ୧୮:୫.କାୟ୍ତାକ୍ବଃଲେକ୍ ଇସ୍ୱରାର୍ ହୟ୍ସି ଜିସୁ କ୍ରିସ୍ଟ, ଜେ ଅଃମିମଃନାର୍ ଗିନେ, ବଃଲେକ୍ ମର୍ ଗିନେ ଆର୍ ସିଲ୍ବାନ୍ ଆର୍ ତିମତିର୍ ଗିନେ ତୁମିମଃନାର୍ ବିତ୍ରେ ପର୍ଚାର୍ କଃରା ଅୟ୍ଲା, ସେ “ହେଁ” ଆର୍ “ନାୟ୍” ନୟେ, ମଃତର୍ ଇସ୍ୱର୍ ତାର୍ ବିସୟେ “ହେଁ ।” 20ଜୁୟ୍ତାର୍ ଗିନେ ଇସ୍ୱରାର୍ ଜଃତେକ୍ ସଃୟ୍ତ୍ ଆଚେ, ସେ ସଃବୁର୍ “ହେଁ” ଜିସୁ କ୍ରିସ୍ଟ ତଃୟ୍ ଆଚେ; ଇତାର୍ ଗିନେ ହେଁ ଜିସୁ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ଅଃମିମଃନ୍ ସଃବୁବଃଳ୍ “ଆମେନ୍” ବଃଲି କଃଉନ୍ଦ୍ । 21ସେ ଇସ୍ୱର୍ ନିଜେ, ଜେ ଅଃମିମଃନ୍ ତୁମିମଃନାର୍ ସଃଙ୍ଗ୍ କ୍ରିସ୍ଟର୍ ତଃୟ୍ ଗଟେକ୍ କଃରି ତିର୍ କଃରିଆଚେ, ଆରେକ୍ ଅଃମିମଃନ୍କ୍ ଅବିସେକ୍ କଃରିଆଚେ; 22ସେ ହେଁ ଅଃମିମଃନ୍କେ ବିନେ କଃରିଆଚେ ଆର୍ ଅଃମାର୍ ମଃନେ ତାର୍ ପବିତ୍ର ଆତ୍ମାକେ ତାହୁନ୍ କଃଲାକ୍ ଅଃମାର୍ ଉହ୍ରେ ସେ ଅଃଦିକାର୍ କଃରିଆଚେ, ପବିତ୍ର ଆତ୍ମା ଅଃମାର୍ ଉହ୍ରେ ଅଃଦିକାରାର୍ ମୁଦ୍ରା ଆର୍ ଆଗ୍ବାଟ୍ୟା ଜାୟ୍ରି ହାଉନ୍ଦ୍ ସେରି ଇସ୍ୱରାର୍ ଚିନ୍ ଅୟ୍ଦ୍ ।
23ମଃତର୍ ଇସ୍ୱର୍କେ ସାକି, ସେ ମର୍ ମଃନ୍ ଜାଣିଆଚେ, ଇତାର୍ ଗିନେ ମୁୟ୍ଁ ତୁମିମଃନ୍କେ ଆରେକ୍ କଃସ୍ଟ୍ ନଃଦେଉଁକେ ମୁୟ୍ଁ କରନ୍ତି ତଃୟ୍ ଆରେକ୍ ଜଃଉଁକେ ମଃନ୍ ନଃକେଲେ । 24ତୁମିମଃନ୍କେ କୁୟ୍ କଃତା ବିସ୍ୱାସ୍ କଃରାସ୍ ଇ ବିସୟେ ତୁମାର୍ ଉହ୍ରେ ରାଜ୍ କଃରୁକେ ଚେସ୍ଟା ନଃକେରୁ, କାୟ୍ତାକ୍ବଃଲେକ୍ ତୁମିମଃନ୍ ବିସ୍ୱାସେ ଅଃଟୁଆ ଅୟ୍ ତିର୍ ଅୟ୍ ଆଚାସ୍ । ମଃତର୍ ତୁମିମଃନ୍କେ ଅଃବ୍କା ସୁକି କଃରୁକେ ତୁମିମଃନାର୍ ସଃଙ୍ଗ୍ ମିଳିମିସି ଅଃମି କାମ୍ କଃରୁଲୁ ।
21ମଃତର୍ ତୁମାର୍ ତଃୟ୍ ମର୍ ଜାତାର୍ ଜଃନ୍କଃରି ଆରେକ୍ ତରେକ୍ ଦୁକାର୍ କଃତା ନୟେ, ଇରି ମୁୟ୍ଁ ମଃନେ ତିର୍ କଃଲେ । 2କାୟ୍ତାକ୍ବଃଲେକ୍ ମୁୟ୍ଁ ଜଦି ତୁମିମଃନ୍କେ ଦୁକ୍ ଦଃୟ୍ନ୍ଦ୍, ତଃବେ କେ ମକ୍ ସଃର୍ଦା କଃରେଦ୍ ? ଅଃବ୍କା ତୁମିମଃନ୍କେ ହଃକା ମୁୟ୍ଁ ଦୁକ୍ ଦଃୟ୍ ଆଚି । 3ଆରେକ୍ ତୁମାର୍ ତଃୟ୍ହୁଣି ମର୍ ସଃର୍ଦା ହାଉତା ଲଳା, ସେମଃନାର୍ ତଃୟ୍ହୁଣି ମୁୟ୍ଁ ଆସି ଜଃନ୍କଃରି ଦୁକ୍ ନଃହାୟ୍, ଇତାର୍ ଗିନେ ମୁୟ୍ଁ ଇ କଃତା ଲେକିରିଲେ, ଜୁୟ୍ତାର୍ ଗିନେ ମର୍ ସଃର୍ଦାୟ୍ ଜେ ତୁମିମଃନାର୍ ସଃର୍ଦା, ଇରି ତୁମି ସଃବୁଲକାର୍ କଃତାୟ୍ ମର୍ ବିସ୍ୱାସ୍ ଆଚେ । 4କାୟ୍ତାକ୍ବଃଲେକ୍ ଗାଦେକ୍ କଃସ୍ଟ୍ ଆର୍ ମଃନାର୍ ବେଦ୍ନା ତଃୟ୍ ବୁତେକ୍ ଆସୁ ସଃଙ୍ଗ୍ ମୁୟ୍ଁ ତୁମିମଃନ୍କେ ଲେକି ରିଲେ; ଜଃନ୍କଃରି ତୁମିମଃନ୍କେ ଦୁକି ଅଃଉଆସ୍, ଇବାନ୍ୟା ନାୟ୍, ମଃତର୍ ତୁମିମଃନାର୍ ଗିନେ ମର୍ ଜେ ଅଃଦିକ୍ ବୁତେକ୍ ଲାଡ୍ ଆଚେ, ଇରି ଜଃନ୍କଃରି ତୁମିମଃନ୍ ଜାଣାସ୍ ।
ଦସିକେ କେମା କଃର୍ତାର୍
5ମଃତର୍ ଜଦି କେ ଦୁକ୍ ଦଃୟ୍ଆଚେ, ସେ ମକ୍ ଦୁକ୍ ନଃଦେୟ୍, ମଃତର୍ କଃତେକ୍ ଇସାବେ ତୁମି ସଃବୁ ଲକ୍କେ ଦୁକ୍ ଦଃୟ୍ଆଚେ । ମୁୟ୍ଁ ଅଃଦିକ୍ ଅଃଟୁଆ ଅଃଉଁକେ ମଃନ୍ ନଃକେରୁଲେ । 6କଃତେକ୍ ଲକାର୍ ଗିନେ ଇବାନ୍ୟା ଲକ୍ ଜୁୟ୍ ଡଃଣ୍ଡ୍ ହାୟ୍ଆଚେ, ସେରି ତାର୍ ଗିନେ ସଃରି । 7ଇତାର୍ ଗିନେ କଃନ୍ସ୍ ଅୟ୍ଲେକ୍ ଇବାନ୍ୟା ଲକ୍ ଉବ୍ରି ରିଲା ଦୁକେ ବୁଡି ଜାୟ୍ଦ୍, ଇତାର୍ ଗିନେ ଅଃବେ ତୁମିମଃନ୍କେ ତାକେ କେମା କଃରା ଆର୍ ସୁସ୍ତା ଦିଆସ୍ । 8ତଃବେ, ସେ ଜଃନ୍କଃରି ତୁମି ଲାଡ୍ କଃରୁଲାସ୍ ଜାଣେଦ୍, ଇତାର୍ ଗିନେ ଲାଡ୍ ବେବାର୍ ତିର୍ କଃରୁକେ ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ । 9କାୟ୍ତାକ୍ବଃଲେକ୍ ତୁମିମଃନ୍କେ ସଃବୁ କଃତା ଜେ ମାନୁକ୍ ସଃବୁବଃଳ୍ ଜଃଗ୍ରାତ୍ ଆଚାସ୍ କି ନାୟ୍, ତୁମିମଃନାର୍ କଃତାୟ୍ ସେତାର୍ ହଃର୍ମାଣ୍ ଜଃନ୍କଃରି ମୁୟ୍ଁ ହାୟ୍ନ୍ଦ୍, ଇତାର୍ ଗିନେ ହେଁ ସେ ଚିଟି ଲେକିରିଲେ । 10ମଃତର୍ ତୁମିମଃନ୍କେ ଜାର୍ କାୟ୍ରି କେମା କଃରାସ୍, ମୁୟ୍ଁ ହେଁ ତାକେ କେମା କଃରିନ୍ଦ୍; କାୟ୍ତାକ୍ବଃଲେକ୍ ମୁୟ୍ଁ ଜଦି କାୟ୍ରି କେମା କଃରିଆଚି, ତଃବେ ଜାୟ୍ରି କେମା କଃରିଆଚି, ସେରି କ୍ରିସ୍ଟର୍ ମୁଏଁ ତୁମିମଃନାର୍ ଗିନେ କେମା କଃରି ଆଚି, 11ଜୁୟ୍ତାର୍ ଗିନେ ସୟ୍ତାନ୍ ଅଃମିମଃନାର୍ ନଃସ୍ଟ୍ କଃରୁକେ ବାଟ୍ ନାହାୟ୍ । କାୟ୍ତାକ୍ବଃଲେକ୍ ଅଃମିମଃନ୍ ତାର୍ ସଃବୁ ଜଃଜ୍ନା କଃତା ଜାଣି ଆଚୁ ।
12୨:୧୨ ପେରି ୨୦:୧.ଆରେକ୍ କ୍ରିସ୍ଟ ନିକ କବୁର୍ ପର୍ଚାର୍ କଃରୁକେ ମୁୟ୍ଁ ତ୍ରୟାକ୍ ଆୟ୍ଲା ହଃଚେ ମାପ୍ରୁର୍ କାମ୍ ଗିନେ ବାଟ୍ ହର୍ ଦୁଆର୍ ଉଗାଳି ଅୟ୍ଆଚେ ବଃଲି ଜାଣ୍ଲେ । 13ମଃତର୍ ଅଃମାର୍ ବାୟ୍ ତିତସ୍କେ ନଃଦେକି ମୁୟ୍ଁ ଆତ୍ମାୟ୍ ସୁସ୍ତା ନଃହାୟ୍ଲାକେ, ସେମଃନାର୍ ତଃୟ୍ହୁଣି ସେଲ ମାଗି ମାକିଦନିଆକ୍ ଗଃଲେ ।
କ୍ରିସ୍ଟର୍ ଗିନେ ଜିଣ୍ତାର୍
14ମଃତର୍ ଇସ୍ୱର୍କେ ଦନ୍ୟବାଦ୍, କାୟ୍ତାକ୍ବଃଲେକ୍ ସେ ସଃବୁବଃଳ୍ ଅଃମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସି ଆଚୁ, ସେତାର୍ ଗିନେ ଇସ୍ୱର୍ ଅଃମିକ୍ ଜିଣ୍ଲା ହଃର୍ବ୍ ମାନୁକ୍ ବାଟ୍ କାଡାୟ୍ ନେଉଁଲା, ଆର୍ ସଃବୁ ଟାଣେ କ୍ରିସ୍ଟର୍ ଗ୍ୟାନ୍ ହର୍ ବାସ୍ନା ଅଃମାର୍ ତଃୟ୍ହୁଣି ଜାଣାଉଁଲା । 15କାୟ୍ତାକ୍ବଃଲେକ୍ ମୁକ୍ତି ହାଉତାର୍ ଆର୍ ନାସ୍ ଅଃଉତା ଲକ୍ମଃନାର୍ ବିତ୍ରେ ଉର୍ଜି ଅଃଉତା ଅଃମିମଃନ୍ ଇସ୍ୱରାର୍ ଆକାୟ୍ କ୍ରିସ୍ଟର୍ ନିକ ବାସ୍ନା ହର୍ । 16କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ନାସ୍ ଅୟ୍ଲାୟ୍ ଆଚ୍ତି, ଇତି ସେମଃନାର୍ ଗିନେ ମଃର୍ନ୍ ଦେଉଁକେ କଃରାବ୍ ବାସ୍ନା ହର୍, ମଃତର୍ ଜୁୟ୍ ଲକ୍ମଃନ୍ ମୁକ୍ଳି ଆଚ୍ତି, ସେମଃନାର୍ ଗିନେ ଇତି ଜିବନ୍ ଦେଉଁକେ ସୁନ୍ଦୁର୍ ବାସ୍ନା ହର୍ । ଆର୍ ଇରଃକମ୍ କଃସ୍ଟ୍ କାମ୍ କେ କଃରୁ ହାରେ ? 17ଅଃମି ବିନ୍ ଲକାର୍ ହର୍ ଅଃମିମଃନ୍ ନିଜାର୍ ଲାବ୍ ଗିନେ ଇସ୍ୱରାର୍ କଃତା ପର୍ଚାର୍ ନଃକେରୁ, ମଃତର୍ ଅଃମି କ୍ରିସ୍ଟର୍ ଦଃଙ୍ଗ୍ଳା ହର୍ ଇସ୍ୱର୍ ଦିରା ବାବେ ଇସ୍ୱରାର୍ ସଃତ୍ କଃତା ପର୍ଚାର୍ କଃରୁଲୁ ।
3ନଃଉଆଁ ନିୟମାର୍ ଗତିଦଃଙ୍ଗ୍ଳା
1ଅଃମିମଃନ୍ କି ଆରେକ୍ ଗଟ୍ତର୍ ନିଜାର୍ ଗୁଣ୍ଗିତ୍ କଃଉଁକେ ଆରୁମ୍ କଃରି ଆଚୁ ? କି ବିନ୍ କାର୍ ହର୍ ଅଃମି କାୟ୍ ତୁମିମଃନାର୍ ହାକ୍ କି ତୁମିମଃନାର୍ ଲଃଗେହୁଣି ଜାଣ୍ତା ଚିଟି ଲଳା କଃରୁଲୁ ? 2ତୁମିମଃନ୍କେ ତ ଅଃମିମଃନାର୍ ମଃନେ ଲେକା ଅୟ୍ଲାର୍ ଆର୍ ସଃବୁ ଲକ୍ ଜାଣ୍ତାର୍ ଆର୍ ଆରେକ୍ ହଳ୍ଲା ଅଃମିମଃନାର୍ ଚିଟି ହର୍ । 3ଇ ଜାଣ୍ତା ଚିଟି କ୍ରିସ୍ଟ ନିଜେ ଲେକ୍ଲାର୍ ଆର୍ ଅଃମାର୍ ସେବାର୍ କାମେ ହଃଟାୟ୍ଲାର୍; ସେରି କାଳି ସଃଙ୍ଗ୍ ଲେକ୍ଲାର୍ ନାୟ୍, ମଃତର୍ ଜିବନ୍ ଇସ୍ୱରାର୍ ଆତ୍ମା ସଃଙ୍ଗ୍ ଲେକ୍ଲାର୍, ଟେଳା ହାଟାୟ୍ ନାୟ୍, ମଃତର୍ ଲକ୍ମଃନାର୍ ମଃନ୍ ହର୍ ହାଟା ତଃୟ୍ ।
4ଆର୍, କ୍ରିସ୍ଟର୍ ଗିନେ ଇସ୍ୱରାର୍ ଉହ୍ରେ ବଃର୍ସା କଃରି ଅଃମିମଃନାର୍ ଇରଃକମ୍ କଃତା କଃଉଁଲୁ । 5ଅଃମିମଃନ୍ ଜେ ନିଜାର୍ ତଃୟ୍ହୁଣି କାୟ୍ରି ନଃଜାଣ୍ତା ଆସ୍ତି ବାର୍ କଃରୁକେ ଜୟ୍ଗ୍, ଇବାନ୍ୟା ନାୟ୍, ମଃତର୍ ଅଃମିମଃନାର୍ ଜୟ୍ଗ୍ ଇସ୍ୱର୍ ତଃୟ୍ହୁଣି । 6ନଃଉଆଁ ନିଅମ୍କେ ବିନ୍ ଲକାର୍ ତଃୟ୍ ପର୍ଚାର୍ କଃରୁକେ ସେ ଅଃମିକ୍ ବଃଣ୍ଡାର୍ଗଃରିଆ କଃରିଆଚେ, ଇତି ଲେକ୍ଲା ନିଅମ୍ ନୟ୍, ମଃତର୍ ଆତ୍ମାର୍ । କାୟ୍ତାକ୍ବଃଲେକ୍ ଲେକ୍ଲା ନିୟମ୍ ଦେତାର୍, ମଃତର୍ ଆତ୍ମା ଜିବନ୍ ଦେତାର୍ ।
7ମସାର୍ ନିୟମ୍ ଟେଳା ଉହ୍ରେ ଲେକା ଅୟ୍ରିଲି, ଆର୍ ଇସ୍ୱରାର୍ ଜଃଜ୍ମାନାର୍ ସଃଙ୍ଗ୍ ଦିଆ ଜାୟ୍ରିଲି । ଅୟ୍ଲେକ୍ ହେଁ ଇସ୍ରାଏଲ୍ ହୟ୍ସିମଃନ୍ ମସାର୍ ମୁଏଁ ହୁଣି ଚଃନେକ୍ ରେତା ସେବା କାମାର୍ ଉଜାଳାର୍ ଗିନେ ତାର୍ ମୁଏଁ ତିର୍ ଆକାୟ୍ ଦଃକୁ ନଃହାୟ୍ଲାୟ୍ । ଜଦି ନିଅମ୍ ଆଣ୍ଲେକ୍ ହେଁ, ସେରି ଜଃଜ୍ମାନ୍ ସଃଙ୍ଗ୍ ଆସିରିଲି, 8ତଃବେ ଇସ୍ୱରାର୍ ଆତ୍ମା ତଃୟ୍ ହୁଣି ଆୟ୍ଲା ସେବାକାମାର୍ ନଃଉଆଁ ନିଅମ୍ କଃତେକ୍ ଅଃଦିକ୍ ଜଃଜ୍ମାନାର୍ ନୟେ ? 9କାୟ୍ତାକ୍ବଃଲେକ୍ ଜଦି ଦଃଣ୍ଡ୍ଦେତା ସେବାକାମ୍ ଜଃଜ୍ମାନାର୍, ତଃବେ ମୁକ୍ତି ଆଣ୍ତା ଦଃର୍ମ୍କାମ୍ ତ ଆରେକ୍ ଅଃଦିକ୍ ଜଃଜ୍ମାନାର୍ । 10ଜୁୟ୍ତାର୍ ଗିନେ ଜାୟ୍ରି ଜଃଜ୍ମାନାର୍ ଅୟ୍ରିଲି, ସେରି ସେତିର୍ ବେସି ଅଃଦିକ୍ ଜଃଜ୍ମାନାର୍ କଃତାର୍ ତୁଳ୍ନାୟ୍ ଜଃଜ୍ମାନ୍ ନୟ୍ଲାର୍ ଅୟ୍ଆଚେ । 11କାୟ୍ତାକ୍ବଃଲେକ୍ ଚଃନେକ୍ ରେତା କଃତା ଜଃଜ୍ମାନାର୍ ଅୟ୍ଲି, ତଃବେ ସଃବୁବଃଳ୍ ରେତା କଃତା ଆରେକ୍ ଅଃଦିକ୍ ଜଃଜ୍ମାନେ ଆଚେ ।
12ତଃବେ, ଇରଃକମ୍ ବଃର୍ସା ହାୟ୍କଃରି ଅଃମିମଃନ୍ ବଃଡେ ସାସି ଲକ୍ । 13ଆର୍, ଇସ୍ରାଏଲ୍ ହୟ୍ସିମଃନ୍ ଜଃନ୍କଃରି ସେ ଚଃନେକ୍ ରେତା ଜଃଜ୍ମାନ୍ ନଃସ୍ଟ୍ ଅଃଉତାର୍ ତିର୍ ଆକାୟ୍ ନଃଦେକ୍ତି, ସେତାର୍ଗିନେ ମସା ଜଃନ୍କାର୍ ଅଃହ୍ଣାର୍ ମୁଏଁ ଅଡ୍ଣା ଡାହ୍ତିରିଲା, ଅଃମିମଃନ୍ ସେବାନ୍ୟା ନଃକେରୁ । 14ମଃତର୍ ସେମଃନାର୍ ଗ୍ୟାନ୍କେ ଅଃଟୁଆ ଅୟ୍ଆଚେ, କାୟ୍ତାକ୍ବଃଲେକ୍ ଆଜି ହଃତେକ୍ ହଃର୍ନା ନିଅମ୍ ହଳ୍ତା ବଃଳ୍ ସେ ଅଡ୍ଣା ଡାହିଅୟ୍ଲାର୍ ହୁର୍ବାର୍ ହର୍ ଆଚେ, ଆର୍ କ୍ରିସ୍ଟର୍ ତଃୟ୍ ସେ ଅଡ୍ଣା ଡାହିଅୟ୍ଲାର୍ ଜେ ଲୁକି ଜଃଉଁଲି, ଇରି ଜାଣା ନଃହେଳୁଲି । 15ମଃତର୍ ଆଜି ହଃତେକ୍ ମସାର୍ ବିଦି ହଳ୍ତା ବଃଳ୍ ସେମଃନାର୍ ମଃନ୍ ଅଡ୍ଣାୟ୍ ଡାହିଅୟ୍ ରୟ୍ଦ୍ । 16ଦଃର୍ମ୍ ସାସ୍ତରେ ଲେକାଆଚେ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ତଃୟ୍ ବାଉଳ୍ତି “ସେମଃନାର୍ ଅଡ୍ଣା ଗୁଚା ଅୟ୍ଦ୍ ।” 17ଇତି ଲେକା ଅୟ୍ଲା “ମାପ୍ରୁ” ଆତ୍ମା, ଆର୍ ଜୁୟ୍ତି ମାପ୍ରୁର୍ ଆତ୍ମା ସେତି ମୁକ୍ତ । 18ମଃତର୍ ଅଃମିମଃନ୍ ସଃବୁ ଲକ୍ ଅଡ୍ଣା ଡାହି ନଃଉତା ମୁଏଁ ଅଃବେ ତଃରାସ୍ ହାୟ୍ ଦଃର୍ହାଣେ ଦଃକ୍ଲା ହର୍ ମାପ୍ରୁର୍ ଜଃଜ୍ମାନ୍ ଦଃକି ଦଃକି ଜଃଜ୍ମାନ୍ ଅବୁସ୍ତାୟ୍ ହୁଣି ଅଃଦିକ୍ ଜଃଜ୍ମାନ୍ ହାୟ୍ ତାର୍ ସେ ମୁର୍ତି ଅୟ୍ ବାଦ୍ଲି ଆଚୁ । ଜୁୟ୍ତାର୍ ଗିନେ ମାପ୍ରୁ ଜେ କି ଆତ୍ମା, ତାର୍ ତଃୟ୍ହୁଣି ଇ ସଃବୁ ଅଃଉଁଲି ।
4ମାଟିଡକାୟ୍ ସଃର୍ଗାର୍ ଦଃନ୍
1ତଃବାର୍ଗିନେ, ଅଃମିମଃନ୍ ଦଃୟା ହାୟ୍ ଇ ସେବା କଃର୍ତା ହଃଦ୍ ହାୟ୍ଆଚୁ ଲାଗି, ଅଃମି ସାସ୍ ନୟ୍ଲା ଲକ୍ ହର୍ ନାୟ୍, 2ମଃତର୍ ଅଃମିମଃନ୍ ଲାଜାର୍ ଲୁକ୍ଲା କଃତା ସଃବୁ ଚାଡି ଆଚୁ, ଇତାର୍ ଗିନେ ଅଃମିମଃନ୍ ଟକ୍ତା ଲକ୍ ହର୍ ଚାଲାଚାଲ୍ତି ନଃକେରୁ କି ଇସ୍ୱରାର୍ କଃତା ମିଚେ ବେବାର୍ ନଃକେରୁ, ମଃତର୍ ସଃତ୍ ଜାଣାୟ୍କଃରି ଇସ୍ୱରାର୍ ମୁଏଁ ସଃବୁ ମାନାୟ୍ର୍ ବାବ୍ନା ଲଃଗେ ନିଜ୍ନିଜ୍କେ ଜୟ୍ଗ୍ ଦଃକାଉଁଲୁ । 3ମଃତର୍ ଅୟ୍ଲେକ୍ ହେଁ ଅଃମିମଃନାର୍ ନିକ କବୁର୍ ଡାହି ଅୟ୍ ରଃୟ୍ଦ୍, ସେରି ନାସ୍ ହାୟ୍ଲା ଲକ୍ମଃନାର୍ ଗିନେ ଡାହି ଅୟ୍ଆଚେ । 4ଇସ୍ୱରାର୍ ମୁର୍ତି ହର୍ ଜେ କ୍ରିସ୍ଟ ତାର୍ ଜଃଜ୍ମାନାର୍ ନିକ କବୁରାର୍ ଉଜାଳ୍ ଜଃନ୍କଃରି ଇରଃକମ୍ ଲକାର୍ ଗିନେ ଜାଣା ନଃହେଳେ, ଇତାର୍ ଗିନେ ଇ ଜଃଗତାର୍ ଅଃଦିକାରି ସୟ୍ତାନ୍ ଅବିସ୍ୱାସିମଃନାର୍ ଗ୍ୟାନ୍ଆକି କାଣା କଃରି ଆଚେ ସେମଃନ୍କେ ନଃଡିସେ । 5ବଃଲେକ୍ ଅଃମିମଃନ୍ ଅଃମାର୍ ବିସୟେ ପର୍ଚାର୍ ନଃକେରୁ, ମଃତର୍ କ୍ରିସ୍ଟ ଜିସୁ ହଃକା ମାପ୍ରୁ ବଃଲି ପର୍ଚାର୍ କଃରୁଲୁ, ଆରେକ୍ ଜିସୁର୍ ଗିନେ ଅଃମିମଃନ୍ ଜେ ତୁମିମଃନାର୍ ସେବାକାରି । 6କାୟ୍ତାକ୍ବଃଲେକ୍ ଜୁୟ୍ ଇସ୍ୱର୍ କୟ୍ରିଲା, “ଅଃନ୍ଦାର୍ ବିତ୍ରେ ହୁଣି ଉଜାଳ୍ ଜାଣା ହଃଳ ।” ସେ ଇସ୍ୱର୍ ଅଃମିମଃନାର୍ ମଃନେ ଉଜାଳ୍ ଦଃୟ୍ଆଚେ, ଜଃନ୍କଃରି ଅଃମି କ୍ରିସ୍ଟର୍ ମୁଏଁ ଜାଣା ହଃଳ୍ଲା ଇସ୍ୱରାର୍ ଜଃଜ୍ମାନାର୍ ଗ୍ୟାନାର୍ ଉଜାଳ୍ ଜାଣୁହାରୁ ।
7ମଃତର୍ ବଃଡେ ସଃକାତ୍ ଜେ ଇସ୍ୱରାର୍, ଆରେକ୍ ସେରି ଜେ ଅଃମିମଃନାର୍ ତଃୟ୍ହୁଣି ବାରାୟ୍ଲାର୍ ନାୟ୍, ଇତି ଜଃନ୍କଃରି ଜାଣା ହଃଳେଦ୍, ଇତାର୍ ଗିନେ ଅଃମିମଃନ୍ ଇ ସଃର୍ଗାର୍ ଦଃନ୍ ମାଟିର୍ ମାଡାୟ୍ ହାୟ୍ଆଚୁ । 8ଅଃମିମଃନ୍ ସଃବୁ ରଃକମାର୍ କଃସ୍ଟ୍ ବୟଃଗ୍ କଃରି ଆଚୁ, ଅୟ୍ଲେକ୍ ହେଁ ବାଙ୍ଗି ନଃହେଳୁ; ବୁଦି ବାଣା ଅୟ୍ ଆଚୁ, ଅୟ୍ଲେକ୍ ହେଁ ଆସା ନଃଚାଡୁ । 9ଅଃମିମଃନ୍ ତାଡ୍ନା ହାୟ୍ଆଚୁ, ଅୟ୍ଲେକ୍ ହେଁ ଇସ୍ୱର୍ ଅଃମିମଃନ୍କେ କଃବେ ନଃଚାଡେ, ମଃଲା ହର୍ ଅୟ୍ ଆଚୁ, ଅୟ୍ଲେକ୍ ହେଁ ନାସ୍ ନଃଉଁ । 10ଅଃମିମଃନ୍ ସଃବୁବଃଳ୍ ଜିସୁର୍ ମଃର୍ନ୍ ବୟଃଗ୍ ଗଃଗାଳେ ଜାଣୁଲୁ, ଜଃନ୍କଃରି ଜିସୁର୍ ଜିବନ୍ ହେଁ ଅଃମିମଃନାର୍ ଗଃଗାଳେ ଜାଣା ହଃଳେଦ୍ । 11କାୟ୍ତାକ୍ବଃଲେକ୍ ଜିସୁର୍ ଜିବନ୍ ଜଃନ୍କଃରି ଅଃମିମଃନାର୍ ହୁର୍ତିବିର୍ ଗଃଗାଳେ ଜାଣା ହଃଳେଦ୍, ଇତାର୍ ଗିନେ ଅଃମିମଃନ୍ ଜିବନ୍ ଅୟ୍ଲେକ୍ ହେଁ ସଃବୁବଃଳ୍ ଜିସୁର୍ ଗିନେ ମଃର୍ନାର୍ ମୁଏଁ ସଃହ୍ରି ଅୟ୍ ଆଚୁ । 12ଇରଃକମ୍ ଅଃମିମଃନାର୍ ତଃୟ୍ ମଃର୍ନ୍, ମଃତର୍ ତୁମାର୍ ତଃୟ୍ ଜିବନ୍ କାମ୍ ହୁରଣ୍ କଃରୁଲି ।
13ସାସ୍ତର୍ କଃଉଁଲି, “ମୁୟ୍ଁ ବିସ୍ୱାସ୍ କଃଲେ, ଇତାକ୍ କଃତା କୟ୍ଲେ ।” ସେ ବିସ୍ୱାସାର୍ ଆତ୍ମା ହାୟ୍ରିଲା ଗିନେ ଅଃମିମଃନ୍ ହେଁ ବିସ୍ୱାସ୍ କଃରୁଲୁ, ଇତାର୍ ଗିନେ କଃତା କଃଉଁଲୁ । 14କାୟ୍ତାକ୍ବଃଲେକ୍ ଅଃମିମଃନ୍ ସେ ଇସ୍ୱର୍କେ ଜାଣିଆଚୁ, ଜେ ମାପ୍ରୁ ଜିସୁକେ ଜିବନ୍ ଦଃୟ୍ ଉଟାୟ୍ଲା, ସେ ଅଃମିମଃନ୍କେ ହେଁ ଜିସୁର୍ ସଃଙ୍ଗ୍ ଜିବନ୍ ଦଃୟ୍ ଉଟାୟ୍ଦ୍ ଆର୍ ଅଃମିମଃନ୍କ୍ ତୁମିମଃନାର୍ ସଃଙ୍ଗ୍ ତାର୍ତଃୟ୍ ନଃୟ୍ଦ୍ । 15ଜୁୟ୍ତାର୍ ଗିନେ ସଃବୁ କଃତା ତୁମିମଃନାର୍ ଗିନେ ଅଃଉଁଲି, ଇସ୍ୱରାର୍ ଦଃୟା ଆରେକ୍ ବାଡିକଃରି ଗାଦେକ୍ ଲକାର୍ ତଃୟ୍ ହଚ୍ଲେକ୍, ଆରେକ୍ ଅଃଦିକ୍ ଲକ୍ ସଃର୍ଦା ମଃନେ ଇସ୍ୱରାର୍ ଜଃଜ୍ମାନ୍ ଗିନେ ଦନ୍ୟବାଦ୍ ଜାଣାଉତି ।
ବିସ୍ୱାସେ ବାଡ୍ତା ଜିବନ୍
16ସେତାର୍ ଗିନେ ଅଃମିମଃନ୍ କାନିକଃର୍ମ୍ ନଃଉଁ, ମଃତର୍ ଅଃମାର୍ ହଃଦାର୍ ମାନାୟ୍ ନଃସ୍ଟ୍ ଅୟ୍ଲେକ୍ ହେଁ ଅଃମିମଃନାର୍ ମଃନ୍ ବିତ୍ରାର୍ ମାନାୟ୍ ଦିନ୍କେ ଦିନ୍ ନଃଉଆଁ ଅଃଉଁଲି । 17କାୟ୍ତାକ୍ବଃଲେକ୍ ଇ ଚଃନେକ୍ କାଳ୍ ରେତା ସଃମ୍ବାଳ୍ତା କଃସ୍ଟ୍ ଅଃଦିକ୍ ବୁତେକ୍ କଃରି ଅଃମିମଃନାର୍ ଗିନେ ଅଃମ୍ବର୍ କାଳ୍ ରେତା ବଃଡେ ଜଃଜ୍ମାନ୍ ହୁରୁଣ୍ କଃରୁଲି । ଇ ଅଃମ୍ବର୍ ଜଃଜ୍ମାନ୍ କଃସ୍ଟ୍ ତଃୟ୍ହୁଣି ଅଃଦିକ୍ ବଃଡ୍ । 18ଜୁୟ୍ତାର୍ ଗିନେ ଅଃମିମଃନ୍ ଡିସ୍ତା କଃତାକ୍ ନଃଦେକି ନଃଡିସ୍ତାର୍ କଃତାକ୍ ଦଃକୁଲୁ, କାୟ୍ତାକ୍ବଃଲେକ୍ ଡିସ୍ତା କଃତା ଚଃନେକ୍ କାଳ୍ ଗିନେ ରଃୟ୍ଦ୍, ମଃତର୍ ନଃଡିସ୍ତାର୍ କଃତା ଅଃମ୍ବର୍ କାଳ୍ ଗିନେ ରଃୟ୍ଦ୍ ।
51କାୟ୍ତାକ୍ବଃଲେକ୍ ଅଃମି ଜାଣିଆଚୁ, ଜୁୟ୍ ତୁମ୍ ହର୍ ହୁର୍ତିବିର୍ ଗଃରେ ଅଃମି ଅଃବେ ବାସା କଃରୁଲୁ, ସେରି ନାସ୍ ଅୟ୍ଗଃଲେକ୍, ଇସ୍ୱର୍ ଅଃମିକ୍ ସଃର୍ଗେ ସଃବୁ ଦିନ୍ ରେତା ଗଃର୍ ଜାଗାୟ୍ ଦଃୟ୍ଦ୍ । ସେରି ମାନାୟ୍ ଆତେ ତିଆର୍ କଃଲାର୍ ନାୟ୍, ମଃତର୍ ସେରି ନିଜେ ଇସ୍ୱର୍ ତିଆର୍ କଃଲାର୍, ଜୁୟ୍ରି ସଃବୁ ଦିନ୍ ରଃୟ୍ଦ୍ । 2ଜୁୟ୍ତାର୍ ଗିନେ ଅଃମିମଃନ୍ ତ ଅଃମିମଃନାର୍ ସଃର୍ଗାର୍ ଗଃର୍ହର୍ ବଃସ୍ତର୍ ହିନ୍ଦୁକ୍ ଗଟେକ୍ ମଃନେ ଇଚା କଃରି ଇ ଗଃରେ ରେଉଁରେଉଁ ଦୁକେ କାନ୍ଦୁଲୁ । 3ମଃତର୍ ସେ ସଃର୍ଗାର୍ ଗଃରେ ଗଃଲେକ୍, ଅଃମିମଃନ୍ ନଃଗ୍ଳା ନଃଡିସୁ । 4କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇ ତୁମ୍ ତଃୟ୍ ବାସା କଃରି ବଜ୍ ବୟ୍ ଦୁକେ କାନ୍ଦୁଲୁ; ଜୁୟ୍ତାର୍ ଗିନେ ଅଃମିମଃନ୍ ଜେ ହୁର୍ତିବିର୍ ବଃସ୍ତର୍ ଚାଡୁକ୍ ମଃନ୍ କଃରୁଲୁ, ସେରି ନାୟ୍, ମଃତର୍ ଜିବନ୍ ଜଃନ୍କଃରି ମଃର୍ନ୍କେ ଡାହେଦ୍, ଇତାର୍ ଗିନେ ଇ ବଃସ୍ତର୍ ଉହ୍ରେ ସଃର୍ଗାର୍ ବଃସ୍ତର୍ ହିନ୍ଦୁକ୍ ଅଃମିମଃନ୍ ମଃନ୍ କଃରୁଲୁ । 5ଆର୍ ଜେ ଇତାର୍ ଗିନେ ଅଃମିମଃନ୍କେ ଜଃଗ୍ରାତ୍ କଃରି ଆଚେ, ସେ ଇସ୍ୱର୍, ସେ ଅଃମିମଃନ୍କ୍ ସଃୟ୍ତ୍ ହଃର୍କାରେ ପବିତ୍ର ଆତ୍ମା ହେଁ ଦାନ୍ କଃରିଆଚେ ।
6ତଃବେ ଅଃମିମଃନ୍ ସଃବୁବଃଳ୍ ସାସ୍ ଦଃରି ଆଚୁ, ଆର୍ ଇ ଗଃଗାଳାର୍ ଗଃରେ ଜୁୟ୍ ହଃତେକ୍ ବାସା କଃରୁଲୁ, ସେ ହଃତେକ୍ ଜେ ଅଃମିମଃନ୍ ମାପ୍ରୁର୍ ଗଃରେହୁଣି ଦୁରିକ୍ ବାସା କଃରୁଲୁ, ଇତି ଜାଣିଆଚୁ । 7କାୟ୍ତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ । 8ହିଁ ଅଃମିମଃନ୍ ସାସି, ଆର୍ ଇ ଗଃଗାଳେ ହୁଣି ଦୁରିକ୍ ବାସା କଃରି ମାପ୍ରୁର୍ ତଃୟ୍ ବାସା କଃରୁଲାକ୍ ଅଃମିମଃନାର୍ ବୁତେକ୍ ସଃର୍ଦା । 9ଇତାର୍ ଗିନେ ହେଁ ବାସା କଃର୍ତା ଲକ୍ ଅଃଉଆ କି ହଃର୍ଦେସ୍ୟା ଅଃଉଆ, ତାର୍ ତଃୟ୍ ସଃର୍ଦାର୍ ଲକ୍ ଅଃଉଁକେ ଅଃମିମଃନାର୍ ବଃଡେ ମଃନ୍ । 10୫:୧୦ ରମି ୧୪:୧୦.କାୟ୍ତାକ୍ବଃଲେକ୍ ନିକ ଅଃଉଅ କି କଃରାବ୍ ଅଃଉଆ, ହଃତିଲକ୍ ଅଃହ୍ଣାର୍ ହୁର୍ତିବିର୍ ଗଃଗାଳ୍ କଃଲା କାମ୍ ହଃର୍କାରେ ହଃଳ୍ ହାଉଁକ୍ କ୍ରିସ୍ଟର୍ ବିଚାର୍ କଃର୍ତା ଟାଣେ ଅଃମି ସଃବୁ ଲକେ ଜାଣାୟ୍ ଅଃଉଁକେ ଅୟ୍ଦ୍ ।
କ୍ରିସ୍ଟର୍ ଗିନେ ଇସ୍ୱର୍ ସଃଙ୍ଗ୍ ମାପ୍ରୁସାଦ୍
11ତଃବେ ମାପ୍ରୁକ୍ ଡିର୍ତା କଃତା ଜାଣ୍ଲାକ୍ ଅଃମିମଃନ୍ ଲକ୍ମଃନ୍କେ ସିକାଉଁଲୁ, ମଃତର୍ ଅଃମିମଃନ୍ ଇସ୍ୱରାର୍ ଚଃମେ ନିକ କଃରି ଜାଣାୟ୍ ଅୟ୍ ଆଚୁ, ଆର୍ ତୁମିମଃନାର୍ ବାବ୍ନା ତଃୟ୍ ହେଁ ଜେ ନିକକଃରି ଜାଣାୟ୍ ଅୟ୍ ଆଚୁ, ଇରି ମୁୟ୍ଁ ଆସା କଃରୁଲେ । 12ଅଃମିମଃନ୍ ଆରେକ୍ ଗଟ୍ତର୍ ତୁମାର୍ ଚଃମେ ନିଜାର୍ ଗୁଣ୍ଗିତ୍ ନଃକଉଁ, ମଃତର୍ ଜୁୟ୍ ଲକ୍ମଃନ୍ ମଃନ୍ବିତ୍ରାର୍ କଃତାକ୍ ଗଃର୍ବ୍ ନଃକେରି ହଃଦାର୍ କଃତାୟ୍ ଗଃର୍ବ୍ କଃର୍ତି, ସେମଃନ୍କେ ଜଃନ୍କଃରି ଉତୁର୍ ଦେଉଁକ୍ ହାରାସ୍, ଇତାର୍ ଗିନେ ଅଃମିମଃନାର୍ ବାଟ୍ୟା ଗଃର୍ବ୍ କଃରୁକେ ତୁମିମଃନ୍କେ ବାଟ୍ ଦେଉଁଲୁ । 13କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ନିର୍ବୁଦିଆ, ସେରି ଇସ୍ୱରାର୍ ଗିନେ, କି ଜଦି ଅଃମିମଃନ୍ ବୁଦିଆ, ସେରି ତୁମିମଃନାର୍ ଗିନେ । 14କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ଲାଡ୍ ଅଃମିମଃନ୍କ୍ ଆୟ୍ତ୍ କଃରି ଚାଲାଉଁଲି, ଜୁୟ୍ତାର୍ ଗିନେ ଅଃମିମଃନ୍ ଇ ବିଚାର୍ କଃରୁଲୁ ଜେ, ଏକ୍ଲା ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃରି ରିଲାକ୍ ସଃବୁ ଲକ୍ ମଃନାର୍ ବାଗିଦାରି ଅୟ୍ଲାୟ୍ । 15ଆର୍ ସେ ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃଲା, ଜଃନ୍କଃରି ଜୁୟ୍ ଲକ୍ମଃନ୍ ଜିବନ୍ ଆଚ୍ତି, ସେମଃନ୍ ଆର୍ ଅଃହ୍ଣା ଅଃହ୍ଣାର୍ ଗିନେ ଜିବନ୍ ନଃକାଟି, ଜେ ସେମଃନାର୍ ଗିନେ ମଃର୍ନ୍ ବୟଃଗ୍ କଃଲା ଆର୍ ଉଟ୍ଲା, ତାର୍ ଗିନେ ଜିବନ୍ କାଟ୍ତି ।
16ତଃବେ ଆଜିହୁଣି ଅଃମିମଃନ୍ ଗଃଗାଳ୍ ହଃର୍କାରେ କାକେ ବିଚାର୍ ନଃକେରୁ, ଜଦି କ୍ରିସ୍ଟକେ ଗଃଗାଳ୍ ହଃର୍କାରେ ଅଃମିମଃନ୍ ବିଚାର୍ କଃରିରିଲୁ, ଅୟ୍ଲେକ୍ ହେଁ ଅଃବେ ଆର୍ ତାକେ ସେ ହଃର୍କାରେ ବିଚାର୍ ନଃକେରୁ । 17ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟ୍ଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟ୍ଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟ୍ଆଚେ । 18ମଃତର୍ ସଃବୁ କଃତା ଇସ୍ୱର୍ ତଃୟ୍ହୁଣି ଅୟ୍ଆଚେ; ସେ କ୍ରିସ୍ଟର୍ ତଃୟ୍ ଅଃହ୍ଣାର୍ ସଃଙ୍ଗ୍ ଅଃମିମଃନ୍ ମିସାୟ୍ ଆଚେ ଆର୍ ସେ ମିସାୟ୍ଲା ତଃୟ୍ ସେବା କଃର୍ତା ହଃଦ୍ ଅଃମିମଃନ୍କେ ଦଃୟ୍ଆଚେ । 19ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
20ତଃବେ ଇସ୍ୱର୍ ଅଃମିମଃନ୍କେ କୁଦ୍ଲାର୍ ଗିନେ ଅଃମିମଃନ୍ କ୍ରିସ୍ଟର୍ ବାଟ୍ୟା ରଃଜାଦୁତାର୍ କାମ୍ କଃରୁଲୁ; କ୍ରିସ୍ଟର୍ ବାଟ୍ୟା ଅୟ୍ ଅଃମିମଃନ୍ ଗଃଉଆରି କଃରୁଲୁ, ଇସ୍ୱର୍ ତୁମିକେ ସଃତ୍ରୁ ତଃୟ୍ହୁଣି ମାପ୍ରୁସାଦ୍ କଃରି ବାଦ୍ଲାଅ । 21ଜାର୍ ତଃୟ୍ ହାହାର୍ ଚିନ୍ କଃଣ୍ଡେକ୍ ନଃରିଲି, ତାକେ ସେ ଅଃମିମଃନାର୍ ଗିନେ ହାହାର୍ ହୁଜା ହର୍ କଃଲା, ଜଃନ୍କଃରି ଅଃମିମଃନ୍ ତାର୍ ଦଃୟ୍ ଇସ୍ୱରାର୍ ଚଃମେ ଦଃର୍ମି ହର୍ ଅଃଉଁନ୍ଦ୍ ।
61ଆରେକ୍ ହେଁ ଇସ୍ୱରାର୍ ଦଃୟା ହାୟ୍ଲାର୍ ଜଃନ୍କଃରି ତୁମିମଃନାର୍ ତଃୟ୍ ହଲ୍ୟା ନୟେ, ଇତାର୍ ଗିନେ ଇସ୍ୱର୍ ସଃଙ୍ଗ୍ ଗଟେକ୍ ତଃୟ୍ କାମ୍ କଃରୁ କଃରୁ ଅଃମିମଃନ୍ ଗଃଉଆରି କଃରୁଲୁ । 2କାୟ୍ତାକ୍ବଃଲେକ୍ ଇସ୍ୱର୍ ଜାୟ୍ରି କଃଉଁଲା ସୁଣା,
“ମୁୟ୍ଁ ଦଃୟାର୍ ବଃଳ୍
ତୁମାର୍ ପାର୍ତ୍ନା ସୁଣ୍ଲେ,
ଆର୍ ମୁକ୍ଳାଉଁଣିର୍ ଦିନ୍
ମୁୟ୍ଁ ତୁମାର୍ ଉହ୍କାର୍ କଃଲେ ।”
ଦଃକା, ଅଃବେ ବଃଡେ ଦଃୟାର୍ ବେଳା; ଅଃବେ ମୁକ୍ଳାଉଁଣିର୍ ଦିନ୍ । 3ଜଃନ୍କଃରି ଅଃମିମଃନାର୍ ସେବାକଃର୍ତା ହଃଦ୍ ବାଦା ନାହାୟ୍, ସେତାର୍ଗିନେ ଅଃମିମଃନ୍ କୁୟ୍ କଃତାୟ୍ ହେଁ ବାଦା ନଃଦେଉଁକେ ଚେସ୍ଟା କଃରୁଲୁ । 4ମଃତର୍ ଅଃମି ସଃବୁ ଅବୁସ୍ତାୟ୍ ନିଜ୍କେ ଇସ୍ୱରାର୍ ସେବାକାରି ହର୍ ଚିନାୟ୍ ଦେଉଁଲୁ । ବୁତେକ୍ ସାସ୍ ସଃଙ୍ଗ୍ ଅଃମି ସଃବୁ ରଃକମାର୍, କଃସ୍ଟ୍ ତଃୟ୍, ଦୁର୍ଦଃସା ତଃୟ୍, ବିପ୍ତି ତଃୟ୍ ସଃମ୍ବାଳି ଆଚୁ, 5୬:୫ ପେରି ୧୬:୨୩.ମାଡ୍ ତଃୟ୍, ଜଃଇଲେ ହୁର୍ଲା ତଃୟ୍, ଗଃଣ୍ଡ୍ଗଳ୍ ତଃୟ୍, ହାୟ୍ଟି କଃର୍ତା ତଃୟ୍, ନଃସଉତା ରାତି ତଃୟ୍, ବୁକାର୍ ତଃୟ୍, 6ପବିତ୍ର ତଃୟ୍, ଗ୍ୟାନ୍ ତଃୟ୍, ସଃମ୍ବାଳ୍ତା ତଃୟ୍, ଦିରାବାବ୍ ତଃୟ୍, ପବିତ୍ର ଆତ୍ମାର୍ ତଃୟ୍, ନିକ ଲାଡ୍ ତଃୟ୍, 7ସଃତ୍ କଃତା ତଃୟ୍, ଇସ୍ୱରାର୍ ସଃକ୍ତି ତଃୟ୍ । ଅଃମାର୍ କାତା ଆର୍ ଡେବ୍ରି ଆତେ ଦଃର୍ମାର୍ କଃଣ୍ଡାକାତି ଆଚେ । 8ଅଃମି ମାନ୍ତି ଆର୍ ଅମାନ୍ୟାର୍ ହାୟ୍ଆଚୁ । ଅଃମି ଲାଜ୍ ହାୟ୍ଆଚୁ ଆର୍ ଗୁଣ୍ଗିତ୍ ହାୟ୍ଆଚୁ । ମିଚ୍ କଃଉତା ଲକାର୍ ହର୍ ଅୟ୍ ଆଚୁ ମଃତର୍ ଅଃମି ସଃତ୍ କଃଉତା ଲକ୍, 9ନଃଚିନ୍ଲା ଲକାର୍ ହର୍ ମଃତର୍ ଚିନଃଲା ଲକ୍, ମଃଲା ଲକାର୍ ହର୍, ମଃତର୍ ଦଃକା, ଅଃମିମଃନ୍ ଜିବନ୍ ଆଚୁ, ଡଃଣ୍ଡ୍ ହାୟ୍ଲା ଲକାର୍ ହର୍, ମଃତର୍ ମାରାୟ୍ ନଃଉଁ, 10ଦୁକାର୍ ଲକ୍ ହର୍, ମଃତର୍ ସଃବୁବଃଳ୍ ସଃର୍ଦା, ଗଃରିବ୍ ଲକାର୍ ହର୍, ମଃତର୍ ଗାଦେକ୍ ଲକ୍କେ ଦଃନ୍ ଦେଉଁକେ ଲକ୍, କାୟ୍ରି ନଃହାଉତା ଲକାର୍ ହର୍, ମଃତର୍ ସଃବୁ ହାୟ୍ଲା ଲକ୍ ।
11ଏ କରନ୍ତିର୍ ଲାଡାର୍ ବାୟ୍ ଆର୍ ବେଣିମଃନ୍, ତୁମିମଃନ୍କେ ଅଃମିମଃନାର୍ ସଃବୁ କଃତା କୟ୍ଆଚୁ, ଅଃମିମଃନ୍ ତୁମିକେ ମଃନ୍ ଦଃୟ୍ ଲାଡ୍ କଃରୁଲୁ । 12ତୁମିମଃନାର୍ ହାକ୍ ଅଃମିମଃନାର୍ ଲାଡ୍ ଉଣା ନାୟ୍, ମଃତର୍ ତୁମିମଃନାର୍ ଲାଡ୍ ଉଣା । 13ନିଜାର୍ ହିଲାମଃନ୍କେ କୟ୍ଲା ହର୍ ମୁୟ୍ଁ କଃଉଁଲେ, ଅଃମିମଃନ୍ ତୁମିକେ ଜଃନ୍କଃରି ଲାଡ୍ କଃରୁଲୁ ସେବାନ୍ୟା ଅଃମିମଃନ୍କ୍ ହେଁ ଲାଡ୍ କଃରା । ତୁମିମଃନାର୍ ମଃନ୍ ହେଁ ଅସାର୍ କଃରି ଉଗାଳା ।
ଅଃବିସ୍ୱାସି ମଃନ୍କେ ଜାଚାୟ୍ ନଃଉଆଁ
14ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟ୍ ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟ୍ ମିଳାମିସା ? 15ସୟ୍ତାନ୍ ସଃଙ୍ଗ୍ କ୍ରିସ୍ଟର୍ କାୟ୍ ମିଳାମିସା ? କି ଅବିସ୍ୱାସି ସଃଙ୍ଗ୍ ବିସ୍ୱାସିର୍ କାୟ୍ ବାଗ୍ ? 16୬:୧୬ ୧ କର ୩:୧୬; ୬:୧୯.ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟ୍ ମିସାଣ୍ ଆଚେ ? କାୟ୍ତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍,
ଜଃନ୍କଃରି ଇସ୍ୱର୍ କୟ୍ଆଚେ, “ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍,
ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍;
ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍,
ଆର୍ ସେମଃନ୍ ମର୍ ଲକ୍ ଅଃଉତି ।”
17ଇତାର୍ ଗିନେ ମାପ୍ରୁ ଇରି କଃଉଁଲା,
“ତୁମିମଃନ୍ ସେମଃନାର୍ ବିତ୍ରେ ହୁଣି ବାରାୟ୍ ଆସା,
ଆର୍ ଅଃଲ୍ଗା ଅଃଉଆ, ଆର୍ ବିଟାଳ୍ରି ଚିଉଆ ନାୟ୍,
ଆରେକ୍ ମୁୟ୍ଁ ତୁମିମଃନ୍କେ ଆଗଳି ଦଃରିନ୍ଦ୍ ।
18ମୁୟ୍ଁ ତୁମିମଃନାର୍ ଉବାଦି ଅୟ୍ନ୍ଦ୍,
ଆରେକ୍ ତୁମିମଃନ୍ ମର୍ ହଅ ଜିଇ ଅଃଉଆସ୍
ଇରି ସଃବ୍କେ ଜିଣା ସଃକ୍ତିମାନ୍ ମାପ୍ରୁ କଃଉଁଲା ।”
71ତଃବେ, ଏ ଲାଡାର୍ମଃନ୍, ଇ ସଃବୁ ସଃୟ୍ତ୍ ଅଃମିକ୍ ସଃୟ୍ତ୍ କଃରା ଅୟ୍ଆଚେ, ଗଃଗାଳ୍ ଆର୍ ଆତ୍ମାର୍ ସଃବୁ ବିଟାଳ୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁଆଁ, ଆରେକ୍ ଇସ୍ୱର୍କେ ଡିରିକଃରି ପବିତ୍ର ତଃୟ୍ ସିଦ୍ ଅଃଉଁଆ ।
ପାଉଲାର୍ ସଃର୍ଦା
2ତୁମିମଃନାର୍ ମଃନେ ଅଃମିମଃନ୍କ୍ ଟାଣ୍ ଦିଆ; ଅଃମିମଃନ୍ କାର୍ ଅଃନ୍ୟାୟ୍ ନଃକେରୁ, କାର୍ ନଃସ୍ଟ୍ ନଃକେରୁ, କାର୍ତଃୟ୍ ହୁଣି କାୟ୍ରି ଲାବ୍ କଃରୁକେ ଚେସ୍ଟା ନଃକେରୁ । 3ମୁୟ୍ଁ ତୁମିମଃନ୍କେ ଦଃସ୍ ଦେଉଁକ୍ ଇରି ନଃକୟ୍ଁ; କାୟ୍ତାକ୍ବଃଲେକ୍ ମୁୟ୍ଁ ହୁର୍ବେ କୟ୍ଆଚି, ତୁମିମଃନ୍କେ ଅଃମିମଃନାର୍ ମଃନ୍ବିତ୍ରେ ଇବାନ୍ୟା ଟାଣ୍ ହାୟ୍ ଆଚାସ୍ ଜେ, ମଃଲେକ୍ ଅଃମିମଃନ୍ ସଃଙ୍ଗେ ମଃରୁଆଁ, ଆରେକ୍ ବାଚ୍ଲେକ୍ ସଃଙ୍ଗେ ବଚୁଆଁ । 4ତୁମିମଃନାର୍ ତଃୟ୍ ମର୍ ହୁରାହୁରି ବିସ୍ୱାସ୍ ଆଚେ, ତୁମିମଃନାର୍ ବିସୟେ ମର୍ ବଃଡେ ଗଃର୍ବ୍; ମୁୟ୍ଁ ସୁସ୍ତାୟ୍ ହୁର୍ନ୍ ଅୟ୍ ଆଚି, ଅଃମିମଃନାର୍ ସଃବୁ କଃସ୍ଟ୍ ତଃୟ୍ ମର୍ ସଃର୍ଦା ଉଚ୍ଳି ଜଃଉଁଲି ।
5୭:୫ ୨ କର ୨:୧୩.କାୟ୍ତାକ୍ବଃଲେକ୍ ମାକିଦନିଆ ତଃୟ୍ ହଚ୍ଲା ହଃଚେ ହେଁ ହଃଦାୟ୍ ମାଡ୍ଗଳ୍ ଆର୍ ବିତ୍ରେ ଡିର୍, ଇବାନ୍ୟା ସଃବୁ ହଃର୍କାରେ କଃସ୍ଟ୍ ବୟଃଗ୍ କଃଲାକ୍ ଅଃମିମଃନାର୍ ଗଃଗାଳ୍ ହେଁ ବିସାଉଁକ୍ ନଃହାୟ୍ଲି । 6ଅୟ୍ଲେକ୍ ହେଁ ନିରାସ୍ ରିଲା ଲକ୍କେ ସୁସ୍ତା ଦଃୟ୍ଦ୍ ଜୁୟ୍ ଇସ୍ୱର୍, ସେ ତିତସ୍ ଆୟ୍ଲାକ୍ ଅଃମିମଃନ୍କ୍ ସୁସ୍ତା ଦିଲା । 7ଆର୍ ସେ ଅଃବ୍କା ଆୟ୍ଲାକ୍ ନାୟ୍, ମଃତର୍ ଜୁୟ୍ ସୁସ୍ତା ତଃୟ୍ ସେ ତୁମିମଃନାର୍ ହାକ୍ ଜୁୟ୍ ଜୁୟ୍ ସୁସ୍ତା ହାୟ୍ରିଲା, ସେ ହେଁ ସୁସ୍ତା ଦିଲା, ବଃଲେକ୍ ମର୍ ଗିନେ ତୁମାର୍ କଃତେକ୍ ଦୁକ୍ ମରବାଟ୍ୟା ଅଃଉଁକେ କଃଡେକ୍ ସଃର୍ଦା ସେତାକ୍ ଜଃବର୍ ସଃର୍ଦା ଅୟ୍ ଆଚି ।
8ଜୁୟ୍ତାର୍ ଗିନେ ମର୍ ଚିଟି ତୁମିମଃନ୍କେ ଦୁକ୍ ଦିଲି ଅୟ୍ଲେକ୍ ହେଁ, ମୁଁୟ୍ଁ ସେତାର୍ଗିନେ ଦୁକ୍ ନଃକେରି; ସେ ଚିଟି ତୁମିମଃନ୍କେ ଅଃଳକ୍ କାଳ୍ ହଃତେକ୍ ଦିଲେ । 9ଅଃବେ ସଃର୍ଦା ଅଃଉଁଲେ, ତୁମିମଃନ୍ ଜେ ଦୁକ୍ କଃଲାସ୍, ସେତାର୍ଗିନେ ନାୟ୍, ମଃତର୍ ତୁମିମଃନାର୍ ଦୁକ୍ ଜେ ତୁମିମଃନ୍କେ ବାଦ୍ଲାୟ୍ଲି, ସେତାର୍ଗିନେ; ଜୁୟ୍ତାର୍ ଗିନେ ଅଃମାର୍ ତଃୟ୍ ତୁମାର୍ ଜଃନ୍କଃରି କାୟ୍ରି ଉଣା ନଃହେଳ ସେତାକ୍, ତୁମିମଃନ୍କେ ଇସ୍ୱରାର୍ ଇଚା ହଃର୍କାରେ ଦୁକ୍ ହାୟ୍ଲାସ୍ । 10କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଇଚା ହଃର୍କାରେ ଜୁୟ୍ ଦୁକ୍, ସେରି ମୁକ୍ଳାଉତା ଗିନେ ଇବାନ୍ୟା ମଃନ୍ ବାଦ୍ଲାଉତାର୍ ଆଣେଦ୍, ଜୁୟ୍ତାର୍ ଗିନେ ମଃନ୍ ଦୁକ୍ନାୟ୍; ମଃତର୍ ଜଃଗତାର୍ ଦୁକ୍ ମଃର୍ନ୍ ଆଣେଦ୍ । 11ଦଃକା ଜୁୟ୍ତାର୍ ଗିନେ, ଇସ୍ୱରାର୍ ଇଚା ହଃର୍କାରେ ତୁମିମଃନ୍ ଇ ଦୁକ୍ ହାୟ୍ଲାସ୍, ସେରି ତୁମିମଃନାର୍ ତଃୟ୍ କଃତେକ୍ ସଃର୍ଦାର୍ କଃତା, କଃତେକ୍ ବିରଦେ କୟ୍ ବାଙ୍ଗାଉତାର୍, କଃତେକ୍ ରିସାକଃତା, କଃତେକ୍ ଡିର୍, କଃତେକ୍ ଇଚା, କଃତେକ୍ ଉଦ୍ଜଗି, କଃତେକ୍ ବାଦୁଲ୍ତାର୍ ଆଣିଆଚେ । ଇ ବିସୟେ ତୁମିମଃନ୍ ହୁରାହୁରି ନିର୍ଦସି ବଃଲି ଟିକ୍ ହଃର୍ମାଣ୍ ଦଃୟ୍ ଆଚାସ୍ ।
12ଇତାର୍ ଗିନେ ମୁୟ୍ଁ ତୁମିମଃନାର୍ ଚଃମେ ସେ ଚିଟି ଲେକ୍ଲେ, ଅୟ୍ଲେକ୍ ହେଁ ଜେ ଅଃନ୍ୟାୟ୍ କଃରିଆଚେ, ଆର୍ ଜେ ଅଃନ୍ୟାୟ୍ ସଃମ୍ବାଳି ଆଚେ, ତାର୍ ଗିନେ ଲେକ୍ଲେ, ସେରି ନାୟ୍, ମଃତର୍ ଅଃମିମଃନାର୍ ଗିନେ ତୁମିମଃନାର୍ ଇଚା ଜଃନ୍କଃରି ଇସ୍ୱରାର୍ ତଃୟ୍ ତୁମିମଃନାର୍ ବିତ୍ରେ ଜାଣା ହଃଳେଦ୍, ସେତାର୍ଗିନେ ଲେକ୍ଲେ । ତଃବେ ଅଃମିମଃନ୍ ସୁସ୍ତା ହାୟ୍ଆଚୁ । 13ଆରେକ୍ ଅଃମିମଃନାର୍ ସୁସ୍ତାୟ୍ ଅଃମିମଃନ୍ ତିତସାର୍ ସଃର୍ଦାର୍ ଗିନେ ଆରେକ୍ ଅଃଦିକ୍ ସଃର୍ଦା କଃଲୁ, କାୟ୍ତାକ୍ବଃଲେକ୍ ତାର୍ ଆତ୍ମା ତୁମି ସଃବୁ ଲକାର୍ ତଃୟ୍ ଜିବନ୍ ଅୟ୍ଆଚେ । 14ଜୁୟ୍ତାର୍ ଗିନେ ଜଦି କୁୟ୍ କଃତାୟ୍ ତିତସାର୍ ଚଃମେ ତୁମିମଃନାର୍ ବିସୟେ ମୁୟ୍ଁ ଗଃର୍ବ୍ କଃରି ଆଚି, ତଃବେ ଲାଜ୍ ନଃକେରି, ମଃତର୍ ଜଃନ୍କଃରି ଅଃମିମଃନ୍ ସଃବୁ କଃତାୟ୍ ତୁମିମଃନଃକ୍ ସଃତ୍ କୟ୍ରିଲୁ, ସେବାନ୍ୟା ତିତସାର୍ ମୁଏଁ ଅଃମିମଃନାର୍ ଗଃର୍ବ୍ ହେଁ ସଃତ୍ ବଃଲି ଜାଣା ଜଃଉଁଲି । 15ଆର୍ ଜଃନ୍କା ଡିର୍ ଆର୍ ବେମ୍ରି ତଃୟ୍ ତୁମିମଃନ୍କେ ତାକେ ଆଗଳି କଃରି ସଃବୁ ଲକ୍ ତାର୍ କଃତା ମାନ୍ଲାସ୍, ଇରି ଏତାୟ୍ କଃରି ତୁମାର୍ ହାକ୍ ତାର୍ ମଃନ୍ବିତ୍ରାର୍ ଲାଡ୍ ଅଃଦିକ୍ ବାଡୁଲି । 16ମୁୟ୍ଁ ଜେ ସଃବୁ କଃତାୟ୍ ତୁମିମଃନାର୍ ତଃୟ୍ ହୁରାହୁରି ବିସ୍ୱାସ୍ କଃରୁ ହାରି, ଇତାର୍ ଗିନେ ସଃର୍ଦା କଃରୁଲେ ।
8ବିସ୍ୱାସିମଃନାର୍ ଦାନ୍
1୮:୧ ରମି ୧୫:୨୬.ଏ ବାୟ୍ବେଣିମଃନ୍, ମାକିଦନିଆର୍ ବିସ୍ୱାସି ଦଃଳ୍ ବିତ୍ରେ ଇସ୍ୱର୍ ଦିଲା ଜୁୟ୍ ଦଃୟା ଜାଣା ହଃଳି ଆଚେ, ସେରି ଅଃମିମଃନ୍ ତୁମିମଃନ୍କେ ଜାଣାଉଁଲୁ; 2ସେମଃନ୍ ବଃଡେ କଃସ୍ଟ୍ ହର୍ ପରିକ୍ୟାୟ୍ ହଃଳ୍ଲେକ୍ ହେଁ ସେମଃନାର୍ ବଃଡେ ସଃର୍ଦାୟ୍ ବେସି ଗଃରିବ୍ ଅୟ୍ ହେଁ ଗାଦେକ୍ ନଃସେର୍ତା ଜଃବର୍ ସଃଦଃର୍ମେ ଦାନ୍ ଦଃୟ୍ ଆଚ୍ତି । 3କାୟ୍ତାକ୍ବଃଲେକ୍ ମୁୟ୍ଁ ସାକି ଦେଉଁଲେ ଜେ, ସେମଃନାର୍ ଇଚା ହଃର୍କାରେ ଦେଉଁକେ ସଃକ୍ତି ହଃର୍କାରେ ଜଃବର୍କଃରି ସେମଃନ୍ ଦାନ୍ କଃରିଆଚ୍ତି । 4ଜିଉଦାର୍ ରିଲା ଇସ୍ୱରାର୍ ଲକ୍ମଃନାର୍ ଗିନେ ଉହ୍କାର୍ କଃରୁକେ ସେମଃନ୍ ଅଃମିକ୍ ଗଃଉଆରି କଃରି ରିଲାୟ୍ । 5ଇତାକ୍ ସେମଃନ୍ ଜେ ଅଃବ୍କା ଅଃମିମଃନାର୍ ଆସା ହଃର୍କାରେ କଃଲାୟ୍, ସେରି ନାୟ୍, ମଃତର୍ ଇସ୍ୱରାର୍ ଇଚା ତଃୟ୍ ଚାଲିକଃରି ହଃର୍ତୁ ନିଜ୍ନିଜ୍କେ ମାପ୍ରୁର୍ ତଃୟ୍ ଆର୍ ଅଃମିମଃନାର୍ ତଃୟ୍ ସଃହ୍ରି ଦିଲାୟ୍ । 6ଇତାକ୍ ତିତସ୍ ତୁମିମଃନାର୍ ବିତ୍ରେ ଇ ଦଃୟା କଃର୍ତାର୍ ଜୁୟ୍ ହଃର୍କାରେ ମୁଳ୍ୟାୟ୍ ରିଲା, ସେ ହଃର୍କାରେ ସେରି ଜଃନ୍କଃରି ସଃରାଉତି, ଇତାର୍ ଗିନେ ତାକେ ଗଃଉଆରି କଃରି ସଃର୍ଦା କଃରାୟ୍ଲୁ । 7ଆର୍ ତୁମିମଃନ୍ ସଃବୁବାଟ୍ ଅଃଦିକ୍ ମାଜନ୍ ଅୟ୍ ଆଚାସ୍, ବିସ୍ୱାସ୍, କଃଉତାସଃକ୍ତି, ଗ୍ୟାନ୍ ଆର୍ ସଃବୁ ରଃକମାର୍ ଉଦ୍ଜଗି, ଅଃମିମଃନ୍କ୍ ଉହ୍କାର୍ କଃରୁକେ ତୁମିମଃନାର୍ ଅଃମିମଃନ୍କ୍ ଲାଡାର୍ ଗିନେ ତୁମିମଃନାର୍ ତଃୟ୍ ବୁତେକ୍ କଃରି ଦଃକା ଜଃଉଅ, ସେବାନ୍ୟା ଇ ଦଃୟା ହେଁ ତୁମିମଃନାର୍ ତଃୟ୍ ବୁତେକ୍ କଃରି ଦଃକା ଜଃଉଅ ।
8ମୁୟ୍ଁ ଆଦେସ୍ ଦିଲା ହର୍ ନଃକୟ୍ଁ, ଅଃମିମଃନାର୍ ଉଦ୍ଜଗିକ୍ କଃତାୟ୍ ଆଣି ତୁମିମଃନାର୍ ଲାଡାର୍ ଦିରାବାବ୍ ହେଁ ହଃର୍ମାଣ୍ ସଃଙ୍ଗ୍ କଃରୁକେ କଃଉଁଲେ । 9କାୟ୍ତାକ୍ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନ୍ ଜାଣି ଆଚାସ୍, ତୁମିମଃନ୍କେ ଜଃନ୍କଃରି ତାର୍ ଗଃରିବ୍ ତଃୟ୍ ମାଜନ୍ ଅଃଉଆସ୍, ଇତାର୍ ଗିନେ ସେ ମାଜନ୍ ଅୟ୍ଲେକ୍ ହେଁ କଃନ୍କଃରି ତୁମିମଃନାର୍ ଗିନେ ଗଃରିବ୍ ଅୟ୍ଲା ।
10ଇ ବିସୟେ ମର୍ କଃଉତାର୍ ଇରି, ସେରି ତୁମିମଃନାର୍ ଗିନେ ନିକ, ଜୁୟ୍ତାର୍ ଗିନେ ଗଃଲା ବଃର୍ସେ ହୁଣି ତୁମିମଃନ୍ ଜୁୟ୍ କାମ୍ କଃରୁକେ ଆରୁମ୍ କଃରି ରିଲାସ୍ ସେରି ସଃରାଉଆ । ଅଃବ୍କା କାମ୍ ନାୟ୍, ମଃତର୍ ଇତି କଃରୁକେ ଆରୁମେ ଇଚା ହେଁ କଃରି ନଃରିଲାସ୍ । 11ଅଃବେ ସେ କାମ୍ ସଃରାଉଆ, ଜଃନ୍କଃରି ଇଚା କଃର୍ତା ତଃୟ୍ ଜୁୟ୍ ରଃକମ୍ ଇଚା ମଃନ୍ବାବ୍ ରିଲି, ସେରଃକମ୍ ତୁମିମଃନାର୍ ଅବୁସ୍ତା ତଃୟ୍ କାମ୍ ହେଁ ସଃରେଦ୍ । 12କାୟ୍ତାକ୍ବଃଲେକ୍ ଜଦି ଦାନ୍କଃର୍ତାର୍ ମଃନ୍ବାବ୍ ରଃୟ୍ଦ୍, ତଃବେ ସେରି ଗଟେକ୍ ଲକାର୍ ନୟ୍ଲା ହଃର୍କାରେ ନିଆନାଁୟ୍, ମଃତର୍ ତାର୍ ଜାୟ୍ରି ଆଚେ, ସେ ହଃର୍କାରେ ନିଆ ଅୟ୍ଦ୍ ।
13ଜୁୟ୍ତାର୍ ଗିନେ ବିନ୍ ଲକ୍ମଃନ୍ ଜଃନ୍କଃରି ସୁକ୍ ହାଉତି, ଆର୍ ତୁମିମଃନ୍ କଃସ୍ଟ୍ ହାଉଆ, ଇତାର୍ ଗିନେ ମୁୟ୍ଁ ଇରି ନଃକୟ୍ଁ । 14ମଃତର୍ ସଃମାନ୍ ବାବ୍ ଦଃକାଜଃଉଁକ୍ ଅଃବାର୍ ବେଳାୟ୍ ତୁମିମଃନାର୍ ବୁତେକ୍ ତଃୟ୍ ସେମଃନାର୍ ଅକେଟ୍ ହୁରୁଣ୍ ଅଃଉଁଲି, ଜଃନ୍କଃରି ସେମଃନାର୍ ବୁତେକ୍ ତଃୟ୍ ହେଁ ତୁମିମଃନାର୍ ଅକେଟ୍ ହୁରୁଣ୍ କଃରାସ୍, ଆର୍ ଇରଃକମ୍ ସଃମାନ୍ ବାବ୍ ଦଃକା ଜାୟ୍ଦ୍ । 15ଜଃନ୍କାର୍ ଦଃର୍ମ୍ ସାସ୍ତରେ ଲେକା ଆଚେ, “ଜେ ଅଃଦିକ୍ ରୁଣ୍ଡାୟ୍ଲା, ତାର୍ ନୁବୁର୍ଲି, ଆର୍ ଜେ ଅଃଳକ୍ ରୁଣ୍ଡାୟ୍ଲା, ତାର୍ ଅକେଟ୍ ନୟ୍ଲି ।”
ତିତସ୍ ଆର୍ ତାର୍ ସଃଙ୍ଗ୍ମଃନ୍
16ମାପ୍ରୁର୍ ଦନ୍ୟବାଦ୍ ଅଃଉଅ, ବଃଲେକ୍ ଅଃମାର୍ ହର୍ ତିତସ୍ ହେଁ ତୁମିମଃନ୍କେ ଉହ୍କାର୍ କଃରୁକେ ମଃନ୍ କଃରିଆଚେ । 17କାୟ୍ତାକ୍ବଃଲେକ୍ ସେ ଜେ ଅଃବ୍କା ଅଃମିମଃନାର୍ ଗଃଉଆରି ସୁଣ୍ଲା ଆଚେ, ସେରି ନାୟ୍, ମଃତର୍ ସେ ନିଜେ ଅଃଦିକ୍ ଉଦ୍ଜଗି ଅୟ୍ ନିଜାର୍ ଇଚାୟ୍ ତୁମିମଃନାର୍ ଲଃଗେ ଜଃଉଁଲା । 18ଆରେକ୍, ତାର୍ ସଃଙ୍ଗ୍ ଅଃମିମଃନ୍ ଆରେକ୍ ଗଟେକ୍ ବାୟ୍କ୍ ହଃଟାଉଁଲୁ; ନିକ କବୁର୍ ପର୍ଚାର୍ କଃତାୟ୍ ଗୁଣ୍ଗିତ୍ କଃତା ସଃବୁ ବିସ୍ୱାସି ଦଃଳେ ଉର୍ଜି ଅୟ୍ଆଚେ । 19ଅଃବ୍କା ସେରି ନାୟ୍, ମଃତର୍ ସେ ହେଁ ଅଃମାର୍ ସେବା ତଃୟ୍ ଅୟ୍ଲା ଇ ଦାନ୍ ଦିଲାର୍ ଜଃମା କଃରୁକେ ମାପ୍ରୁର୍ ଜଃଜ୍ମାନ୍ ଆର୍ ଅଃମାର୍ ଇଚାର୍ ଗିନେ ଅଃମାର୍ ସଃଙ୍ଗ୍ ଜଃଉଁକେ ବିସ୍ୱାସି ଦଃଳାର୍ ତଃୟ୍ ବାଚି ଆଚୁ ।
20ଅଃମିମଃନାର୍ ଗିନେ ସଃର୍ଦାମଃନେ ଦିଲା ସେବା ରଃକମାର୍ ଗାଦେକ୍ ଦାନ୍ ବିସୟେ କେ ଜଃନ୍କଃରି ଅଃମିକ୍ ଦସି ନଃକେରେ, ସେତାର୍ଗିନେ ଜଃଗ୍ରାତ୍ ଅଃଉଁଲୁ । 21କାୟ୍ତାକ୍ବଃଲେକ୍ ଅଃବ୍କା ମାପ୍ରୁର୍ ଆକାୟ୍ ହଃକା ନାୟ୍, ମଃତର୍ ନଃର୍ମଃନାର୍ ଆକାୟ୍ ହେଁ ଜାୟ୍ରି ନିକ, ସେସଃବୁ ଅଃମିମଃନ୍ ଚିତା କଃରୁଲୁ ।
22ଅଃମିମଃନ୍ ଅଃମାର୍ ଆରେକ୍ ଗଟେକ୍ ବାୟ୍କ୍ ହେଁ ସେମଃନାର୍ ସଃଙ୍ଗେ ହଃଟାଉଁଲୁ, ତାକେ ଅଃମିମଃନ୍ ଗାଦେକ୍ କଃତାୟ୍ ଗାଦେକ୍ ତର୍ ଉଦ୍ଜଗି ବଃଲି ହଃର୍ମାଣ୍ ହାୟ୍ଆଚୁ, ଆରେକ୍ ଗାଦେକ୍ ତର୍ କଃଟାଳ୍ ବୁଜି ତୁମିମଃନାର୍ ତଃୟ୍ ଅଃଟୁଆ ବିସ୍ୱାସି ଅୟ୍ ସେ ଅଃବେ ଆରେକ୍ ଅଃଦିକ୍ ଉଦ୍ଜଗି ଅୟ୍ଆଚେ । 23ତିତସାର୍ କଃତା ଜଦି କେ ହଃଚାରେଦ୍, ସେ ମର୍ ସଃଙ୍ଗୁଆଳି ଆର୍ ତୁମିମଃନାର୍ ଗିନେ ମର୍ ସଃଙ୍ଗ୍ କାମ୍ କଃର୍ତା ଲକ୍; କି ଜଦି ଅଃମିମଃନାର୍ ବାୟ୍ର୍ କଃତା ହଃଚାରେଦ୍, ସେମଃନ୍ ମଣ୍ଡ୍ଳିମଃନ୍ ହଃଟାୟ୍ଲା ଲକ୍, ଆରେକ୍ କ୍ରିସ୍ଟ ଜିସୁର୍ ପେରିତ୍ ଆର୍ ଜଃଜ୍ମାନ୍ ରଃକମ୍ । 24ତଃବେ, ତୁମିମଃନାର୍ ଲାଡ୍ ଆର୍ ତୁମିମଃନାର୍ କଃତାୟ୍ ଅଃମାର୍ ଗଃର୍ବାର୍ ହଃର୍ମାଣ୍ ବିସ୍ୱାସି ଦଃଳ୍ମଃନାର୍ ମୁଏଁ ସେମଃନ୍କେ ଦଃକାଉଆ ।
9ଇନସ୍ତା ବିସ୍ୱାସିକେ ଉହ୍କାର୍ କଃରା
1ସଃତ୍କଃରି ଦଃର୍ମିମଃନାର୍ ସେବା ବିସୟେ ତୁମିମଃନାର୍ ଲଃଗେ ଲେକ୍ତାର୍ ମର୍ ଲଳା ନାୟ୍ । 2କାୟ୍ତାକ୍ବଃଲେକ୍ ତୁମିମଃନାର୍ ଇଚା ଆଚେ ବଃଲି ମୁୟ୍ଁ ଜାଣି ଆଚି, ଆରେକ୍ ସେ ବିସୟେ ମାକିଦନିଆର୍ ଲକ୍ମଃନାର୍ ତଃୟ୍ ତୁମିମଃନାର୍ ବିସୟେ ମୁୟ୍ଁ ଗଃର୍ବ୍ କଃରୁଲେ, ମୁୟ୍ଁ କଃଉଁଲେ “ଆକାୟାର୍ ଲକ୍ମଃନ୍କେ ଉହ୍କାର୍ କଃରୁକେ” ତୁମିମଃନାର୍ ସଃର୍ଦା ସେମଃନାର୍ ବିତ୍ରାର୍ ଅଃଦିକ୍ ଲକ୍କେ ଜଃଗ୍ରାତ୍ କଃରିଆଚେ । 3ଅୟ୍ଲେକ୍ ହେଁ ମୁୟ୍ଁ ବାୟ୍ବେଣିମଃନ୍କେ ହଃଟାଉଁଲେ, ଜଃନ୍କଃରି ଇ ବିସୟେ ତୁମାର୍ କଃତା ଅଃମିମଃନାର୍ ଗଃର୍ବ୍ ହଲ୍ୟା ନୟେ, ଆରେକ୍ ମର୍ କଃତା ହଃର୍କାରେ ତୁମିମଃନ୍କେ ଦାନ୍ ଦେଉଁକେ ଜଃଗ୍ରାତ୍ ଅଃଉଆ, 4କଃଡେବଃଳ୍ ମାକିଦନିଆର୍ କୁୟ୍ ଲକ୍ ଜଃବେ ମର୍ ସଃଙ୍ଗ୍ ଆସି ତୁମିମଃନ୍କେ ଜଃଗ୍ରାତ୍ ନୟ୍ଲାର୍ ଦଃକେଦ୍, ତଃବେ ତୁମିମଃନାର୍ କଃତା ସେନ୍ହଃକା ରେଉଅ ଅଃମିମଃନ୍ ଇ ଅଃଟୁଆ ବିସ୍ୱାସ୍ କଃତାୟ୍ ଲାଜ୍ ଅଃଉଁଆ । 5ଇତାକ୍ ତୁମିମଃନାର୍ ହୁର୍ବାର୍ ସଃୟ୍ତ୍ ଦାନ୍ ଜଃନ୍କଃରି ଲଃବାର୍ କଃତା ନଃୟ୍କଃରି ନିଜାର୍ ଇଚାର୍ କଃତା ଅୟ୍ଦ୍, ଇତାକ୍ ହୁର୍ବେହୁଣି ସେ ଦାନ୍ ହାଉତାର୍ ଜଃଗ୍ରାତ୍ କଃରୁକେ ଆଗ୍ତୁ ତୁମିମଃନାର୍ ଲଃଗେ ଜଃଉଁକେ ମୁୟ୍ଁ ବାୟ୍ବେଣିମଃନ୍କେ ଗଃଉଆରି କଃରୁକେ ଲଳା ବଃଲି ମଃନେ ବାବ୍ଲେ ।
6ମଃତର୍ ଇରି ସଃତ୍, ଜେ ଅଃଳକ୍ ବୁଣେଦ୍, ସେ ହେଁ ଅଃଳକ୍ କାଟେଦ୍; ଆର୍ ଜେ ବୁତେକ୍ ବୁଣେଦ୍, ସେ ହେଁ ବୁତେକ୍ କାଟେଦ୍ । 7ହଃତି ଲକ୍ ଅଃହ୍ଣାର୍ ମଃନେ ଜଃନ୍କଃରି ଲାଡ୍ କଃରିଆଚେ, ସେବାନ୍ୟା କଃର୍, ଅଃଳ୍ସିଆ ବାବେ ନାୟ୍ କି ବଃଳ୍ମାଡାର୍ ଗିନେ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ ସଃର୍ଦାମଃନେ ଦାନ୍ଦେତା ଲକ୍କେ ନିକ ହାୟ୍ଦ୍ । 8ଆର୍ ସଃବୁ କଃତାୟ୍ ସଃବୁବଃଳ୍ ହୁରାହୁରି ବାବେ ହାୟ୍ ତୁମିମଃନ୍କେ ଜଃନ୍କଃରି ସଃବୁ ନିକ କାମ୍ ଗିନେ ଅଃଦିକ୍ ହୁଣି ଅଦିକ୍ତର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ଇସ୍ୱର୍ ତୁମିମଃନ୍କେ ସଃବୁ ରଃକମେ ଦଃୟା ଗାଦେକ୍ କଃରି ଦେଉଁକ୍ ଜୟ୍ଗ୍ । 9ଜଃନ୍କଃରି ସାସ୍ତରେ ଲେକା ଆଚେ,
“ସେ ମେଲା ଆତେ ବାଟା କଃରିଆଚେ, ସେ ଗଃରିବ୍ମଃନ୍କେ ଦାନ୍ ଦଃୟ୍ ଆଚେ,
ତାର୍ ଦଃର୍ମ୍କାମ୍ ଜୁଗେଜୁଗେ ରଃୟ୍ଦ୍ ।”
10ଆର୍, ଜେ ମୁଞ୍ଜି ବୁଣ୍ତା ଲକ୍କେ ମୁଞ୍ଜି ଆର୍ କାଉଁକେ କାଦି ଜାଗାୟ୍ଦ୍, ସେ ବୁଣୁକ୍ ତୁମିମଃନାର୍ ଗିନେ ମୁଞ୍ଜି ଜାଗାୟ୍ ଦଃୟ୍ଦ୍ ଆର୍ ବାଡାୟ୍ଦ୍, ଆରେକ୍ ତୁମିମଃନାର୍ ଦଃର୍ମ୍କାମ୍ ଜାତ୍ ଅୟ୍ଦ୍ । 11ଇବାନ୍ୟା ତୁମିମଃନ୍କେ ସଃବୁ କଃତାୟ୍ ମାଜନ୍ ଅୟ୍ ସଃବୁ ରଃକମାର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ସଃବୁ କଃତାୟ୍ ଇସ୍ୱର୍ ଦାନ୍କଃରେଦ୍ ଆର୍ ଗାଦେକ୍ ଲକ୍ ତାକେ ଦନ୍ୟବାଦ୍ ଦେତି । 12ବଃଲେକ୍ ଇ ଦାନ୍ ହର୍ ସେବା ଅଃବ୍କା ଇସ୍ୱରାର୍ ଲକ୍ମଃନାର୍ ଅକେଟ୍ ହୁରୁଣ୍ କଃରୁଲି, ସେରି ନାୟ୍, ମଃତର୍ ସେତାର୍ଗିନେ ଇସ୍ୱରାର୍ ଇଚାୟ୍ ହେଁ ଗାଦେକ୍ ଦନ୍ୟବାଦ୍ ଉଚ୍ଳି ଜଃଉଁଲି, 13ବଃଲେକ୍ ସେବା କାମାର୍ ହଃର୍ମାଣ୍ ହାୟ୍ ଲକ୍ମଃନ୍ ତୁମିମଃନ୍କେ ମାନ୍ତା କ୍ରିସ୍ଟର୍ ନିକ କବୁର୍ ମାନୁଲାୟ୍, ଆରେକ୍ ଇସ୍ୱରାର୍ ଲକମଃନାର୍ ଆର୍ ସଃବୁ ଲକାର୍ ହାକ୍ ତୁମାର୍ ମିସାଣାର୍ ଦିର୍ବାବ୍ ଗିନେ ଇସ୍ୱରାର୍ ଜଃଜ୍ମାନ୍ କଃରୁଲାୟ୍ । 14ଆର୍ ତୁମିମଃନାର୍ ହାକ୍ ଇସ୍ୱରାର୍ ଅଃଦିକ୍ ଦଃୟା ଗିନେ ସେମଃନ୍ ହେଁ ତୁମିମଃନାର୍ ଗିନେ ପାର୍ତ୍ନାୟ୍ ଜଃବର୍ ସଃର୍ଦାସଃଙ୍ଗ୍ ଲାଡ୍ ସଃଙ୍ଗ୍ ପାର୍ତନାୟ୍ ତୁମିମଃନ୍କେ ଏତାଉତି । 15ଇସ୍ୱରାର୍ ଇସାବ୍ କଃରୁ ନାହାର୍ତା ତାର୍ ଦାନାର୍ ଗିନେ ତାର୍ ଦନ୍ୟବାଦ୍ ଅଃଉଆ ।
10ପାଉଲ୍ ତାର୍ ଅଃଦିକାର୍ କଃତା କୟ୍ଲା
1ମୁୟ୍ଁ ପାଉଲ ତୁମିମଃନ୍କେ ନିଜାର୍ ଗଃଉଆରି ଜାଣାଉଁଲେ ମୁୟ୍ ତୁମାର୍ ସଃଙ୍ଗ୍ ରେତାବଃଳ୍ ଦିର୍, ଆର୍ ସୁସାର୍ ମଃତର୍ ଦୁରି ରିଲେକ୍ ତୁମିମଃନାର୍ ହାକ୍ ସାସି ଜେ ମୁୟ୍ଁ ପାଉଲ୍, ମୁୟ୍ଁ ନିଜେ କ୍ରିସ୍ଟର୍ ଦିର୍ ଆର୍ ସୁସାର୍ ବାବ୍ ଏତାୟ୍ ଦଃୟ୍ ତୁମିମଃନ୍କେ ଗଃଉଆରି କଃରୁଲେ । 2ହେଁ, ମୁୟ୍ଁ ପାର୍ତ୍ନା କଃରୁଲେ ଜେ, ଅଃମିମଃନ୍ ସଂସାରାର୍ ବାବ୍ନା ହଃର୍କାରେ ଚାଲାଚାଲ୍ତି କଃରୁଲୁ ବଃଲି ଜୁୟ୍ ଲକ୍ମଃନ୍ ମଃନେ ବାବ୍ତି, ଇବାନ୍ୟା କାର୍କାର୍ ବିରଦେ ସାସ୍ ଦଃକାଉତା ଗିନେ ମୁୟ୍ଁ ଜୁୟ୍ ଜଃଜ୍ନା କଃରି ଆଚି, ମୁୟ୍ଁ ଆସି ଜଃନ୍କଃରି ମକ୍ ସେରଃକମ୍ ସାସ୍ ଦଃକାଉଁକ୍ ନୟେ । 3କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜଃଗତେ ରଃୟ୍ ଚାଲାଚାଲ୍ତି କଃରୁଲୁ ସଃତ୍, ମଃତର୍ ଅଃମିମଃନ୍ ଗଃଗାଳ୍ ବାବେ ଜଃଗତାର୍ ଜୁଜ୍ ନଃକେରୁ, 4ଅଃମିମଃନ୍ ଜୁଜ୍ କଃର୍ତାବଃଳ୍ ଜୁୟ୍ ଅଃସ୍ତର୍ମଃନ୍ ବେବାର୍ କଃରୁଲୁ ସେରି ଜଃଗତାର୍ ଅଃସ୍ତର୍ ନାୟ୍ ମଃତର୍ ଇସ୍ୱରାର୍ ବଃଡେ ସଃକାତାର୍ ଅଃସ୍ତର୍, ଆର୍ ସେରି ସଃତ୍ରୁମଃନାର୍ ଅଃଟୁଆ ଗଃଳ୍ ବଃସମ୍ କଃରୁକେ ବେବାର୍ କଃରୁଲୁ । ଅଃମିମଃନ୍ ହଲ୍ୟା କଃତା କାଟାକାଟି ଅଃଉତାର୍ ନସ୍ଟ୍ କଃରୁଲୁ । 5ଆର୍ ଇସ୍ୱରାର୍ ଗ୍ୟାନ୍ ବିରଦେ ଉଟ୍ଲା ସଃବୁ ଉଚ୍ କଃତା ବଃସମ୍ କଃରୁଲୁ, ଆରେକ୍ ହଃତି ଜଃଜ୍ନାକ୍ କ୍ରିସ୍ଟର୍ କଃତା ମାନୁକ୍ ବାନ୍ଦୁଲୁ । 6ଆର୍, ଜଃଡେବଃଳ୍ ତୁମିମଃନ୍କେ ହୁରାହୁରି ବାବେ କଃତା ମାନାସ୍, ସଃଡେବଃଳ୍ ସଃବୁ ଅମାନ୍ୟାକ୍ ନଃସ୍ଟ୍ କଃରୁକେ ଅଃମିମଃନ୍ ଜଃଗ୍ରାତ୍ ଆଚୁ ।
7ତୁମାର୍ ଚାରିବାଟ୍ କାୟ୍ରି ସଃବୁ ଗଃଟୁଲି, ଦଃକା । ଜଦି କେ ଆହ୍ଣାକେ କ୍ରିସ୍ଟର୍ ବଃଲି ବିସ୍ୱାସ୍ କଃରେଦ୍ ତଃବେ ସେ ଜଃନ୍କଃରି କ୍ରିସ୍ଟର୍, ଅଃମିମଃନ୍ ହେଁ ସେବାନ୍ୟା କ୍ରିସ୍ଟର୍, ଇତି ସେ ଆରେକ୍ ନିଜେ ବାବି ଦଃକ । 8କାୟ୍ତାକ୍ବଃଲେକ୍ ଅଃମିମଃନାର୍ ଅଃଦିକାର୍ ବିସୟେ ମୁୟ୍ଁ କାୟ୍ରି ଅଃଦିକ୍ ଗଃର୍ବ୍ କଃଲେକ୍ ହେଁ ଲାଜ୍ ନାହାୟ୍ଁ; ତୁମିମଃନ୍କେ ବଃସମ୍ କଃରୁକେ ମାପ୍ରୁ ଅଃମିମଃନ୍କ୍ ଇ ଅଃଦିକାର୍ ନଃଦେୟ୍ ତୁମିମଃନାର୍ ନିକ କଃରୁକେ ଦଃୟ୍ଆଚେ 9ମର୍ ଚିଟିମ୍ନାର୍ ତଃୟ୍ ମୁୟ୍ଁ ତୁମିମଃନ୍କେ ଡିରାଉଁଲେ ବଃଲି ବାବା ନାୟ୍ । 10କାୟ୍ତାକ୍ବଃଲେକ୍ ସେମଃନ୍ କଃଉତି, “ପାଉଲାର୍ ଚିଟିସଃବୁ ବଃଡେ ହିତା ଆର୍ ସଃକାତ୍, ମଃତର୍ ମୁଏଁ ତାର୍ ଗଃଗାଳ୍ ଦୁର୍ବୁଳ୍ ଆର୍ ତାର୍ କଃତା ହଲ୍ୟା ।” 11ଅଃମିମଃନ୍ ଦୁରି ରଃୟ୍ ଚିଟି ତଃୟ୍ ଲେକି ଆଚୁ ଜଃନ୍କଃରି, ଲଃଗେ ରିଲେକ୍ ହେଁ କାମେ ହେଁ ସେବାନ୍ୟା କଃରୁନ୍ଦ୍, ଇରି ଇବାନ୍ୟା ଲକ୍ମଃନ୍ ବୁଜତ୍ ।
12ବଃଲେକ୍ ଜୁୟ୍ ଲକ୍ମଃନ୍ ନିଜାର୍ ଗୁଣ୍ଗିତ୍ କଃଉତି, ସେମଃନାର୍ ବିତ୍ରେ କାର୍ କାର୍ ସଃଙ୍ଗ୍ ଅଃହ୍ଣା ଆହ୍ଣାକେ ଗଃଣିତା ତୁଳ୍ନା କଃରୁକେ ଅଃମିମଃନ୍ ସାସ୍ କଃରୁନ୍ଦ୍କି; ମଃତର୍ ସେମଃନ୍ ନିଜେ ନିଜେ ଅଃହ୍ଣା ଅଃହ୍ଣାମଃନାର୍ ତଃୟ୍ ଅଃହ୍ଣା ଅଃହ୍ଣାର୍ ଇସାବ୍ ଆର୍ ଅଃହ୍ଣା ଅଃହ୍ଣା ସଃଙ୍ଗ୍ ନିଜାର୍ ନିଜାର୍ ତୁଳ୍ନା କଃରି ନିର୍ବୁଦିଆ ଜାଣାଉତି । 13ମଃତର୍ ଅଃମିମଃନ୍ ସଃନ୍ଦି ଲିଙ୍ଗିକଃରି ଗଃର୍ବ୍ ନଃକେରୁ; ମଃତର୍ ତୁମିମଃନ୍କେ ହେଁ ଅଃମିମଃନାର୍ ସିମା ତଃୟ୍ ମିସାଉଁକେ ଇସ୍ୱର୍ ଅଃମିମଃନାର୍ ଗିନେ ଇସାବ୍ ହର୍ ଜୁୟ୍ ସିମା ତିଆର୍ କଃରି ଆଚେ, ସେତିର୍ ଇସାବ୍ ହଃର୍କାରେ ଗଃର୍ବ୍ କଃରୁନ୍ଦ୍ । 14କାୟ୍ତାକ୍ବଃଲେକ୍ ତୁମିମଃନ୍କେ ଅଃମିମଃନାର୍ ସିମା ନଃମିସ୍ଲା ହର୍ ଅଃମିମଃନ୍ ଜେ ସିମା ଲିଙ୍ଗୁଲୁ, ସେରି ନାୟ୍, ଜଃନ୍କାର୍ କି କ୍ରିସ୍ଟର୍ ନିକ କବୁର୍ ପର୍ଚାର୍ କଃରୁକଃରୁ ଅଃମିମଃନ୍ ତୁମିମଃନାର୍ ହଃତେକ୍ ହେଁ ହଃର୍ତୁ ଜାୟ୍ରିଲୁ । 15ଅଃମିମଃନ୍ ଇସାବାର୍ ହଃଦାୟ୍ ଜାୟ୍ ବିନ୍ ଲକାର୍ କଃବାଳାର୍ କଃତାକ୍ ଗଃର୍ବ୍ ନଃକେରୁ, ମଃତର୍ ତୁମିମଃନାର୍ ବିସ୍ୱାସ୍ ବାଡ୍ତା ସଃଙ୍ଗ୍ ସଃଙ୍ଗ୍ ଅଃମିମଃନାର୍ ଇସାବ୍ ହଃର୍କାରେ ଅଃମିମଃନାର୍ କାମ୍ ତୁମିମଃନାର୍ ତଃୟ୍ ଜଃନ୍କଃରି ଅଃଦିକ୍ ହୁଣି ଅଦିକ୍ତର୍ ଉର୍ଜି ଅୟ୍ଦ୍, ଇରି ବଃର୍ସା କଃରୁଲୁ, 16ଆରେକ୍ ଅଃମିମଃନ୍ ବିନ୍ଲକାର୍ ସିମା ବିତ୍ରେ ତାର୍ କଃଲା କାମ୍ କଃତାୟ୍ ଗଃର୍ବ୍ ନଃକେରି ତୁମିମଃନାର୍ ହଃଚାର୍ ହଲିମଃନ୍ ତଃୟ୍ ଜଃନ୍କଃରି ନିକ କବୁର୍ ପର୍ଚାର୍ କଃରୁକେ ହାରୁନ୍ଦ୍, ଇତି ବଃର୍ସା କଃରୁଲୁ ।
17ଦଃର୍ମ୍ ସାସ୍ତରେ ଲେକାଆଚେ, “ମଃତର୍ ଜେ ଗଃର୍ବ୍ କଃରେଦ୍, ସେ ମାପ୍ରୁର୍ କଃଲାକାମେ ଗଃର୍ବ୍ କଃର୍ ।” 18କାୟ୍ତାକ୍ବଃଲେକ୍ ଜେ ନିଜାର୍ ମାୟ୍ନ୍ କଃରେଦ୍, ସେ କଃଟ୍ହାଳ୍ ଜିଣ୍ଲା ଲକ୍ ନାୟ୍, ମଃତର୍ ମାପ୍ରୁ ଜାର୍ ଗୁଣ୍ଗାୟ୍ଦ୍, ସେ କଃଟ୍ହାଳ୍ ଜିଣ୍ଲା ଲକ୍ ।
11ପାଉଲ୍ ଆର୍ ବଃମ୍ଳାଉତା ଚେଲାମଃନ୍
1ତୁମିମଃନ୍ ଜଦି ମର୍ ଅଃଳକ୍ ବୁଦି ଦଃରୁଲାସ୍, ତେବେ ତ ତୁମିମଃନ୍ ମକ୍ ସଃମ୍ବାଳୁଲାସ୍ । 2କାୟ୍ତାକ୍ବଃଲେକ୍ ଇସ୍ୱରାର୍ କଃତାର୍ ଉଦ୍ଜଗି ତଃୟ୍ ମୁୟ୍ଁ ତୁମିମଃନାର୍ ଗିନେ ଉଦ୍ଜଗି, ଜୁୟ୍ତାର୍ ଗିନେ କି ମୁୟ୍ଁ ତୁମିମଃନ୍କେ ସଃତିକାର୍ କଃନ୍ୟା ହର୍ ଗଟେକ୍ ବଃର ତଃୟ୍, ବଃଲେକ୍ କ୍ରିସ୍ଟର୍ ତଃୟ୍, ସଃହ୍ରି ଦେଉଁକ୍ ବାଗ୍ଦାନ୍ କଃରିଆଚି । 3ମଃତର୍ ସାହ୍ ଅଃହ୍ଣାର୍ ଚଃଲାକିକଃରି ହବାକ୍ ଜଃନ୍କଃରି ବୁଲ୍କାୟ୍ଲା, ସେବାନ୍ୟା କଃଡେବଃଳ୍ ତୁମିମଃନାର୍ ମଃନ୍ କ୍ରିସ୍ଟର୍ ହାକ୍ ଦିର୍ ଆର୍ ପବିତ୍ର ତଃୟ୍ହୁଣି ବାଣା ଅୟ୍ଦ୍, ମର୍ ଇ ଡିର୍ ଅଃଉଁଲି । 4ବଃଲେକ୍ ଜୁୟ୍ ଜିସୁକେ ଅଃମିମଃନ୍ ପର୍ଚାର୍ ନଃକେଲୁ, ଇବାନ୍ୟା ବିନ୍ ଜିସୁକେ ଜଦି କେ ଆସି ପର୍ଚାର୍ କଃରେଦ୍, କି ଜୁୟ୍ ପବିତ୍ର ଆତ୍ମା ତୁମିମଃନ୍ ନଃହାୟ୍ଲାସ୍, ଇବାନ୍ୟା ବିନ୍ ଗଟେକ୍ ପବିତ୍ର ଆତ୍ମା ହାଉଆସ୍, କି ଜୁୟ୍ ନିକ କବୁର୍ ତୁମିମଃନ୍ ନଃଦେର୍ଲାସ୍, ଇବାନ୍ୟା ଗଟେକ୍ ବିନ୍ ନିକ କବୁର୍ ହାଉଆସ୍, ସେତଃନ୍ ଅୟ୍ଲେକ୍ ତୁମିମଃନ୍ ତ ବଃଡେ ସଃମ୍ବାଳ୍ତାର୍ ଲକ୍ ।
5କାୟ୍ତାକ୍ବଃଲେକ୍ ସେ “ବଃଡ୍ ପେରିତ୍ମଃନାର୍” ତଃୟ୍ହୁଣି ମୁୟ୍ଁ ଜେ କଃନ୍କଃରି ହେଁ ସାନ୍ ନାୟ୍, ଇରି ମଃନେ ବାବୁଲେ । 6ମଃତର୍ ଜଦି ମୁୟ୍ଁ କଃତା କଃଉଁକେ ନାହାରି, ଅୟ୍ଲେକ୍ ହେଁ ଗିଆନେ ନଃହାର୍ତା ଲକ୍ ନାୟ୍; ସଃତ୍କଃରି ଅଃମିମଃନ୍ ସଃବୁ ରଃକମେ ସଃବୁ କଃତାୟ୍ ତୁମିମଃନାର୍ ହାକ୍ ଇତି ଜାଣାୟ୍ଲୁ ।
7ତୁମିମଃନ୍ ଜଃନ୍କଃରି ଉହ୍ରେ ଉଟାସ୍, ଇତାର୍ ଗିନେ ମୁୟ୍ଁ ଆହ୍ଣାକେ ସୁସାର୍ କଃରି ଜେ କାୟ୍ରି ନଃନେତ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ନିକ କବୁର୍ ପର୍ଚାର୍ କଃଲେ, ଇତାର୍ ଗିନେ କାୟ୍ ହାହ୍ କଃଲେ ? 8ତୁମିମଃନାର୍ ସେବା କଃରୁକେ ମୁୟ୍ଁ ବିନ୍ବିନ୍ ମଣ୍ଡ୍ଳିମଃନାର୍ ତଃୟ୍ହୁଣି ବୁତି ନଃୟ୍ ସେମଃନ୍କେ ଚର୍ଲେ । 9୧୧:୯ ପିଲିପି ୪:୧୫-୧୮.ମଃତର୍ ମୁୟ୍ଁ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଜଃଡେବଃଳ୍ ମର୍ ଅକେଟ୍ ଅୟ୍ରିଲି, ସଃଡେବଃଳ୍ ମୁୟ୍ଁ କୁୟ୍ ଲକାର୍ ବଜ୍ ହର୍ ଅୟ୍ନଃରିଲେ, କାୟ୍ତାକ୍ବଃଲେକ୍ ମାକିଦନିଆର୍ ବାୟ୍ବେଣିମଃନ୍ ଆସି ମର୍ ଅକେଟ୍ ହୁରୁଣ୍ କଃରି ରିଲାୟ୍, ଆରେକ୍ କାୟ୍ କଃତାୟ୍ ତୁମିମଃନାର୍ ବଜ୍ ହର୍ ନେଉଁକେ ନିଜେ ଜଃଗ୍ରାତ୍ ଅୟ୍ରିଲେ, ଆର୍ ଜଃଗ୍ରାତ୍ ଅୟ୍ରଃୟ୍ନ୍ଦ୍ । 10ମର୍ତଃୟ୍ ରିଲା କ୍ରିସ୍ଟର୍ ସଃତ୍କେ ସାକି ମାନି ମୁୟ୍ଁ କଃଉଁଲେ ଜେ, ଆକାୟାର୍ ହଲିମଃନାର୍ ତଃୟ୍ ମର୍ ଇ ଗଃର୍ବ୍ କେ ତେବାଉଁ ନଃହାର୍ତି । କାୟ୍ତାକ୍ ? 11ମୁୟ୍ଁ ତୁମିମଃନ୍କେ ଲାଡ୍ ନଃକେର୍ତା ଗିନେ ? ଇସ୍ୱର୍ ଜାଣୁଲା ।
12ମଃତର୍ ଗଃର୍ବାର୍ କଃତାୟ୍ ଅଃମାର୍ ହର୍ ଦଃକାଜଃଉଁକ୍ ଜୁୟ୍ ଲକ୍ମଃନ୍ ବାଟ୍ ଲଳ୍ତି ମୁୟ୍ଁ ଜଃନ୍କଃରି ସେମଃନ୍କେ ବାଟ୍ ନଃଦଃୟ୍, ଇତାର୍ ଗିନେ ମୁୟ୍ଁ ଜାୟ୍ରି କଃର୍ଲେ, ସେରି କଃର୍ତି ରଃୟ୍ନ୍ଦ୍ । 13ବଃଲେକ୍ ଇବାନ୍ୟା ଲକ୍ ବମ୍ଳାଉତା ପେରିତ୍ ଚେଲା ଆର୍ ଟକ୍ କାମ୍ କଃର୍ତା ଲକ୍, ସେମଃନ୍ କ୍ରିସ୍ଟର୍ ପେରିତ୍ମଃନାର୍ ବେସ୍ ଦଃର୍ତି । 14ଆର୍ ଇତି କାବା ଅଃଉତାର୍ ନଃୟ୍, କାୟ୍ତାକ୍ବଃଲେକ୍ ସୟ୍ତାନ୍ ନିଜେ ଉଜାଳ୍ ଦେଉଁକେ ଦୁତାର୍ ବେସ୍ ଦଃରେଦ୍ । 15ତଃବେ, ଜଦି ତାର୍ ସେବାକାରିମଃନ୍ ହେଁ ଦଃର୍ମାର୍ ସେବା କଃର୍ତା ଲକାର୍ ବେସ୍ ଦଃର୍ତି, ତଃବେ ସେରି ବଃଡ୍ କଃତା ନାୟ୍; ସେମଃନାର୍ ସେସ୍ ଦଃସା ସେମଃନାର୍ କାମ୍ ହଃର୍କାରେ ଗଃଟେଦ୍ ।
ପେରିତ୍ ପାଉଲାର୍ କଃସ୍ଟ୍ ବଗ୍
16ମୁୟ୍ଁ କଃଉଁଲେ, କେ ମକ୍ ନିର୍ବୁଦିଆ ବଃଲି ବାବା ନାୟ୍; ମଃତର୍ ଜଦି ତୁମିମଃନ୍ ସେବାନ୍ୟା ମଃନେ ବାବାସ୍, ତଃବେ ହେଁ ମକ୍ ନିର୍ବୁଦିଆ ହର୍ ମଃନେ ଦଃରା, ଜଃନ୍କଃରି ମୁୟ୍ଁ ହେଁ ଅଃଳକ୍ ଗଃର୍ବ୍ କଃରୁ ହାରି । 17ମୁୟ୍ଁ ଜାୟ୍ରି କଃଉଁଲେ, ସେରି ମାପ୍ରୁର୍ କଃତା ହଃର୍କାରେ ନଃକୟ୍ଁ, ମଃତର୍ ନିର୍ବୁଦିଆର୍ ହର୍ ଇବାନ୍ୟା ଅଃଦିକ୍ ସାସେ ଗଃର୍ବ୍ କଃରି କଃଉଁଲେ । 18ଗାଦେକ୍ ଲକ୍ମଃନ୍ ସଂସାରାର୍ ବାବ୍ନାୟ୍ ଗଃର୍ବ୍ କଃର୍ତା ଗିନେ ମୁୟ୍ଁ ହେଁ ଗଃର୍ବ୍ କଃରିନ୍ଦ୍ । 19କାୟ୍ତାକ୍ବଃଲେକ୍ ତୁମିମଃନ୍କେ ବୁଦିଆ ଦଃଙ୍ଗ୍ଳା ବଃଲି ସିନା ସଃର୍ଦାୟ୍ ନିର୍ବୁଦିଆମଃନ୍କେ ସଃମ୍ବାଳୁଲାସ୍ । 20ଜଦି କେ ତୁମିମଃନ୍କେ ଗତିଦଃଙ୍ଗ୍ଳା କଃରି ସଃଙ୍ଗାୟ୍ଦ୍, ତୁମିମଃନାର୍ ଦଃନ୍ବିତ୍ ଜୁରି ନଃୟ୍ଦ୍, ତୁମିମଃନ୍କେ ହାନ୍ଦାୟ୍ ହଃକାୟ୍ ଦଃରେଦ୍, ଅଃକାର୍ ଅୟ୍ଦ୍ କି ତୁମିମଃନାର୍ ମୁଏଁ ଚାହୁଳ୍ ମାରେଦ୍, ତଃବେ ତୁମିମଃନ୍ ସେରି ସଃମ୍ବାଳୁଲାସ୍ । 21ମୁୟ୍ଁ ଲାଜ୍ ସଃଙ୍ଗ୍ ମାନୁଲେ ଜେ, ଅଃମିମଃନ୍ ତ ଦୁର୍ବୁଳ୍ ଅୟ୍ ଆଚୁ । ଅୟ୍ଲେକ୍ ହେଁ ଜୁୟ୍ କଃତାୟ୍ କେ ସାସି ଆଚେ, ମୁୟ୍ଁ ନିର୍ବୁଦିଆ ହର୍ କଃଉଁଲେ, ମୁୟ୍ଁ ହେଁ ସାସି । 22ସେମଃନ୍ କାୟ୍ ଏବ୍ରିୟ ? ମୁୟ୍ଁ ହେଁ ଏବ୍ରିୟ । ସେମଃନ୍ କାୟ୍ ଇସ୍ରାଏଲିୟ ? ମୁୟ୍ଁ ହେଁ ଇସ୍ରାଏଲିୟ । ସେମଃନ୍ କାୟ୍ ଅବ୍ରାହାମାର୍ ବଃଉଁସ୍ ? ମୁୟ୍ଁ ହେଁ ଅବ୍ରାହାମାର୍ ବଃଉଁସାର୍ । 23୧୧:୨୩ ପେରି ୧୬:୨୩.ସେମଃନ୍ କାୟ୍ କ୍ରିସ୍ଟର୍ ସେବାକାରି ? ମୁୟ୍ଁ ବଃୟା ହର୍ କଃଉଁଲେ, ମୁୟ୍ଁ ସେମଃନାର୍ ତଃୟ୍ ହୁଣି ଅଃଦିକ୍ ବଃଡ୍ କ୍ରିସ୍ଟର୍ ସେବାକାରି, ଅଃଦିକ୍ କଃବାଳ୍ କଃର୍ତା ତଃୟ୍, ଅଃଦିକ୍ ଜଃଇଲ୍ ଡଃଣ୍ଡ୍ ବଗ୍ତା ତଃୟ୍, ଇସାବ୍ ନୟ୍ଲା ମାଡ୍ ସଃମ୍ବାଳ୍ତାର୍ ତଃୟ୍, ତର୍କେ ତର୍ ମଃର୍ନାର୍ ମୁଏଁ ହଃଳ୍ତା ତଃୟ୍ । 24ମୁୟ୍ଁ ଜିଉଦିମ୍ନାର୍ ତଃୟ୍ହୁଣି ହାଁଚ୍ ତର୍ ଏକ୍ ଉଣା ଦୁୟ୍କଳି ଚାବୁକ୍ ମାଡ୍ କାୟ୍ଆଚି । 25୧୧:୨୫ ପେରି ୧୬:୨୨; ପେରି ୧୪:୧୯.ରମିଅ ମଃନାର୍ ତଃୟ୍ ହୁଣି ତିନି ତର୍ ବେତ୍ଡାଙ୍ଗ୍ ସଃଙ୍ଗ୍ ମାଡ୍ କାୟ୍ଆଚି, ତରେକ୍ ଟେଳା ସଃଙ୍ଗ୍ ମାଡ୍ କାୟ୍ଆଚି, ତିନିତର୍ ଜାଜ୍ ବାଙ୍ଗାୟ୍ଲାକ୍ ସଃମ୍ବାଳି ଆଚି, ଡେଙ୍ଗ୍ ହାଣାୟ୍ ଗଟ୍ ଦିନ୍ ଗଟ୍ ରାତି କାଟି ଆଚି, 26୧୧:୨୬ ପେରି ୯:୨୩; ପେରି ୧୪:୫.ଗାଦେକ୍ ତର୍ ଜାତାଆସ୍ତାର୍ କଃର୍ତା ତଃୟ୍, ହୁର୍ହାଣି ବିପ୍ତି ତଃୟ୍, କଃଙ୍ଗାର୍ମଃନାର୍ ବିପ୍ତି ତଃୟ୍, ଜିଉଦି ଜାତିର୍ ଆର୍, ଜେ ଅଜିଉଦି ସେମଃନାର୍ ଆତେହୁଣି, ଗଃଳାର୍ ବିପ୍ତି ତଃୟ୍, ବଃନାର୍ ବିପ୍ତି ତଃୟ୍, ସଃମ୍ନ୍ଦାର୍ ବିପ୍ତି ତଃୟ୍, 27ବଃମ୍ଳାଉତା ବାୟ୍ମଃନାର୍ ବିପ୍ତି ତଃୟ୍, କଃବାଳ୍ ଆର୍ କଃସ୍ଟ୍ ବୟଃଗ୍ କଃର୍ତା ତଃୟ୍, ଗାଦେକ୍ ତର୍ ନଃସଃଉତେ ରାତି କଃଟ୍ତା ତଃୟ୍, ବୁକ୍ ଆର୍ ସସେ, ଗାଦେକ୍ ତର୍ ଉହାସ୍ ତଃୟ୍, ସିତ୍ ଆର୍ ନଃଗ୍ଳା ତଃୟ୍ । 28ବାକି ସଃବୁ କଃତା ଚାଡି ଆରେକ୍ ଗଟେକ୍ କଃତା ହଃତି ଦିନ୍ ମର୍ ଉହ୍ରେ ମଣ୍ଡ୍ଳିମଃନାର୍ ଗିନେ ଚିତା ମାଡୁଲି । 29କେ ଦୁର୍ବୁଳ୍ ଅୟ୍ଲେକ୍ ମୁୟ୍ଁ ହେଁ ଦୁର୍ବୁଳ୍ ଅୟ୍ନ୍ଦ୍, କେ ଜଦି ହାହ୍ କଃଲେକ୍ ମୁୟ୍ଁ ମଃନ୍ ଦୁକ୍ କଃରିନ୍ଦ୍ ।
30ଜଦି ମର୍ ଗଃର୍ବ୍ କଃର୍ତାର୍ ଦଃର୍କାର୍ ହଃଳେଦ୍, ତଃବେ ମୁୟ୍ଁ ମର୍ ଦୁର୍ବୁଳ୍ କଃତାୟ୍ ଗଃର୍ବ୍ କଃରିନ୍ଦ୍ । 31ମୁୟ୍ଁ ଜେ ମିଚ୍ ନଃକଃଉଁଲେ, ଇରି ମାପ୍ରୁ ଜିସୁର୍ ଇସ୍ୱର୍ ଉବା ଜାଣୁଲା; ସେ ଜୁଗେଜୁଗେ ଦନ୍ୟ । 32୧୧:୩୨ ପେରି ୯:୨୩-୨୫.ଦମେସକ୍ ତଃୟ୍ ଆରେସ୍ଟାର୍କ୍ ରଃଜାର୍ ସାସନ୍କାରି ମକ୍ ଦଃରୁକ୍ ସେ ଗଃଳେ ଜାଗୁଆଳିମଃନ୍କେ ଜାଗାୟ୍ରିଲା । 33ଆର୍ ଡଃଲାୟ୍ ଗଟେକ୍ କୁଆଳ୍ କଃତି ଜର୍କା ବାଟ୍ୟା ମକ୍ ଉତ୍ରାୟ୍ ଦିଆ ଅୟ୍ଲି, ଆରେକ୍ ମୁୟ୍ଁ ତାର୍ ଆତେ ହୁଣି ବାଚ୍ଲେ ।
12ପାଉଲାର୍ ଦଃର୍ସନ୍
1ଜଦି ହେଁ ଗଃର୍ବ୍ କଃର୍ତାର୍ ନିକ ନାୟ୍, ଅୟ୍ଲେକ୍ ହେଁ ମକ୍ ଗଃର୍ବ୍ କଃରୁକେ ହଃଳୁଲି, ମୁୟ୍ଁ ମାପ୍ରୁର୍ ଦଃର୍ସନ୍ ଆର୍ ଜାଣାୟ୍ଲା କଃତା କୟ୍ଦ୍ । 2ମୁୟ୍ଁ କ୍ରିସ୍ଟର୍ ଗଟେକ୍ ଲକ୍କେ ଜାଣିଆଚି, ସେ ଚଃଉଦ ବର୍ସ୍ ହୁର୍ବେ ତିନି ଲଃମରାର୍ ସଃର୍ଗ୍ ହଃତେକ୍ ନିଆ ଅୟ୍ଲା, ସେ ଗଃଗାଳେ ରିଲା କି ଗଃଗାଳାର୍ ହଃଦାୟ୍ ରିଲା, ମୁୟ୍ଁ ନଃଜାଣି; ଇସ୍ୱର୍ ଜାଣି ଆଚେ । 3ହେଁ, ମୁୟ୍ଁ ଇବାନ୍ୟା ଗଟେକ୍ ଲକ୍କେ ଜାଣିଆଚି, ତାକ୍ ପାରାଦେସେ ନିଆ ଗଃଲି, ସେ ଗଃଗାଳେ ରିଲା କି ଗଃଗାଳାର୍ ହଃଦାୟ୍ ରିଲା, ମୁୟ୍ଁ ନଃଜାଣି; ଇସ୍ୱର୍ ଜାଣି ଆଚେ । 4ଆର୍ ଜାୟ୍ରି ମାନାୟ୍ କଃଉଁକେ ଅଃଦିକାର୍, ଇବାନ୍ୟା ନଃକ୍ଉତା କଃତା ସୁଣ୍ଲା । 5ଇବାନ୍ୟା ଗଟ୍ ଲକାର୍ କଃତାୟ୍ ଗଃର୍ବ୍ କଃରିନ୍ଦ୍, ମଃତର୍ ମର୍ ନିଜାର୍ ବିସୟେ ମର୍ ଦୁର୍ବୁଳ୍କ୍ ଚାଡି ଆର୍ କୁୟ୍ଲଃଗେ ଗଃର୍ବ୍ କଃରୁ ନାହାରି । 6ଆର୍ ଗଃର୍ବ୍ କଃରୁକେ ମଃନ୍ ଅୟ୍ଲେକ୍ ହେଁ ମୁୟ୍ଁ ନିର୍ବୁଦିଆ ଅଃଉଁ ନଃଚି, ଜୁୟ୍ତାର୍ ଗିନେ ମୁୟ୍ଁ ସଃତ୍ କୟ୍ଦ୍; ମଃତର୍ କଃନ୍ଅୟ୍ଲେକ୍ କୁୟ୍ ଲକ୍ ଜୁୟ୍ରଃକମ୍ ଦଃକେଦ୍ କି ମର୍ ତଃୟ୍ହୁଣି ଜୁୟ୍ ରଃକମ୍ ସୁଣେଦ୍, ମର୍ ହାକ୍ ଜାଣାୟ୍ ଅୟ୍ଲା କଃତାୟ୍ ଅଃଦିକ୍ ବଃଡ୍ ଗିନେ ଜଃନ୍କଃରି ମର୍ କଃତାୟ୍ ଅଃଦିକ୍ ବଃଲି ବାବତ୍ ନାୟ୍ ଇତାର୍ ଗିନେ ମୁୟ୍ଁ ତାକିଜଃଉଁଲେ ।
7ମୁୟ୍ଁ ଜଃନ୍କଃରି ଅଃଦିକ୍ ଗଃର୍ବି ନଃୟ୍, ଇତାର୍ ଗିନେ ମର୍ ଗଃଗାଳେ ଗଟେକ୍ କାଟା ଦିଆଗଃଲି, ମକ୍ ମାରୁକେ ସୟ୍ତାନ୍ ଦୁତ୍କେ ହଃଟାୟ୍ଲି, ହେଁ, ଜଃନ୍କଃରି ମୁୟ୍ଁ ଅଃଦିକ୍ ଗଃର୍ବି ନାୟ୍ । 8ଜଃନ୍କଃରି ସେରି ମର୍ ତଃୟ୍ହୁଣି ଦୁରିକ୍ ଅୟ୍ଦ୍, ଇତାର୍ ଗିନେ ମୁୟ୍ଁ ମାପ୍ରୁକ୍ ସେ ବିସୟେ ତିନିତର୍ ଗଃଉଆରି କଃଲେ । 9ଆର୍ ସେ ମକ୍ କୟ୍ଆଚେ, ମର୍ ଦଃୟା ତୁମାର୍ ଗିନେ ସଃରି, କାୟ୍ତାକ୍ବଃଲେକ୍ ଦୁର୍ବୁଳ୍ ତଃୟ୍ ମର୍ ସଃକ୍ତି ହୁରୁଣ୍ ଅୟ୍ଦ୍ । ତଃବେ, ଜଃନ୍କଃରି କ୍ରିସ୍ଟର୍ ସଃକ୍ତି ମର୍ ଉହ୍ରେ ଆସେଦ୍, ଇତାର୍ ଗିନେ ମୁୟ୍ଁ ବଃଡେ ସଃର୍ଦାୟ୍ ମଃତର୍ ମର୍ ଦୁର୍ବୁଳ୍ ତଃୟ୍ ଗଃର୍ବ୍ କଃରିନ୍ଦ୍ । 10ତଃବାର୍ଗିନେ କ୍ରିସ୍ଟର୍ ଗିନେ ଦୁର୍ବୁଳ୍ ତଃୟ୍, ଅପ୍ମାନେ, ଦୁକେ, ତାଳ୍ନା ତଃୟ୍, ବିପ୍ତି ତଃୟ୍ ମୁୟ୍ଁ ସଃର୍ଦା ଅୟ୍ନ୍ଦ୍; କାୟ୍ତାକ୍ବଃଲେକ୍ ଜଃଡେବଃଳ୍ ମୁୟ୍ଁ ଦୁର୍ବୁଳ୍, ସଃଡେବଃଳ୍ ମୁୟ୍ଁ ବଃଳ୍ବାନ୍ ।
କରିନ୍ତିର୍ ଲକ୍ମଃନାର୍ ଗିନେ ପାଉଲାର୍ ବାବ୍ନା
11ମୁୟ୍ଁ ନିର୍ବୁଦିଆ ହର୍ ବେବାର୍ କଃରିନ୍ଦ୍, ତୁମିମଃନ୍ ମକ୍ ବଃଳ୍ମାଡ୍ କଃଲାସ୍, କାୟ୍ତାକ୍ବଃଲେକ୍ ମର୍ ଗୁଣ୍ଗିତ୍ କଃଉତାର୍ ତୁମିମଃନାର୍ ବିଦିରିଲି । ଅୟ୍ଲେକ୍ ହେଁ ମୁୟ୍ଁ ଜଦି କାୟ୍ରି ନାୟ୍, ତଃବେ ହେଁ କାୟ୍ କଃତାୟ୍ ସେ ସଃରାସଃରି “ପେରିତ୍ମଃନାର୍” ତଃୟ୍ହୁଣି ଉଣା ନାୟ୍ । 12ଜୁୟ୍ସଃବୁ ଚିନ୍ ଆର୍ କାବାଅଉତା କାମ୍ ଆରେକ୍ ସଃକ୍ତିର୍ କାମ୍ ପେରିତ୍ମଃନାର୍ ଚିନ୍ ହର୍, ସେସଃବୁ ସଃତ୍କଃରି ତୁମିମଃନାର୍ ବିତ୍ରେ ବଃଡେ ସାସେ ସାଦୁନ୍ ଅୟ୍ଆଚେ । 13କାୟ୍ତାକ୍ ବଃଲେକ୍ ମୁୟ୍ ନିଜେ ଜେ ତୁମିମଃନାର୍ ଉହ୍ରେ ବଜ୍ ହର୍ ନଇଁ, ଇ ଗଟେକ୍ ବିସୟ୍ ଚାଡି ବାକି ମଣ୍ଡ୍ଳିମଃନାର୍ ତଃୟ୍ହୁଣି ତୁମିମଃନାର୍ ଲଃଗେ ସାନ୍ ଅୟ୍ ଆଚି ? ମର୍ ଇ ଦସ୍ କେମା କଃରା ।
14ଦଃକା, ମୁୟ୍ଁ ତୁମିମଃନାର୍ ଚଃମେ ଜଃଉଁକେ ଇ ତିନିତର୍ ଜଃଗ୍ରାତ୍ ଆଚି, ଆର୍ ମୁୟ୍ଁ ତୁମିମଃନାର୍ ବଜ୍ ହର୍ ଅଃଉଁ ନଃଚି, କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନାର୍ ଦଃନ୍ ନଃଲଳି ତୁମିମଃନ୍କେ ଲଳୁଲେ । ଜୁୟ୍ତାର୍ ଗିନେ ହିଲାଟକିମଃନାର୍ ହୟ୍ସି ଉବାସିମଃନାର୍ ଗିନେ ଅଃର୍ଜ୍ତା ନିକ ନାୟ୍, ମଃତର୍ ହିଲାଟକିମଃନାର୍ ଗିନେ ହୟ୍ସି ଉବାସିମଃନାର୍ ଅଃର୍ଜ୍ତା ଦଃର୍କାର୍ । 15ମୁୟ୍ଁ ତୁମିମଃନାର୍ ଆତ୍ମା ଗିନେ ବଃଡେ ସଃର୍ଦାୟ୍ ଉହ୍କାର୍ କଃରିନ୍ଦ୍, ହେଁ, ମର୍ ହଃରାଣ୍ ହଃତେକ୍ ହେଁ ଉହ୍କାର୍ କଃରିନ୍ଦ୍ । ମୁୟ୍ଁ ତୁମିମଃନ୍କେ ଅଃଦିକ୍ ଲାଡ୍ କଃରୁଲେ ବଃଲି କାୟ୍ ତୁମିମଃନ୍କେ ଉଣା ଲାଡ୍ କଃରାସ୍କି ?
16ମଃତର୍ ଜାୟ୍ରି ଅଃଉଆ, ମୁୟ୍ଁ ନିଜେ ତୁମିମଃନ୍କେ ବଜ୍ ନଃଲାଦ୍ଲେ, ମଃତର୍ କେକେ କଃଉଁ ହାରେଦ୍ ଚଃତୁର୍ ଅୟ୍ ମୁୟ୍ଁ ତୁମିମଃନ୍କେ ଚଃଲାକି କଃରି ଦଃର୍ଲେ । 17ମୁୟ୍ଁ ତୁମିମଃନାର୍ ଚଃମେ ଜୁୟ୍ ଲକ୍ମଃନ୍କେ ହଃଟାୟ୍ ଆଚି, ସେମଃନାର୍ ବିତ୍ରେ କାର୍ ତଃୟ୍ ହୁଣି କି ତୁମିମଃନାର୍ ତଃୟ୍ହୁଣି କାୟ୍ରି ଲାବ୍ କଃରି ଆଚି କି ? 18ମୁୟ୍ଁ ତିତସ୍କେ ଜଃଉଁକ୍ ଗଃଉଆରି କଃରିରିଲେ, ଆରେକ୍ ତାର୍ ସଃଙ୍ଗ୍ ସେ ବାୟ୍କ୍ ହଃଟାୟ୍ ରିଲେ । ତିତସ୍ କାୟ୍ ତୁମିମଃନାର୍ ତଃୟ୍ହୁଣି କାୟ୍ରି ଲାବ୍ କଃରିଆଚେ ? ଅଃମିମଃନ୍ କାୟ୍ ଗଟେକ୍ ଆତ୍ମାୟ୍ ଚାଲାଚାଲ୍ତି ନଃକେରୁ ? ଅଃମିମଃନ୍ କାୟ୍ ଗଟେକ୍ ହାଦ୍ ଚିନେ ଇଣ୍ଡାବୁଲା ନଃକେରୁ ?
19ଅଃବେ ହଃତେକ୍ ତୁମିମଃନ୍କେ ବାବୁଲାସ୍, ଅଃମିମଃନ୍ ତୁମିମଃନାର୍ ଚଃମେ ଦଃସ୍ ଲୁକାଉଁଲୁ । ଇସ୍ୱରାର୍ ମୁଏଁ କ୍ରିସ୍ଟ କୟ୍ଲା ବଃଲି ସେବାକାରି ବାବେ ଅଃମିମଃନ୍ କଃତା କଃଉଁଲୁ । ମଃତର୍ ଏ ଲାଡାର୍ମଃନ୍, ସଃବୁ କଃତା ତୁମିମଃନାର୍ ଉହ୍କାର୍ ଗିନେ କଃଉଁଲୁ । 20କାୟ୍ତାକ୍ବଃଲେକ୍ କଃଡେବଃଳ୍ ମୁୟ୍ଁ ଆୟ୍ଲେକ୍, ତୁମିମଃନ୍କେ ଜଃନ୍କଃରି ଦଃକୁକ୍ ମଃନ୍ କଃରୁଲେ, ସେବାନ୍ୟା ତୁମିମଃନ୍କେ ନଃଦେକି, ଆର୍ ତୁମିମଃନ୍କେ ମକ୍ ଜଃନ୍କଃରି ଦଃକୁକ୍ ମଃନ୍ ନଃକେରାସ୍, ସେବାନ୍ୟା ଦଃକା, ଇତାର୍ ଗିନେ ମୁୟ୍ଁ ଡିରୁଲେ; କଃନ୍ସ୍ ଅୟ୍ଲେକ୍ ଜିକାଟାଣା, ଅଃକାର୍, ରିସା, ମାଡାଚଃଗା, ଲକାର୍ ଲିନ୍ଦା, କାନେ କଃଉଆ କଇ, କୁଟ୍କପଟ୍, ମାଡ୍ଗଳ୍ ଅୟ୍ଦ୍; 21କଃନ୍ସ୍ ଅୟ୍ଲେକ୍ ମୁୟ୍ଁ ଆରେକ୍ ଗଟ୍ତର୍ ଆୟ୍ଲେକ୍, ମର୍ ଇସ୍ୱର୍ ତୁମିମଃନାର୍ ବିସୟେ ମକ୍ ଆରେକ୍ ଗଟ୍ତର୍ ସାନ୍ କଃରେଦ୍, ଆରେକ୍ ଜୁୟ୍ ଲକ୍ମଃନ୍ ହୁର୍ବେ ହାହ୍ କଃରି ଆଚ୍ତି, ଆର୍ ଅଃହ୍ଣା ଅଃହ୍ଣା କଃଲା ବିଟାଳ୍, ଦାରି ଆର୍ କଃରାବ୍ ଇଚା ଗିନେ ମଃନ୍ ନଃବାଦ୍ଲାଉତି, ଇବାନ୍ୟା ଗାଦେକ୍ ଲକାର୍ ଗିନେ ମୁୟ୍ଁ କାନ୍ଦିନ୍ଦ୍ ।
13ସଃରାସଃରି ଜଃଗ୍ରାତ୍ କଃରାୟ୍ ଜୁଆର୍ ଜାଣାୟ୍ଲା
1ଇତାର୍ ସଃଙ୍ଗ୍ ତିନିତର୍ ମୁୟ୍ଁ ତୁମିମଃନାର୍ ଲଃଗେ ଜଃଉଁଲେ । ସାସ୍ତର୍ ହଃର୍କାରେ, “ଦୁୟ୍ କି ତିନି ସାକିମଃନାର୍ ମୁଏଁ ସଃବୁ କଃତା ତିର୍ କଃରା ଅୟ୍ଦ୍ ।” 2ଜୁୟ୍ ଲକ୍ମଃନ୍ ହୁର୍ବେ ହାହ୍ କଃରି ରିଲାୟ୍, ସେମଃନ୍କେ ଆର୍ ବାକି ସଃବୁ ଲକ୍କେ ମୁୟ୍ଁ ଜଃନ୍କଃରି ହୁର୍ବେ ଦୁୟ୍ତର୍ ରିଲାବଃଳ୍ କୟ୍ରିଲେ, ଅଃବେ ନଃରଃୟ୍ କଃରି ସେବାନ୍ୟା ହୁର୍ବେ ହୁଣି କଃଉଁଲେ ଜେ, ଜଦି ମୁୟ୍ଁ ଆରେକ୍ ଗଟ୍ତର୍ ଜାୟ୍ନ୍ଦ୍, ସେତଃନ୍ ଅୟ୍ଲେକ୍ ସେମଃନ୍ ଡଃଣ୍ଡ୍ ଦେଉଁକ୍ ନଃଚାଡି । 3କ୍ରିସ୍ଟ ଜେ ମର୍ ଦଃୟ୍ କଃତା କଃଉଁଲା, ଇ ବିସୟେ ତୁମିମଃନ୍କେ ଚାୟ୍ଁ ରେତାର୍ ହଃର୍ମାଣ୍ ହାଉଆସ୍ । ତୁମାର୍ ଗିନେ ସେ କଃବେହେଁ ନିଗାଳ୍ ନଃଉଁତି । ମଃତର୍ ତୁମାର୍ ଚଃମେ ସେ ସଃକ୍ତିର ପରିଚୟ୍ ଦଃୟ୍ଆଚେ, 4କାୟ୍ତାକ୍ବଃଲେକ୍ ଜଦି ସେ ନିଗାଳ୍ ଗିନେ କ୍ରୁସେ ଚଃଗାୟ୍ଲାୟ୍, ଅୟ୍ଲେକ୍ ହେଁ ଇସ୍ୱରାର୍ ସଃକ୍ତିଏ ସେ ଜିବନ୍ ହାୟ୍ଲା । ଅଃମିମଃନ୍ ହେଁ ତାର୍ତଃୟ୍ ନିଗାଳ୍, ମଃତର୍ ଇସ୍ୱରାର୍ ସଃକ୍ତି ଗିନେ ଅଃମିମଃନ୍ ତୁମିମଃନାର୍ ଗିନେ ତାର୍ ସଃଙ୍ଗ୍ ଜିବନ୍ ଅଃଉଁଆ ।
5ତୁମିମଃନ୍ ବିସ୍ୱାସେ ଆଚାସ୍ କି ନାୟ୍, ସେ ବିସୟେ ତୁମିମଃନ୍କେ ଅଃହ୍ଣା ଆହ୍ଣାକେ ପରିକ୍ୟା କଃରା, ଅଃହ୍ଣା ଅଃହ୍ଣାର୍ ବିଚାର୍ କଃରା, ନୟ୍ଲେକ୍ ଜିସୁ କ୍ରିସ୍ଟ ଜେ ତୁମିମଃନାର୍ ତଃୟ୍ ଆଚେ, ଇରି କି ତୁମିମଃନ୍କେ ନିଜାର୍ ନିଜାର୍ କଃତା ନଃଜାଣାସ୍ ? ଜଦି ଇରି ନୟେ, ତଃନ୍ଅୟ୍ଲେକ୍ ତୁମିମଃନ୍କେ ହୁରାହୁରି ପରିକ୍ୟାୟ୍ ଆରି ଆଚାସ୍ । 6ମଃତର୍ ମୁୟ୍ଁ ଆସା କଃରୁଲେ, ଅଃମିମଃନ୍ ଜେ ପରିକ୍ୟା ସିଦ୍, ଇରି ତୁମିମଃନ୍କେ ଜାଣାସ୍ । 7ମଃତର୍ ତୁମିମଃନ୍କେ ଜଃନ୍କଃରି କାୟ୍ କଃରାବ୍ କାମ୍ ନଃକେରାସ୍, ଇତାର୍ ଗିନେ ଅଃମିମଃନ୍ ଇସ୍ୱରାର୍ ଚଃମେ ପାର୍ତନା କଃରୁଲୁ । ଅଃମିମଃନ୍ ଜଃନ୍କଃରି ପରିକ୍ୟା ସିଦ୍ ବଃଲି ଦଃକା ଜଃଉଁନ୍ଦ୍, ଇତାର୍ ଗିନେ ପାର୍ତ୍ନା ନଃକେରୁ, ମଃତର୍ ପରିକ୍ୟା ସିଦ୍ ନୟ୍ଲା ହର୍ ଦଃକା ଗଃଲେକ୍ ହେଁ ଜଃନ୍କଃରି ତୁମିମଃନ୍କେ ନିକ କାମ୍ କଃରାସ୍, ଇତାର୍ ଗିନେ ପାର୍ତ୍ନା କଃରୁଲୁ । 8କାୟ୍ତାକ୍ବଃଲେକ୍ ଅଃମିମଃନ୍ ସଃତ୍ ବିରଦେ କାୟ୍ରି କଃରୁ ନଃହାରୁ, ମଃତର୍ ସଃତ୍ ବାଟ୍ୟା ଅୟ୍ କଃରୁ ହାରୁ । 9ଅଃମିମଃନ୍ ଜଃଡେବଃଳ୍ ଦୁର୍ବୁଳ୍ ଆର୍ ତୁମିମଃନ୍କେ ସଃକାତ୍, ସଃଡେବଃଳ୍ ଅଃମିମଃନ୍ ସଃର୍ଦା କଃରୁନ୍ଦ୍; ତୁମିମଃନ୍ ଜଃନ୍କଃରି ସିଦ୍ ଅଃଉଆସ୍, ଇତି ହେଁ ଅଃମିମଃନ୍ ପାର୍ତନା କଃରୁଲୁ । 10ଇତାର୍ ଗିନେ ନଃରଃୟ୍କଃରି ମୁୟ୍ଁ ଇସାବ୍ ଲେକୁଲେ, ଜଃନ୍କଃରି ରଃୟ୍କଃରି ମାପ୍ରୁ ମକ୍ ଜୁୟ୍ ଅଃଦିକାର୍ ବାଙ୍ଗୁକ୍ ନଃଦଃୟ୍ ତିଆର୍ କଃରୁକେ ଦଃୟ୍ଆଚେ, ସେ ଅଃଦିକାର୍ ହଃର୍କାରେ ନିସ୍ଟୁର୍ ବେବାର୍ କଃରୁକେ ମକ୍ ନୟେ ।
11ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ସଃର୍ଦା କଃରା, ସଃବୁ ବିସୟେ ଜୟଃଗ୍ ଅଃଉଆ, ଗ୍ୟାନ୍ ଦଃରା, ଗଟେକ୍ ମଃନ୍ ଅଃଉଆ, ସୁସ୍ତାୟ୍ ବାସା କଃରା, ଆର୍ ଲାଡ୍ ଆର୍ ସୁସ୍ତାର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗେ ରଃୟ୍ଦ୍ ।
12କ୍ରିସ୍ଟର୍ ଲାଡ୍ ଦଃୟ୍ ଏକ୍ଆରେକ୍କେ ଜୁଆର୍ କଃରା । ସଃବୁ ଦଃର୍ମିମଃନ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍ ।
13ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା, ଇସ୍ୱରାର୍ ଲାଡ୍ 14ଆର୍ ପବିତ୍ର ଆତ୍ମାର୍ ମିସାଣ୍ ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।